କନକ ବ୍ୟୁରୋ : ମନ୍ତ୍ରୀ ଦାମୋଦର ରାଉତଙ୍କୁ ପ୍ରତିବାଦ । ଚାଷୀଙ୍କୁ ନେଇ ସେ ଦେଇଥିବା ମନ୍ତବ୍ୟ ପରେ ସାରା ରାଜ୍ୟରେ ଦାମ ରାଉତଙ୍କୁ ବିରୋଧ କରିଛି ନବନିର୍ମାଣ କୃଷକ ସଂଘ । ପ୍ରତିବାଦ କରିବା ସହ ମନ୍ତ୍ରୀମଣ୍ଡଳରୁ ଦାମ ରାଉତଙ୍କୁ ବହିଷ୍କାର କରିବାକୁ ଦାବି କରିଛି ସଂଘ । ଏହା ମନ୍ତ୍ରୀଙ୍କ ଅଶାଳୀନ ଓ ଅରୁଚିକର ମନ୍ତବ୍ୟ ବୋଲି କୃଷକ ସଂଘ କହିଛି । ଚାଷୀ ମାନେ ଋଣ ନେଇ ମଦ ପିଉଥିବା ସହ ଝିଅ ବାହାଘର କରୁଛନ୍ତି । ଏବଂ ପ୍ରକୃତ ଚାଷୀ କେବେ ଆତ୍ମହତ୍ୟା କରେନାହିଁ ବୋଲି କହିଥିଲେ ମନ୍ତ୍ରୀ ଦାମୋଦର ରାଉତ ।
Kanak News is now on WhatsApp
Join and get latest news updates delivered to you via WhatsApp
ଏହା ସହ ଦେଖନ୍ତୁ ଏହି ଭିଡିଓ-