କଟକ ମଙ୍ଗଳାବାଗ ଦେବୀ ମଣ୍ଡପରେ ମହାଷ୍ଟମୀ ପୂଜା

74

କଟକ : କଟକ ମଙ୍ଗଳାବାଗ ଦେବୀ ମଣ୍ଡପରେ ଚାଲିଛି ମହାଷ୍ଟମୀ ପୂଜା । ଚାନ୍ଦି ମେଢ ସହ ସୁନା ମୁକୁଟରେ ପୂଜା ପାଉଥିବା ମା’ ଦୁର୍ଗତିନାଶିନୀଙ୍କ ଆଶିର୍ବାଦ ପାଇବାକୁ ପୂଜା ମଣ୍ଡପରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ । କିପରି ରହିଛି ସେଠାର ମାହୋଲ ଦେଖନ୍ତୁ ଏହି ଭିଡିଓ –