ପ୍ରେମୀଯୁଗଳ ପାଇଲେ ଦମ୍ପତିର ପରିଚୟ ! ଯାଜପୁର ରୋଡ୍ ଥାନା ପରିସରରେ ବିବାହ କରାଇଲେ ପୁଲିସ

63

କନକ ବ୍ୟୁରୋ : ପ୍ରେମୀ ଯୁଗଳଙ୍କୁ ଏକାଠି ଗଲା ପୁଲିସ । ପରିବାର ଲୋକଙ୍କ ଭୟରେ ଘର ଛାଡ଼ି ଚାଲିଯାଇଥିବା ପ୍ରେମୀ ଯୁଗଳଙ୍କୁ ଠାବ କରି ଥାନାରେ ବାହାଘର କରିଛି ପୁଲିସ୍ । ଯାଜପୁର ରୋଡ୍ ଥାନା ଭିତରେ ଦେଖିବାକୁ ମିଳିଛି ଏମିତି ଏକ ବାହାଘର । ବାହାଘର ସରିବା ପରେ ମିଠା ବାଂଟିବା ସହ କେମିତି ଏହି ନବଦମ୍ପତିଙ୍କ ବିବାହର ପଂଜିକରଣ ହୋଇପାରିବ ତାର ଦାୟିତ୍ୱ ନେଇଛି ।