କାହିଁକି ହେବନି ଛାତ୍ର ସଂସଦ ନିର୍ବାଚନ ? ଘଣ୍ଟ ବାଡ଼େଇ ଅଭିନବ ଢ଼ଙ୍ଗରେ ଛାତ୍ର କଂଗ୍ରେସର ପ୍ରତିବାଦ

90

କନକ ବ୍ୟୁରୋ : କାହିଁକି ହେବନି ଛାତ୍ର ସଂସଦ ନିର୍ବାଚନ । ଆନ୍ଦୋଳନକୁ ଓହ୍ଲାଇଲା ଛାତ୍ର କଂଗ୍ରେସ । ରାଜ୍ୟର ବିଭିନ୍ନ ସ୍ଥାନରେ କଲେଜ ସମ୍ମୁଖରେ ଅଭିନବ ପ୍ରତିବାଦ କରିଛି ଛାତ୍ର କଂଗ୍ରେସ । ଆଜି ଭୁବନେଶ୍ୱର ଦେବରାୟ କଲେଜ ସାମ୍ନାରେ ଏହାକୁ ନେଇ ଘଣ୍ଟ ବାଡ଼େଇ ଅଭିନବ ଢ଼ଙ୍ଗରେ ଛାତ୍ର କଂଗ୍ରେସ ପ୍ରତିବାଦ କରିଛି । ଛାତ୍ର କଂଗ୍ରେସ ସଭାପତି ୟାସିର ନବାଜଙ୍କ ନେତୃତ୍ୱରେ ଏହି ଆନ୍ଦୋଳନ କରାଯାଇଛି ।