କଂଗ୍ରେସ କବଜାରେ ବାଲିଗୁଡା ଥାନା

22

କନ୍ଧମାଳ : କନ୍ଧମାଳ ଗୁମୁଡୁମାହା ଗୁଳିକାଣ୍ଡର ତୀବ୍ର ପ୍ରତିବାଦ କରିଛି କଂଗ୍ରେସ । ବାଲିଗୁଡା ଥାନା ଘେରାଉ କରିବା ସହ ଧଶେଇ ପଶି ପ୍ରତିବାଦ କରିଛନ୍ତି ଶତାଧିକ କଂଗ୍ରେସ କର୍ମୀ । ଆଉ ଏହାର ନେତୃତ୍ୱ ନେଇଥିଲେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ । ପ୍ରସାଦଙ୍କ ନେତୃତ୍ୱରେ ଶହ ଶହ କଂଗ୍ରେସ କର୍ମୀ ବିକ୍ଷୋଭ କରିଥିଲେ। ଏଥିରେ ବରିଷ୍ଠ ନେତା ଭକ୍ତଦାସ, ମହମ୍ମଦ ମୋକିମ ଓ ପ୍ରଦୀପ ମାଝୀ ସାମିଲ ହୋଇଥିଲେ।