ଆଜି ନବୀନ ନିବାସ ଘେରାଉ କରିବ ଛାତ୍ର କଂଗ୍ରେସ : ସିବିଏସଇ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ସରକାର ଖେଳୁଥିବା ଅଭିଯୋଗ

35

କନକ ବ୍ୟୁରୋ : ଆଜି ଦିନ ୧୧ଟାରେ ନବୀନ ନିବାସ ଘେରାଉ କରିବ ଛାତ୍ର କଂଗ୍ରେସ । ସିବିଏସଇ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ରାଜ୍ୟ ସରକାର ବିଶ୍ୱାସଘାତକତା କରିଥିବା ଅଭିଯୋଗ କରି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିବାକୁ ଛାତ୍ର କଂଗ୍ରେସ ଚେତାବନୀ ଦେଇଛି ।

ସୋଆ ବିଶ୍ୱବିଦ୍ୟାଳୟ ଫେକ୍ ପ୍ଲେସମେଣ୍ଟ ମାମଲାରେ ପ୍ରକୃତ ଦୋଷୀମାନଙ୍କୁ ଗିରଫ କରିବାରେ ସରକାର ବିଫଳ ହୋଇଛନ୍ତି । ଅନ୍ୟପଟେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଆୟୋଜିତ କାର୍ଯ୍ୟକାରିଣୀ ବୈଠକରେ ଛାତ୍ରଛାତ୍ରୀଙ୍କୁ ପ୍ରଲୋଭନ ଦେଖାଇ ଦଳକୁ ଆକୃଷ୍ଟ କରାଯାଉଥିବା ଅଭିଯୋଗ କରିଛି ଛାତ୍ର କଂଗ୍ରେସ ।

ଦେଖନ୍ତୁ ଏହି ଭିଡ଼ିଓ –