ଟଙ୍କା ପାଇଁ ଅପହରଣ ନାଟକ: ଟଙ୍କା ପାଇଁ ସପ୍ତମ ଶ୍ରେଣୀର ଛାତ୍ର ଅମ୍ରିତଙ୍କୁ କରାଯାଇଥିଲା ଅପହରଣ

390

କନକ ବ୍ୟୁରୋ: ଟଙ୍କା ପାଇଁ ଅପହରଣ ନାଟକ । ନୟାଗଡର ସ୍କୁଲ ଛାତ୍ର ଅମ୍ରିତଙ୍କ ଅପହରଣକୁ ନେଇ ପୋଲିସର ସୂଚନା । ଟଙ୍କା ପାଇଁ ସପ୍ତମ ଶ୍ରେଣୀର ଛାତ୍ର ଅମ୍ରିତଙ୍କୁ କରାଯାଇଥିଲା ଅପହରଣ । ନିଖୋଜ ହେବାର ୫ଦିନ ପରେ ବନ୍ଦ ଘରୁ ଉଦ୍ଧାର ହୋଇଥିଲେ ଅମ୍ରିତ୍ । ସୋମବାର ସକାଳୁ ଏକ ବନ୍ଦ ଘରୁ ହାତ ବନ୍ଧା ହୋଇଥିବା ଅବସ୍ଥାରେ ଅମ୍ରିତଙ୍କୁ ଉଦ୍ଧାର କରାଯାଇଥିଲା । ତେବେ ଟଙ୍କା ପାଇଁ ଛାତ୍ରଙ୍କୁ ଅପହରଣ କରାଯାଇଥିବା ନୟାଗଡ ପୋଲିସ୍ ସୂଚନା ଦେଇଛି । ଘଟଣାରେ ୩ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି ।