Browsing Category

ଖେଳ

କେକେଆର୍ ବାଛିଲା ନୂଆ କ୍ୟାପଟେନ୍ । ଶ୍ରେୟାସଙ୍କ ଜାଗା ନେଲେ ଏହି ଯୁବ ଖେଳାଳି ।

କନକ ବ୍ୟୁରୋ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଆରମ୍ଭ ହେବା ପୂର୍ବରୁ କ୍ୟାପଟେନ୍ ବାଛିଛି କୋଲକାତା ନାଇଟ୍ ରାଇଡର୍ସ । ଶ୍ରେୟାସ ଆୟରଙ୍କ ଅନୁପସ୍ଥିତିରେ ୨୯ ବର୍ଷୀୟ ନୀତିଶ ରାଣା ଦଳର ନେତୃତ୍ୱ ନେବେ ବୋଲି ମ୍ୟାନେଜମେଣ୍ଟ ଘୋଷଣା କରିଛି । ତେବେ ଦଳର ନିୟମିତ ଅଧିନାୟକ ଶ୍ରେୟାସ ଆୟର ଏବେ ପିଠି…
Read More...

ଚେପକ୍ ଷ୍ଟାଡିୟମକୁ ପ୍ରସ୍ତୁତ କରୁଛନ୍ତି ନିଜେ କ୍ୟାପଟେନ୍ କୁଲ୍ ଧୋନୀ । ସିଟକୁ ଲଗାଉଛନ୍ତି ରଙ୍ଗ । ଦେଖନ୍ତୁ,…

କନକ ବ୍ୟୁରୋ: ମାର୍ଚ୍ଚ ୩୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ୍ ଟୁର୍ଣ୍ଣାମେଣ୍ଟ । ବର୍ତ୍ତମାନ ସବୁ ଟିମ୍ ପ୍ରସ୍ତୁତିରେ ଲାଗିପଡିଥିବାବେଳେ, ଧୋନୀଙ୍କ ଟିମ୍ ଚେନ୍ନାଇ ସୁପର କିଙ୍ଗସ୍ ମଧ୍ୟ ପ୍ରାକ୍ଟିସ୍ ଚଲାଇଛି । ଏହାରି ଭିତରେ ଚେନ୍ନାଇର ଚେପକ ଷ୍ଟାଡିୟମରୁ ଆସିଛି ଏକ ରୋଚକ ଦୃଶ୍ୟ ।…
Read More...

ମହିଳା ପ୍ରିମିୟର ଲିଗ : ପ୍ରଥମଥର ଚାମ୍ପିୟନ ହେଲା ମୁମ୍ବାଇ ଇଣ୍ଡିଆନ୍ସ

କନକ ବ୍ୟୁରୋ : ପ୍ରଥମ ଥର ଲାଗି ଆୟୋଜିତ ହୋଇଥିବା ମହିଳା ପ୍ରିମିୟର ଲିଗରେ ମୁମ୍ବାଇ ଇଣ୍ଡିଆନ୍ସ ଚାମ୍ପିୟନ ହୋଇଛି ମୁମ୍ବାଇ ଇଣ୍ଡିଆନ୍ସ । ଗତକାଲି ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୭ ୱିକେଟରେ ହରାଇ ଚାମ୍ପିୟନ ହୋଇଛି ମୁମ୍ବାଇ । ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ…
Read More...

ଆଜି ମହିଳା ପ୍ରିମିୟର ଲିଗ୍ ଫାଇନାଲ । ଟ୍ରଫି ପାଇଁ ଲଢେଇ କରିବେ ଦିଲ୍ଲୀ କ୍ୟାପିଟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ

କନକ ବ୍ୟୁରୋ: ଶେଷ ପର୍ଯ୍ୟାୟରେ ପହଞ୍ଚିଛି ମହିଳା ପ୍ରିମିୟର ଲିଗ୍ । ଆଜି ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଫାଇନାଲ ମ୍ୟାଚ୍ ଖେଳାଯିବ । ପଏଣ୍ଟ ଟେବୁଲର ଶୀର୍ଷରେ ରହି ପ୍ରଥମରୁ ଫାଇନାଲରେ ପ୍ରବେଶ କରିସାରିଥିଲା ଦିଲ୍ଲୀ । ସେହିପରି ୟୁପି ୱାରିଅର୍ସକୁ ଏଲିମିନେଟ୍ କରି…
Read More...

ଆଇପିଏଲ୍ ଆରମ୍ଭ ପୂର୍ବରୁ ରିକି ପଣ୍ଟିଂଙ୍କ ଭବିଷ୍ୟବାଣୀ । କହିଲେ, ଏହି ବ୍ୟାଟ୍ସମ୍ୟାନ୍ ବ୍ୟାଟରୁ ବର୍ଷିବ ରନ୍ ।…

କନକ ବ୍ୟୁରୋ: ମାର୍ଚ୍ଚ ୩୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ୍ ଟୁର୍ଣ୍ଣାମେଣ୍ଟ । ଚଳିତ ଥର ଅଳ୍ପ କିଛି ପରିବର୍ତ୍ତନ ସହ ସବୁ ଟିମ୍ ପଡିଆକୁ ଓହ୍ଲାଉଛନ୍ତି, ଯାହା ଏଥର ଆଇପିଏଲ୍ ଟୁର୍ଣ୍ଣାମେଣ୍ଟକୁ ଅଧିକ ରୋଚକ କରିବାକୁ ଯାଉଛି । ଦିଲ୍ଲୀ କ୍ୟାପିଟାଲ୍ସ ଦଳ ମଧ୍ୟ ନିୟମିତ ଅଧିନାୟକ ରିଷଭ…
Read More...

ନୂଆ ନିୟମରେ ଖେଳାଯିବ ଆଇପିଏଲ ୨୦୨୩ । ଆପଣ ଜାଣିଛନ୍ତି କି ଚଳିତ ଆଇପିଏଲରେ ବଦଳିବ କଣ?

କନକ ବ୍ୟୁରୋ : ଆଇପିଏଲ ୨୦୨୩ ପାଇଁ ଆରମ୍ଭ ହେଲାଣି କାଉଣ୍ଟଡାଉନ । ଟାଇଟଲ ପାଇଁ ୧୦ଟି ଟିମ୍ ମଧ୍ୟରେ ହେବ ଘମାଘୋଟ ଲଢେଇ । ଗୁଜରାଟ ଟାଇଟନ୍ସ ଓ ଚେନ୍ନାଇ ସୁପର କିଙ୍ଗସର ମ୍ୟାଚ୍ ସହ ଆରମ୍ଭ ହେବ ଚଳିତ ବର୍ଷର ଆଇପିଏଲ ମହାସମର । ତେବେ ଚଳିତ ଆଇପିଏଲ ନୂଆ ନିୟମ ସହ ଖେଳାଯିବ ।ଯାହା ଆଇପିଏଲକୁ…
Read More...

ମହିଳା ପ୍ରିମିୟର ଲିଗ୍ ଫାଇନାଲରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ । ଏଲିମିନେଟରରେ ୟୁପି ୱାରିୟର୍ସକୁ…

କନକ ବ୍ୟୁରୋ: ମହିଳା ପ୍ରିିମିୟର ଲିଗ୍ ଫାଇନାଲରେ ପ୍ରବେଶ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ଶୁକ୍ରବାର ଏଲିମିନେଟର ମ୍ୟାଚରେ ହରମନପ୍ରୀତ କୌରଙ୍କ ଟିମ୍ ୭୨ ରନରେ ୟୁପି ୱାରିୟର୍ସକୁ ହରାଇଛି । ମୁକାବିଲାରେ ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ୪ ୱିକେଟ୍ ହରାଇ କରିଥିଲା ୧୮୨ ରନ୍ । ଦଳ ପକ୍ଷରୁ…
Read More...

ଏସିଆ କପ : ଆୟୋଜନକୁ ନେଇ ଆସିଲା ସମାଧାନର ବାଟ; ପାକିସ୍ତାନରେ ଖେଳାହେବ ଟୁର୍ଣ୍ଣାମେଣ୍ଟ କିନ୍ତୁ ନିରପେକ୍ଷ ସ୍ଥାନରେ…

କନକ ବ୍ୟୁରୋ : ଏସିଆ କପ ଆୟୋଜନକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ବିବାଦ ଏବେ ସମାଧାନ ଆଡକୁ ଯାଉଛି । ଚଳିତବର୍ଷର ଏସିଆ କପ୍ ଦୁଇଟି ସ୍ଥାନରେ ଆୟୋଜନ ହେବ । ପାକିସ୍ତାନରେ ଅଧିକାଂଶ ମ୍ୟାଚ୍ ଖେଳାଯିବାକୁ ଥିବାବେଳେ ଭାରତର ମ୍ୟାଚ୍ ଗୁଡିକ ନିରପେକ୍ଷ ସ୍ଥାନରେ ଅନୁଷ୍ଠିତ ହେବ ।…
Read More...

ଆଇପିଏଲ ଆରମ୍ଭ ପୂର୍ବରୁ ପଞ୍ଜାବକୁ ବଡ ଝଟକା । ବୋର୍ଡ ଦେଉନି ଏନଓସି, ପୂରା ସିଜିନରୁ ବାଦ୍ ପଡିପାରନ୍ତି ଷ୍ଟାର…

କନକ ବ୍ୟୁରୋ : ଆସନ୍ତା ମାର୍ଚ୍ଚ ୩୧ରୁ ଆଇପିଏଲର ୧୬ ତମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି । ଏହି ମହାସମର ପାଇଁ ପ୍ରତିଟି ଫ୍ରାଞ୍ଚାଇଜ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ତେବେ ଆଇପିଏଲ ଆରମ୍ଭ ହେବା ପୂର୍ବରୁ ପଞ୍ଜାବ ଟିମକୁ ବଡ ଝଟକା ଲାଗିଛି । କାରଣ ଯେଉଁ ଷ୍ଟାର ପ୍ଲେୟାରକୁ ଦଳ…
Read More...

ଅନ୍ତର୍ଜାତୀୟ ଦିନିକିଆ ରାଙ୍କିଙ୍ଗ : ଏକ ନମ୍ବର ସ୍ଥାନ ହରାଇଲା ଟିମ ଇଣ୍ଡିଆ, ଅଷ୍ଟ୍ରେଲିଆ ଶୀର୍ଷରେ

କନକ ବ୍ୟୁରୋ : ଦିନିକିଆ ସିରିଜରେ ଭାରତକୁ ହରାଇ ଅନ୍ତର୍ଜାତୀୟ ଏକଦିବସୀୟ ରାଙ୍କିଙ୍ଗରେ ନମ୍ବର ୱାନ ସ୍ଥାନ ହାସଲ କରିନେଇଛି ଭ୍ରମଣକାରୀ ଅଷ୍ଟ୍ରେଲିଆ । ତୃତୀୟ ଦିନିକିଆରେ ଅଷ୍ଟ୍ରେଲିଆଠାରୁ ୨୧ ରନରେ ହାରିଯାଇଛି ଟିମ ଇଣ୍ଡିଆ । ଶେଷଦିନକିଆରେ ଭାରତକୁ ହରାଇ ୨-୧ରେ ସିରିଜ ଜିତିନେଇଛି…
Read More...