Browsing Category

ସ୍ପେଶାଲ୍ ରିପୋର୍ଟ

ଆଜି ଆୟକର ପଇଠ କରିବାର ଶେଷ ସୁଯୋଗ ! ଜାଣନ୍ତୁ ଏସଂପର୍କରେ କିଛି ଗୁରୁତ୍ୱପୂର୍ଣ୍ଣ କଥା

ଆର୍ଥିକ ବର୍ଷ ୨୦୧୬-୧୭ରେ ଆୟକର ରିଟର୍ଣ୍ଣ କରିବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଆଜି ହେଉଛି ଶେଷ ଦିନ । ଗ୍ରାହକ ଅଧ ରାତି ପର୍ଯ୍ୟନ୍ତ ଆୟକର ରିଟର୍ଣ୍ଣ କରିପାରିବେ । ଏ ସଂକ୍ରାନ୍ତରେ ସରକାର ଆୟକର କାର୍ଯ୍ୟାଳୟ ଗୁଡ଼ିକୁ ନିର୍ଦ୍ଦେଶ ଜାରି କରିଛନ୍ତି । ଶନିବାର ଅଧ କାର୍ଯ୍ୟ ଦିବସ ହୋଇଥିଲେ…
Read More...

ମୃତ୍ୟୁ ପଂଜୀକରଣ ପାଇଁ ଆଧାରକାର୍ଡ ବାଧ୍ୟତାମୂଳକ ! ଚିହ୍ନଟ ଜାଲିଆତି ରୋକିବାକୁ ଗୃହ ମନ୍ତ୍ରାଳୟର ନିଷ୍ପତ୍ତି

ମୃତ୍ୟୁ ପଂଜିକରଣ ବେଳେ ଚିହ୍ନଟ ଜାଲିଆତି ରୋକିବାପାଇଁ ଗୃହ ମନ୍ତ୍ରାଳୟ ଆଧାର ନମ୍ବର ବ୍ୟବହାରକୁ ବାଧ୍ୟତାମୂଳକ କରିଛି । ମୃତ୍ୟୁ ପ୍ରମାଣପତ୍ର ପାଇବାପାଇଁ ଆବେଦନବେଳେ ସଂପୃକ୍ତ ବ୍ୟକ୍ତିଙ୍କ ଆଧାର କାର୍ଡ ନମ୍ବର ଉଲ୍ଲେଖ କରାଯିବାକୁ ରେଜିଷ୍ଟ୍ରାର ଜେନେରାଲ ଅଫ୍ ଇଣ୍ଡିଆ (ଆଇଜିଆର)…
Read More...

ଆଜି ଉପରାଷ୍ଟ୍ରପତି ନିର୍ବାଚନ ! ଏନଡିଏ ପ୍ରାର୍ଥୀ ଭେଙ୍କେୟା ନାଇଡୁଙ୍କ ପଲ୍ଲା ଭାରି, ୟୁପିଏ ପ୍ରାର୍ଥୀ ଗୋପାଳକୃଷ୍ଣ…

ଆଜି ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ସଂସଦରେ ମତଦାନ ଗ୍ରହଣ କରାଯିବ । ନିର୍ବାଚନ ମୈଦାନରେ ଅଛନ୍ତି ଏନଡିଏ ପ୍ରାର୍ଥୀ ଭେଙ୍କେୟା ନାଇଡୁ ଓ ବିରୋଧୀ ଦଳ ତରଫରୁ ପୂର୍ବତନ ପଶ୍ଚିମବଙ୍ଗ ରାଜ୍ୟପାଳ ଗୋପାଳକୃଷ୍ଣ ଗାନ୍ଧୀ । ଏନଡିଏ ନିଜ ପ୍ରାର୍ଥୀଙ୍କ ବିଜୟକୁ ନେଇ ନିଶ୍ଚିତ ରହିଛି । ଅନ୍ୟପଟେ…
Read More...

ଗୁଜୁରାଟର ବନାସକାଣ୍ଠାରେ ରାହୁଲଙ୍କ ଗାଡ଼ିକୁ ପଥର ମାଡ଼! ଭାଙ୍ଗିଗଲା ଗାଡ଼ି କାଚ, ଅଳ୍ପକେ ବର୍ତ୍ତିଲେ କଂଗ୍ରେସ…

କଂଗ୍ରେସ ଉପାଧ୍ୟକ୍ଷ ରାହୁଲ୍ ଗାନ୍ଧୀ ଶୁକ୍ରବାର ଦିନ ବନ୍ୟା ପୀଡିତ ଅଂଚଳକୁ ଗସ୍ତ କରିଛନ୍ତି ଏବଂ ଏହା ସହ ଲୋକଙ୍କୁ ଭେଟି ଦୁଃଖ ବୁଝିଛନ୍ତି । ଏହି ଗସ୍ତ ବେଳେ ରାହୁଲକୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପିଡିଛି । ଯେତେବେଳେ ରାହୁଲ୍ ଗୁଜୁରାଟର ବନାସକାଣ୍ଠାରେ ପହଁଥିଲେ, ସେଠାରେ ହଠାତ୍…
Read More...

ଚୀନ ସହ ଲଢିବ ଘାତକ ବୁଡ଼ାଜାହାଜ ! ଚୂଡ଼ାନ୍ତ ପର୍ଯ୍ୟାୟରେ ଭାରତ

ଡୋକଲାମ ବିବାଦକୁ ନେଇ ଚୀନ ବାରମ୍ବାର ଧମକ ଦେଇ ଭାରତ ଉପରେ ଚାପ ପକାଇବାକୁ ଚେଷ୍ଟା କରୁଛି । ସମୁଦ୍ର ପଥରେ ମଧ୍ୟ ଚୀନ ଆଗାମୀ ଦିନରେ ଭାରତ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇପାରେ । ଏପରି ପରିସ୍ଥିତିରେ ସମୁଦ୍ର ମାର୍ଗରେ ନିଜର ଶକ୍ତି ବୃଦ୍ଧିରେ ଜୁଟିଥିବା ଭାରତୀୟ ନୌସେନା ଦୀର୍ଘ ବର୍ଷ ପରେ…
Read More...

ପାକିସ୍ତାନର ସରକାରୀ ୱେବସାଇଟ୍ ହେଲା ହ୍ୟାକ୍ ! ରାଷ୍ଟ୍ରୀୟ ଧ୍ୱଜ ସହ ଜାତୀୟ ସଙ୍ଗୀତ ପୋଷ୍ଟ କଲେ ହ୍ୟାକର୍ସ

ହ୍ୟାକ୍ ହେଲା ପାକିସ୍ତାନର ସରକାରୀ ୱେବସାଇଟ୍ । ସୂଚନା ମୁତାବକ, ଗୁରବାର ଦିନ ପାକିସ୍ତାନ ସରକାରଙ୍କ ଏକ ୱେବସାଇଟ୍ ହ୍ୟାକ୍ କରାଯାଇଛି ଏବଂ ହ୍ୟାକର୍ସ ୱେବସାଇଟର ସନ୍ଦେଶ ବୋର୍ଡରେ ଭାରତୀୟ ରାଷ୍ଟ୍ରୀୟ ସଙ୍ଗୀତ ଏବଂ ସ୍ୱତନ୍ତ୍ରତା ଦିବସ ସମ୍ବନ୍ଧରେ କିଛି ଲେଖା ପୋଷ୍ଟ ହୋଇଥିବା ଖବର ମିଳିଛି…
Read More...

ଟିଆରଏସ୍ ସାଂସଦ କବିତାଙ୍କର ଅଭିନବ ପ୍ରୟାସ ! ରାକ୍ଷୀରେ ‘ହେଲମେଟ୍ ଗିଫ୍ଟ’ କ୍ୟାମ୍ପେନ୍

ଟିଆରଏସ୍ ସାଂସଦ ଓ ତେଲେଙ୍ଗାନାର ସିଏମ୍ କେସି ରାଓଙ୍କ ଝିଅ କବିତା ରାକ୍ଷୀ ଦିବସ ପୂର୍ବରୁ ଏକ କ୍ୟାମ୍ପେନ୍ ଆରମ୍ଭ କରିଛନ୍ତି । ଏହି ‘ହେଲମେଟ୍ କ୍ୟାମ୍ପେନ୍’ ର ଉଦ୍ଦେଶ୍ୟ ରାଜ୍ୟରେ ସଡ଼କ ଦୁର୍ଘଟଣାରୁ ରକ୍ଷା କରିବା ସହ ଓ ସଡ଼କ ସୁରକ୍ଷାରେ ଜାଗରଣ ସୃଷ୍ଟି କରିବା । ଏଥିପାଇଁ ରାଜ୍ୟର…
Read More...

ଖୁସି ଖବର ! ଜିଓ ଫୋନ୍ ପାଇଁ ଲଂଚ୍ ହୋଇପାରେ ଏକ ସ୍ୱତନ୍ତ୍ର ଭର୍ସନର ହ୍ୱାଟସଆପ୍

ରିଲାଏନ୍ସ ଜଗତର ୪୦ତମ ପୁର୍ତ୍ତି ଅବସରରେ କଂପାନୀ ପକ୍ଷରୁ ଲଂଚ କରାଯାଇଛି ସବୁଠାରୁ ଶସ୍ତା ୪ଜି ଫିଚର ଫୋନ ତଥା ଜିଓ ଫୋନ । ଯାହାକୁ ବିନା ମୂଲ୍ୟରେ ୧,୫୦୦ ଟଙ୍କା ସୁକ୍ୟୁରିଟି ବାବଦକୁ ଦେବାକୁ ପଡିବ । ଏହି ଘୋଷଣ ପରେ ପରେ ଫୋନ୍ କିଣିବା ନେଇ ଲୋକଙ୍କଠାରେ ଯେତେ ଉକ୍ରଣ୍ଠା ଦେଖାଦେଇଛି…
Read More...

ମୃତ୍ୟୁର ଚିତ୍ର ! ୨୦ ହଜାର ଫୁଟ୍ ଉଚ୍ଚରୁ ପଡି ଚାଲିଗଲା ଦୁଇ ବନ୍ଧୁଙ୍କ ଜୀବନ

ମହାରାଷ୍ଟ୍ର ସିନ୍ଧୁଦୁର୍ଗା ଜିଲ୍ଲାର ଅମ୍ବୋଲୀ ଘାଟରେ ପାଖାପାଖି ୨ ହଜାର ଫୁଟ୍ ଗହୀର ବିଶିଷ୍ଠ ଏକ ଘାଇରେ ପଡି ଦୁଇ ଯୁବକଙ୍କର ମୃତ୍ୟୁ ଘଟିଛି । ଆଉ ଉଭୟଙ୍କ ଏଭଳି ଲୋମହର୍ଷଣକାରୀ ମୃତ୍ୟୁର ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ୧ ଅଗଷ୍ଟରେ ଏହି ଘଟଣା ମହାରାଷ୍ଟ୍ରର…
Read More...

ରାଜ୍ୟସଭାରେ ପ୍ରଥମ ଥର ପାଇଁ ବିଜେପି ସବୁଠାରୁ ବଡ଼ ପାର୍ଟି ! କଂଗ୍ରେସ ପହଞ୍ଚିଲା ଦ୍ୱିତୀୟ ସ୍ଥାନରେ

ପ୍ରଥମ ଥର ପାଇଁ ଶାସକ ବିଜେପି ଦଳ ରାଜ୍ୟସଭାରେ ବଡ଼ ଦଳ ସାବ୍ୟସ୍ତ ହୋଇଛି । ଯାହା ଦ୍ୱାରା ଏନଡ଼ିଏକୁ ରାଜ୍ୟସଭାର ପ୍ରମୁଖ ନିୟମ ଅନୁସାରେ ଆଗକୁ ବଢ଼ିବାର ସୁଯୋଗ ମିଳିବ । ଏହା ବ୍ୟତୀତ ଭାରତର ପୁରୁଣା ଦଳ କଂଗ୍ରେସ ରାଜ୍ୟସଭାର ଦ୍ୱିତୀୟ ସ୍ଥାନରେ ରହିଛି । ମଧ୍ୟପ୍ରଦେଶ ଆଦିବାସୀ ନେତା…
Read More...