Browsing Category

ନ୍ୟୁଜ୍

ବିରୋଧ ପରେ ବଦଳିଲା ବିଲାୱାଲଙ୍କ ସ୍ୱର । କହିଲେ ମୁଁ ସୃଷ୍ଟି କରି ନାହିଁ ଗୁଜରାଟ କଂସେଇ ଶବ୍ଦ । ସେପଟେ ପାକ୍ ବିଦେଶ…

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ବିବାଦୀୟ ବୟାନକୁ ନେଇ କଡା ବିରୋଧ ପରେ ନିଜ ବୟାନକୁ ବଦଳାଇଛନ୍ତି ବିଲାୱଲ ଭୁଟ୍ଟୋ । କହିଲେ ମୁଁ କହିନାହିଁ ଗୁଜୁରାଟ କଂସେଇ ଶବ୍ଦ । ଅନ୍ୟପଟେ ମୋଦୀଙ୍କ ବିରୋଧରେ ଏଭଳି ବିବାଦୀୟ ମନ୍ତବ୍ୟ ଦେବାକୁୁ ନେଇ ପାକ୍ ବିଦେଶ ମନ୍ତ୍ରୀ…
Read More...

ପୁଣି ଫେରିଲା ଶୀତ । ଜି. ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୭ଂ ସେଲସିୟସ୍

କନକ ବ୍ୟୁରୋ: ଦୀର୍ଘ ଦିନର ବ୍ୟବଧାନ ପରେ ରାଜ୍ୟକୁ ଶୀତ ଫେରିଛି । ସର୍ବନିମ୍ନ ତାପମାତ୍ରା ଜି. ଉଦୟଗିରିଠାରେ ୭ଡିଗ୍ରି ରେକର୍ଡ ହୋଇଛି । ସେହିଭଳି କିରେଇରେ ୮ଡିଗ୍ରି ଓ ଝାରସୁଗୁଡ଼ାରେ ୯.୨ ଡିଗ୍ରି ରେକର୍ଡ ହୋଇଥିବା ଜଣାଯାଇଛି । ଟୁଇନ ସିଟିରେ ରାତି ତାପମାତ୍ରା ୧୩ ଡିଗ୍ରିକୁ ଖସିଛି ।…
Read More...

ବଢିଲା ହକି ତାରକା ବିରେନ୍ଦ୍ର ଲାକ୍ରାଙ୍କ ଅଡୁଆ । ନିରପେକ୍ଷ ତଦନ୍ତ ସହ ବିରେନ୍ଦ୍ରଙ୍କୁ ଡିଏସପି ପଦରୁ ଅବ୍ୟାହତି…

କନକ ବ୍ୟୁରୋ: ଅନ୍ତର୍ଜାତୀୟ ହକି ତାରକା ବିରେନ୍ଦ୍ର ଲାକ୍ରାଙ୍କ ପାଇଁ ବଢିଲା ଅଡୁଆ । ବିରେନ୍ଦ୍ରଙ୍କ ବନ୍ଧୁ ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲାରେ ଆନନ୍ଦଙ୍କ ପିତା ପୋଲିସ ଡିଜି ଓ ଗୃହ ବିଭାଗ ସଚିବଙ୍କୁ ଚିଠି ଲେଖିଛନ୍ତି । ଚିଠିରେ ଇନଫୋସିଟି ଥାନାରେ ବିରେନ୍ଦ୍ରଙ୍କ ନାଁରେ ମାମଲା ଥିବା ସେ…
Read More...

ଘରକୁ ଫେରିଲା ନିଖୋଜ ଅମ୍ରିତ୍ । ରାତିରେ ଘର ପାଖରେ ତାଙ୍କୁ କେହି ଆଣି ଛାଡିଦେଇଯାଇଥିବା ସୂଚନା । ୫ ଦିନ ହେବ ନିଖୋଜ…

କନକ ବ୍ୟୁରୋ: ମିଳିଲେ ନୟାଗଡର ନିଖୋଜ ସପ୍ତମ ଶ୍ରେଣୀ ଛାତ୍ର ଅମ୍ରିତ ପାତ୍ର । ନିଖୋଜ ହେବାର ୫ ଦିନ ପରେ ଘରକୁ ଫେରିଛନ୍ତି ଅମ୍ରିତ । ରାତିରେ ଘର ପାଖରେ କେହ ଛାଡ଼ି ଦେଇଥିବା ସୂଚନା ରହିଛି । ଏବେ ଓଡ଼ଗାଁ ପୁଲିସ ଅମ୍ରିତକୁ ନିଜ ହେପାଜତକୁ ନେଇଛି । ଏବେ ମେଡିକାଲରେ ଅମ୍ରିତର ସ୍ୱାସ୍ଥ୍ୟ…
Read More...

ସୀମାରେ ଚୀନକୁୁ ଚେକ୍ ଦେବାକୁ ପ୍ରସ୍ତୁତ ଭାରତ । ସୀମାରେ ନିର୍ମାଣ କରିବ ସୁଦୀର୍ଘ ହାଇୱେ

କନକ ବ୍ୟୁରୋ: ସୀମାରେ ଚୀନ ସହ ଭାରତ ମୁହାଁମୁହିଁ ପରେ ସତର୍କ ହୋଇଯାଇଛି ଭାରତ । ଚୀନ ଏବଂ ଭାରତ ସୀମା ଅଞ୍ଚଳରେ ୧୭ ଶହ ୪୮ କିଲୋମିଟର ହାଇୱେ ନିର୍ମାଣ କରିବାକୁ ଯୋଜନା କରିଛି ଭାରତ । ଆସନ୍ତା ୫ ବର୍ଷ ମଧ୍ୟରେ ଏହି ହାଇୱେ ନିର୍ମାଣ କରିବାକୁ ଲକ୍ଷ ରଖାଯାଇଛି । ଅରୁଣାଚଳ ପ୍ରଦେଶରୁ…
Read More...

ହକି ବିଶ୍ୱକପ୍ ପାଇଁ ଆଜିଠୁ ଅଫଲାଇନ ଟିକେଟ୍ ବିକ୍ରି । ଜାନୁଆରୀ ୧୩ରୁ ଆରମ୍ଭ ହେବ ମୁକାବିଲା । ଜାଣନ୍ତୁ ପୁରା ତଥ୍ୟ

କନକ ବ୍ୟୁରୋ: ଆସନ୍ତା ଜାନୁଆରୀ ୧୩ ତାରିଖରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେଉଥିବା ପୁରୁଷ ହକି ବିଶ୍ୱକପ ପାଇଁ ଆଜିଠୁ ଅଫଲାଇନ୍ ଟିକେଟ୍ ବିକ୍ରି ଆରମ୍ଭ ହେଉଛି । ଭୁବନେଶ୍ୱରରେ ମ୍ୟାଚ ପାଇଁ କଳିଙ୍ଗ ଷ୍ଟାଡିୟମର ୮ ନମ୍ବର ଗେଟ ସମ୍ମୁଖ ରିଜର୍ଭ ପୁଲିସ ଲାଇନ୍ ପଡିଆ ଏବଂ ରାଉରକେଲା…
Read More...

ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଶଂସାରେ ଆମେରିକା ଜାତୀୟ ଗୁଇନ୍ଦା ଏଜେନ୍ସି ମୁଖ୍ୟ । କହିଲେ ପରମାଣୁ ଅସ୍ତ୍ର ବ୍ୟବହାର…

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରସଂଶା କରିଛନ୍ତି ଆମେରିକାର ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଏଜେନ୍ସି ମୁଖ୍ୟ ନିର୍ଦ୍ଦେଶକ ୱିଲ ବର୍ଣ୍ଣସ୍ । ଋଷ-ୟୁକ୍ରେନ ଯୁଦ୍ଧ ଭିତରେ ପରମାଣୁ ଅସ୍ତ୍ର ବ୍ୟବହାର ରୋକିବା ପାଇଁ ମୋଦୀ କରିଥିବା ଉଦ୍ୟମକୁ ପ୍ରସଂଶା କରିବା ସହ ଏକ୍ଷେତ୍ରରେ…
Read More...

ଦେଶରେ ବଢୁଛି ଚୀନ ବିରୋଧୀ ହାୱା । ଚୀନ ସାମ୍ରଗୀକୁ ବଏକଟ କରିବାକୁ ଆହ୍ୱାନ ଦେଲେ ଅରବିନ୍ଦ କେଜ୍ରିିୱାଲ ।

କନକ ବ୍ୟୁରୋ: ଅରୁଣାଚଳ ପ୍ରଦେଶର ତୱାଙ୍ଗ୍ ସେକ୍ଟରରେ ଭାରତ ଓ ଚୀନ ସେନା ମୁହାଁମୁହିଁ ହେବା ପରେ ଭାରତରେ ଚୀନ ବିରୋଧୀ ହାୱା ବଢିବାରେ ଲାଗିଛି । ଆଉ ଏହାକୁ ସମର୍ଥନ ଜଣାଇବା ସହ ପୁଣି ଥରେ ଚୀନ ସାମଗ୍ରୀକୁ ବଏକଟ୍ କରିବାକୁ ନାରା ଦେଇଛନ୍ତିି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିିୱାଲ ।…
Read More...

ଅର୍ଚ୍ଚନା ଓ ଶ୍ରଦ୍ଧାଞ୍ଜଳିଙ୍କୁ ମୁହାଁମୁହି ବସାଇ ଜେରା । ଇଡି ଆଗରେ ସବୁ ସତ ଓଗାଳିଲେ ଶ୍ରଦ୍ଧଞ୍ଜଳି

କନକ ବ୍ୟୁରୋ: ବ୍ଲାକମେଲ କୁଇନ ଅର୍ଚ୍ଚନା ନାଗଙ୍କ ପାପପେଡି ଖୋଲିଲେ ପାର୍ଟନର ଶ୍ରଦ୍ଧାଞ୍ଜଳି ବେହେରା । ଶନିବାର ଦିନ ଶ୍ରଦ୍ଧାଞ୍ଜଳି ଇଡିରେ ହାଜର ହୋଇଥିଲେ । ଏହି ସମୟରେ ଅର୍ଚ୍ଚନାଙ୍କ ସହ ଶ୍ରଦ୍ଧାଞ୍ଜଳିଙ୍କୁ ମୁହାଁମୁହିଁ ବସାଇ ଜେରା କରିଛନ୍ତି ଇଡି ଅଧିକାରୀ । ଏହି ସମୟରେ ଅର୍ଚ୍ଚନାଙ୍କ…
Read More...

ଫିଫା ବିଶ୍ୱକପ ଚାମ୍ପିୟନ୍ ହେଲା ଆର୍ଜେଣ୍ଟିନା । ସତ ହେଲା ମେସିଙ୍କ ସ୍ୱପ୍ନ । ଫ୍ରାନ୍ସକୁ ହରେଇ ଟ୍ରଫି ଜିତିଲା…

କନକ ବ୍ୟୁରୋ: ଫିଫା ବିଶ୍ବକପ୍‌-୨୦୨୨ର ଫାଇନାଲ ମ୍ୟାଚ୍‌ରେ ରୋମାଞ୍ଚକର ଲଢ଼େଇ ଦେଖିବାକୁ ମିଳିଛି । ଲିଓନେଲ ମେସିଙ୍କ ସ୍ବପ୍ନ ପୂରା ହୋଇଛି। ଶେଷ ପର୍ଯ୍ୟାୟରେ ଫ୍ରାନ୍ସର ଖେଳାଳିମାନେ ଦମଦାର ପ୍ରଦର୍ଶନ କରିଥିଲେ ବି ପରାସ୍ତ ହୋଇଛନ୍ତି। ପେନାଲ୍ଟି ସୁଟଆଉଟରେ ଆର୍ଜେଣ୍ଟିନା ୪-୨‌ରେ…
Read More...