Browsing Category

ନ୍ୟୁଜ୍

ସମୁଦ୍ର ଭିତରେ ୧୦୦ଦିନ । ବିଶ୍ୱ ରେକର୍ଡ କଲେ ଜଣେ ବ୍ୟକ୍ତି

କନକ ବ୍ୟୁରୋ : ବିଶ୍ୱ ରେକର୍ଡ କରିବାର ନିଶା । ସମୁଦ୍ର ଭିତରେ ଲଗାତାର ୧୦୦ ଦିନ ରହି ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି ଆମେରିକା ଫ୍ଲୋରିଡାର ଜଣେ ବ୍ୟକ୍ତି । ଯେଉଁଠି ମଣିଷ ପାଣିରେ ୫ରୁ ୧୦ ମିନିଟ୍ ପହଁରି ଥକିଯାଇଥାଏ । ସେଠାରେ ଜଣେ ବ୍ୟକ୍ତି ୧୦୦ଦିନ ସମୁଦ୍ର ଭିତରେ ସମୟ ବିତାଇଛନ୍ତି ।…
Read More...

ଆୟ ବର୍ହିଭୁତ ସମ୍ପତି ଠୁଳ ଅଭିଯୋଗ : ଗିରଫ ହେଲେ କୋଟିପତି ଇଞ୍ଜିନିୟର ବିକାଶ ଭୂୟାଁ; ସଉକ ପାଇଁ ବାବୁ କିଣୁଥିଲେ ହୀରା…

କନକ ବ୍ୟୁରୋ : ଗିରଫ ହେଲେ କୋଟିପତି ସହକାରୀ ଯନ୍ତ୍ରୀ । କଟକ ସଦର ବ୍ଲକ ସହକାରୀ ଯନ୍ତ୍ରୀ ବିକାଶ ଚନ୍ଦ୍ର ଭୁୟାଁଙ୍କୁ ଗିରଫ କଲା ଭିଜିଲାନ୍ସ । ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଗତକାଲି କଟକ ଅଫିସ ଓ ବାସଭବନ ସମେତ ଏକକାଳୀନ ୪ଟି ସ୍ଥାନରେ ଚଢାଉ କରିଥିଲା ଭିଜିଲାନ୍ସ ଟିମ୍ । ବାବୁଙ୍କର…
Read More...

ଓଲିଉଡରେ କାଷ୍ଟିଂ କାଉଚ୍ : ରୂପଶ୍ରୀ ପଣ୍ଡା ଆଣିଲେ ସାଂଘାତିକ ଅଭିଯୋଗ

କନକ ବ୍ୟୁରୋ : ପୁଣି ଓଲିଉଡରେ କାଷ୍ଟିଂ କାଉଚ୍ ଅଭିଯୋଗ । ଏହି ଅଭିଯୋଗ ଆଣିଛନ୍ତି ଆଉ ଜଣେ ଅଭିନେତ୍ରୀ । ଅଭିନେତ୍ରୀ ରୂପଶ୍ରୀ ପଣ୍ଡା ସାଂଘାତିକ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ସିରିଏଲରେ କାମ ଦେବାକୁ କମ୍ପ୍ରୋମାଇଜ ସର୍ତ୍ତ ରଖାଯାଇଥିଲା । ମୋତେ କମ୍ପ୍ରୋମାଇଜ କରିବାକୁ…
Read More...

ବାତ୍ୟା ‘ବିପର୍ଯ୍ୟୟ’ : ଆଇଏମଡି ଡିଜି କହିଲେ, ୧୨୫ରୁ ୧୩୫ କିଲୋମିଟର ବେଗରେ ବହିପାରେ ପବନ

କନକ ବ୍ୟୁରୋ : ପୂର୍ବ-କେନ୍ଦ୍ରୀୟ ଆରବ ସାଗରରେ ଅତି ଭୀଷଣ ବାତ୍ୟାର ରୂପ ନେଇଛି ‘ବିପର୍ଯ୍ୟୟ’ । ଏବେ ଗୁଜରାଟ ମୁହାଁ ହେଉଛି ବାତ୍ୟା ବିପର୍ଯ୍ୟୟ । ଗୁରୁବାର ସଂଧ୍ୟାରେ ଗୁଜରାଟର କଚ୍ଚ ଓ ପାକିସ୍ଥାନର କରାଚି ଉପକୂଳରେ ମାଡ଼ ହେବା ସମ୍ଭାବନା ରହିଛି । ଗତ ୬ ଘଣ୍ଟା ହେଲା ଏହା ୧୨ କିଲୋମିଟର…
Read More...

ଖବର ପ୍ରସାରଣ ପରେ ଟ୍ରାନ୍ସଫର୍ମରରୁ ହଟିଲା ଦଉଡ଼ି : ୧୨ ଦିନ ହେଲା ବେସ୍ ଭାଙ୍ଗି ଯାଇଥିବାରୁ ଗଛରେ ଦଉଡି ବାନ୍ଧି…

କନକ ବ୍ୟୁରୋ : ଖବର ପ୍ରସାରଣ ପରେ ଟ୍ରାନ୍ସଫର୍ମରରୁ ହଟିଲା ଦଉଡ଼ି । ଖଣ୍ଡଗିରି ଜିଏ କଲୋନୀରେ ଗଛରେ ଟ୍ରାନ୍ସଫର୍ମର ବନ୍ଧା ହେବା ନେଇ ଖବର ପ୍ରସାରଣ ପରେ ତତ୍ପର ହୋଇଛି ପ୍ରଶାସନ । ଅସ୍ଥାୟୀ ଟ୍ରାନ୍ସଫର୍ମରରୁ ଲୋକଙ୍କ ମିଳିବ ବିଦ୍ୟୁତ୍ ସେବା । ୧୨ଦିନ ହେଲା ଟ୍ରନ୍ସଫର୍ମର ଭାଙ୍ଗି ପଡିଥିବା…
Read More...

ଦିଲ୍ଲୀରେ ଭୂମିକମ୍ପ, ୧୦ ସେକେଣ୍ଡ ପର୍ଯ୍ୟନ୍ତ ଥରିଲା ଦିଲ୍ଲୀ, ଚଣ୍ଡିଗଡ ଓ ଜାମ୍ମୁ-କାଶ୍ମୀର

କନକ ବ୍ୟୁରୋ : ମଙ୍ଗଳବାର ଦିନ ଦିଲ୍ଲୀ ଏନସିଆରରେ ଭୂମିକମ୍ପ ଅନୁଭୂତ ହୋଇଛି । ଏହା ବ୍ୟତୀତ ଜମ୍ମୁ-କାଶ୍ମୀର ଓ ଚଣ୍ଡିଗଡରେ ମଧ୍ୟ ଭୂମିକମ୍ପ ହୋଇଥିବା ସୂଚନା ମିଳିଛି । ଏହି ଭୂମିକମ୍ପ ପାଖା ପାଖି ୧୦ ସେକେଣ୍ଡ ପର୍ଯ୍ୟନ୍ତ ଅନୁଭୂତ ହୋଇଥିବା କୁହାଯାଉଛି । Earthquake of magnitude…
Read More...

କାହିଁକି ଘଣ୍ଟା ଘଣ୍ଟା ଧରି ହେଉଛି ପାୱାର କଟ୍ ? ଲୋକଙ୍କୁ ସେବା ଯୋଗାଇବାରେ କାହିଁକି ତ୍ରୁଟି ରହୁଛି? ଟାଟା ପାୱାର…

କନକ ବ୍ୟୁରୋ : ବିଦ୍ୟୁତ୍ କାଟକୁ ନେଇ ସବୁଆଡି ଅସନ୍ତୋଷ ବଢିବାକୁ ଲାଗିଥିବା ବେଳେ ଟାଟା ପାୱାର ଉପରେ ବର୍ଷିଛନ୍ତି ବିଜେଡିର ବରିଷ୍ଠ ନେତା ତଥା କଟକ ମେୟର ସୁବାଷ ସିଂ । ସେ କହିଛନ୍ତି, ଟାଟା ପାୱାର ଆହୁରି କ୍ରିୟାଶୀଳ ହେବା ଦରକାର । ଆମେ ବି ଟାଟାକୁ ଏଣିକି ବାଧ୍ୟ କରିବୁ ସେବା ଯୋଗାଇବାରେ…
Read More...

ତାତିଲେ ଚାଷୀ, ସର୍ବନିମ୍ନ ସହାୟକ ମୂଲ୍ୟ ଦାବି କରି ଦିଲ୍ଲୀ-ଚଣ୍ଡିଗଡ ରାଜପଥର ୩୦ କିଲୋମିଟର ଜାମ୍ କଲେ ଆନ୍ଦୋଳନକାରୀ

କନକ ବ୍ୟୁରୋ : ସୂର୍ଯ୍ୟମୂଖୀ ଫସଲକୁ ସର୍ବନିମ୍ନ ସହାୟକ ମୂଲ୍ୟରେ ସରକାର କିଣନ୍ତୁ ବୋଲି ଦାବି କରି ହଜାର ହଜାର କୃଷକ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଏନେଇ କୁରୁକ୍ଷେତ୍ରର ପିପଲି କୃଷକମାନେ ଦିଲ୍ଲୀ-ଚଣ୍ଡିଗଡ ରାଜପଥରେ ୨୧ ଘଣ୍ଟା ଧରି ଧାରଣା ଦେଇଛନ୍ତି । ଆନ୍ଦୋଳନକାରୀ କୃଷକମାନେ ରାଜପଥରେ…
Read More...

ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର : ମହଙ୍ଗା ଭତ୍ତାରେ ୪% ବୃଦ୍ଧି କଲେ ରାଜ୍ୟ ସରକାର

କନକ ବ୍ୟୁରୋ : ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ମହଙ୍ଗା ଭତ୍ତାରେ ୪% ବୃଦ୍ଧି କଲେ ରାଜ୍ୟ ସରକାର । ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩୮ପ୍ରତିଶତରୁ ୪୨ ପ୍ରତିଶତ ବୃଦ୍ଧି ପାଇଛି । ଏହା ଜାନୁୟାରୀ ପହିଲା ୨୦୨୩ରୁ…
Read More...

ବିଦ୍ୟୁତ୍ କାଟକୁ ନେଇ ବର୍ଷିଲେ ଧର୍ମେନ୍ଦ୍ର । କହିଲେ, ଦୀପ ତଳ ଅନ୍ଧାର ଭଳି ଓଡ଼ିଶାର ବିଦ୍ୟୁତ୍ ସ୍ଥିତି, ଯିଏ ବିଭାଗ…

କନକ ବ୍ୟୁରୋ : ରାଜ୍ୟରେ ହେଉଥିବା ଘନ ଘନ ବିଦ୍ୟୁତ୍ କାଟକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଛନ୍ତି, ଓଡ଼ିଶାରେ ବିଚିତ୍ର କଥା ଦଖିବାକୁ ମିଳୁଛି । ବିଭାଗୀୟ ମନ୍ତ୍ରୀ, ସଚିବ ଓ ବିଜେଡି ନେତାଙ୍କର ପରସ୍ପର ବିରୋଧୀ ମନ୍ତବ୍ୟ ଦେଉଛନ୍ତି । ଏହା…
Read More...