Browsing Category

ନ୍ୟୁଜ୍

ଅନୁରାଗ ଠାକୁର ବିସିସିଆଇ ମୁଖିଆ ହେବା ଏକ ପ୍ରକାର ଧାର୍ଯ୍ୟ:ସୂଚନା ଦେଲେ ଓସିଏ ସଂପାଦକ

କଟକ ବ୍ୟୁରୋ, କନକ ନ୍ୟୁଜ୍: ଅନୁରାଗ ଠାକୁର ଭାରତୀୟ କ୍ରିକେଟ ବୋର୍ଡର ପରବର୍ତୀ ସଭାପତି ହେବା ଏକ ପ୍ରକାର ଧାର୍ଯ୍ୟ । ୨୦୧୭ ପର୍ଯ୍ୟନ୍ତ ପୂର୍ବାଂଚଳ କ୍ରିକେଟ ଜୋନ ପାଇଁ ଏହି ପଦବୀ ରହିଛି । ଅନ୍ୟପଟେ ପୂର୍ବାଂଚଳ ଜୋନର ଆବାହକ ଓଡିଶା କ୍ରିକେଟ ଆସୋସିଏସନ ରହିଛି ଏବଂ ସଂପାଦକ ଆର୍ଶୀବାଦ…
Read More...

ଆଜି ପ୍ରକାଶ ପାଇବ ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାଫଳ । ପୂର୍ବାହ୍ନ ୧୧ଟା ୪୫ରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଫଳ ପ୍ରକାଶ ପାଇବ । ଏହାର ଠିକ୍ ଏକ ଘଂଟା ପରେ ଅର୍ଥାତ୍ ୧୨ଟା ୪୫ରୁ ପରୀକ୍ଷାର୍ଥୀ ୱେବ ସାଇଟ୍ ମାଧ୍ୟମରେ ନିଜ ନିଜ ପରୀକ୍ଷା…
Read More...

ରାଜନୀତିରେ ଗହମ କଥା : ଗଣମାଧ୍ୟମରେ କେନ୍ଦ୍ରମନ୍ତ୍ରୀଙ୍କ ଘୋଷଣାକୁ ସ୍ୱୀକାର କଲାନି ବିଜେଡି

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଜୋର ଧରିଲା ଗହମ ରାଜନୀତି । ବିଜେପିର ଚାଉଳ ଚକମା ପରେ ବିଜେଡି କହିଛି କେନ୍ଦ୍ରମନ୍ତ୍ରୀଙ୍କ ଘୋଷଣାକୁ ବିଶ୍ୱାସ କରିହେବ ନାହିଁ । ଲିଖିତ ଭାବେ ପ୍ରତିଶୃତି ନଦେବା ପର୍ଯ୍ୟନ୍ତ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଚାଲୁ ରହିବ । ଓଡିଶାକୁ ଅଧିକ ଚାଉଳ…
Read More...

ରାଜ୍ୟସଭା ରେସ୍ : କିଏ ନେବ ପ୍ୟାରୀ, ବୈଷ୍ଣବ ଓ ଭୁପିନ୍ଦରଙ୍କ ସ୍ଥାନ

ରାଜ୍ୟସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ୍ । ୧୫ଟି ରାଜ୍ୟର ୫୭ଟି ଆସନଙ୍କ ପାଇଁ ହେବ ନିର୍ବାଚନ । ଏନେଇ ବିଧିବଧ ଭାବେ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିସନ । ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଛତିଶଗଡ, ମଧ୍ୟପ୍ରଦେଶ, ତାମିଲନାଡୁ, କର୍ଣ୍ଣାଟକ, ଓଡିଶା, ମହାରାଷ୍ଟ୍ର, ପଂଜାବ,…
Read More...

ବିଧାନସଭାରେ ବିଧାୟକ ହଟହଟା : ଧାରଣାରେ ବସିଥିବା ଏସଟି,ଏସି ଏମ୍ଏଲଏଙ୍କୁ ଉଠାଇ ନେଲେ ସୁରକ୍ଷାକର୍ମୀ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଓଆରଭି ଆଇନକୁ କାର୍ଯ୍ୟକାରୀ ଦାବିରେ ଧାରଣାରେ ବସିଥିଲେ ଏସସି ଓ ଏସଟି ବିଧାୟକ । ମେଡିକାଲ, ଇଂଜିନିୟରିଂ ଆଦି ବୈଷୟିକ ଶିକ୍ଷାରେ ଏସସି-ଏସଟି ଛାତ୍ରଛାତ୍ରୀଙ୍କ ୩୮ ପ୍ରତିଶତ ସଂରକ୍ଷଣ ଦାବି କରିଛନ୍ତି ବିଧାୟକ । ଏସଟି କ୍ଷେତ୍ରରେ ୨୨ ପ୍ରତିଶତ ଏବଂ ଏସସି…
Read More...

ବିଜେପି ଯୁବ ମୋର୍ଚ୍ଚାର ବିଧାନସଭା ଘେରାଉ ଉଦ୍ୟମ : ବ୍ୟାରିକେଡ୍ ଭାଙ୍ଗିବା ବେଳେ ପୁଲିସ-କର୍ମୀ ମୁହାଁମୁହିଁ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: ରଣକ୍ଷେତ୍ର ପାଲଟିଲା ବିଧାନସଭା ସମ୍ମୁଖ । ବିଧାନସଭା ଭିତରକୁ ଧସେଇ ପସିବା ପାଇଁ ଉଦ୍ୟମ କଲାବେଳେ ପୁଲିସ-ବିଜେପି କର୍ମୀ ଧସ୍ତାଧସ୍ତି । ବିଜେପି ଯୁବ ମୋର୍ଚ୍ଚାର କର୍ମୀମାନେ ବ୍ୟାରିକେଟ୍ ଭାଙ୍ଗିବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ସହ ମୁହାଁମୁହିଁ…
Read More...

ଜଗମୋହନ ମରାମତି ପ୍ରସଙ୍ଗ : ଆସନ୍ତାକାଲି ଆଇନ୍ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ କୋର କମିଟି ବୈଠକ

ପୁରୀ ବ୍ୟୁରୋ,କନକ ନ୍ୟୁଜ୍: ଜଗମୋହନ ମରାମତିକୁ ନେଇ କୋର କମିଟି ପଠାଇଥିବା ପ୍ଲାନ୍ ଏବଂ ସୁପାରିଶକୁ ଏ.ଏସ୍.ଆଇ ଡିଜିଙ୍କ ଅନୁମୋଦନ ମିଳିପାରିନାହିଁ । ଏନେଇ ଆଇନ ମନ୍ତ୍ରୀ କୋର କମିଟି ବୈଠକ ଡକାଇଛନ୍ତି । ଆସନ୍ତାକାଲି ଭୁବନେଶ୍ୱରରେ ଏହି ବୈଠକ ବସିବ । ନିଅଁ ଖୋଳା ଏବଂ ଷ୍ଟିଲ୍ ଫ୍ରେମ…
Read More...

ବିଧାନସଭାରେ ଅଚଳାବସ୍ଥା ଜାରି : ଉଭୟ ଶାସକ ଓ ବିରୋଧୀ ଜିଦରେ ଅଟଳ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଆଜି ବି ଅଚଳ ହୋଇପଡିଛି ବିଧାନସଭା । ବାରମ୍ବାର ଗୃହ ମୁଲତବି ହୋଇ ଚାଲିଛି । ପ୍ରଶ୍ନକାଳ ଆରମ୍ଭରୁ ଏବେ ଯାଏଁ ଥରକୁ ଥର ବାଚସ୍ପତି ଗୃହକୁ ମୁଲତବି କରିଚାଲିଛନ୍ତି । ବିରୋଧୀ ପୁଣି ସେହି ପୁରୁଣା ଚିଟଫଣ୍ଡ ପ୍ରସଙ୍ଗ ଉଠାଇ ଗୃହରେ ହଙ୍ଗାମା କରିଛନ୍ତି ।…
Read More...

ବ୍ରହ୍ମ ବିଭ୍ରାଟ ତଦନ୍ତ ରିପୋର୍ଟ:ନିଲମ୍ବନ ହଟାଇବାକୁ ଜୟକୃଷ୍ଣ ଦାସମହାପାତ୍ରଙ୍କ ଦାବି

ପୁରୀ ବ୍ୟୁରୋ , କନକ ନ୍ୟୁଜ୍: ନିଲମ୍ବନ ପ୍ରତ୍ୟାହାର ନହେଲେ ସ୍ନାନ ପୂର୍ଣ୍ଣିମା ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିବେ ଦଇତାପତି ସେବାୟତ ଜୟକୃଷ୍ଣ ଦାସମହାପାତ୍ର । ନବକଳେବର ବ୍ରହ୍ମ ବିଭ୍ରାଟକୁ ନେଇ ୨୦୧୫ ଜୁନ୍ ୨୪ରେ ଦୁଇ ଦଇତାପତି ସେବାୟତଙ୍କୁ ନିଲମ୍ବିତ…
Read More...

ଆଖି ବୁଜିଲେ ପୂର୍ବତନ ମନ୍ତ୍ରୀ ରଘୁନାଥ ପଟ୍ଟନାୟକ

ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ରଘୁନାଥ ପଟ୍ଟନାୟକଙ୍କ ପରଲୋକ । ୮୯ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ଜୟପୁରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି । ନିଶ୍ୱାସ ପ୍ରଶ୍ୱାସ ନେବାରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଗତକାଲି…
Read More...