Browsing Category

ନ୍ୟୁଜ୍

ଚିଟଫଣ୍ଡ ଖଳନାୟକଙ୍କ ଆତ୍ମହତ୍ୟା ଉଦ୍ୟମ : ଜେଲରେ ହାତ କାଟିଦେଲେ ପ୍ରଦୀପ ସେଠୀ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଚିଟଫଣ୍ଡ ଖଳନାୟକଙ୍କ ଆତ୍ମହତ୍ୟା ଉଦ୍ୟମ । ଏଟି ମୁଖ୍ୟ ପ୍ରଦୀପ ସେଠୀ ଜେଲ ଭିତରେ କାଟିପକାଇଛନ୍ତି ହାତ । ଗତକାଲି ବିଳମ୍ବିତ ରାତିରେ ପ୍ରଦୀପ ସେଠୀ ୱାର୍ଡରେ ଥିବା ଏକ ସ୍କାର୍ପରେ ନିଜ ହାତକୁ କାଟି ପକାଇଥିଲେ । ଏଥିସହ ଜେଲ ରେଲିଂରେ ନିଜ ମୁଣ୍ଡକୁ…
Read More...

ସିସିଟିଭିରେ ମର୍ଡର ଲାଇଭ : ଭୁବନେଶ୍ୱର ନୟାପଲ୍ଲୀରେ ଯୁବକଙ୍କୁ କାଠ ଫାଳିଆରେ ପିଟିପିଟି ହତ୍ୟା

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ସିସିଟିଭିରେ ମର୍ଡର ଲାଇଭ୍ । କ୍ୟାମେରାରେ କଏଦ ହୋଇଛି ହତ୍ୟାକାଣ୍ଡର ଲାଇଭ ଫୁଟେଜ୍। ଗତକାଲି ରାତିରେ ଭୁବନେଶ୍ୱର ନୟାପଲ୍ଲୀ ଅଂଚଳରେ ଘଟିଥିବା ବର୍ବର ହତ୍ୟାକାଣ୍ଡର ଦୃଶ୍ୟ ଦେଖିଲେ ଛାତି ଥରିଯିବ। ନୟାପଲ୍ଲୀ ଏନ-ସିକ୍ସ ଲେନରେ ଦୁଇ ଜଣ ଯୁବକ ଯାଉଥିବା…
Read More...

ବିଏମସିର ଅଳିଆ ପରିଚାଳନା ଚିନ୍ତା : ଦେଢବର୍ଷ ମଧ୍ୟରେ ୨୦୦ କୋଟି ଟଙ୍କାରେ ନିର୍ମାଣ ହେବ ଟ୍ରିଟମେଂଟ ପ୍ଲାଂଟ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଅଳିଆକୁ ନେଇ ଅଡୁଆ ବଢୁଥିବା ବେଳେ ଏବେ ସରକାରଙ୍କ ଚେତା ପଶିଛି । କେନ୍ଦ୍ର ସରକାରଙ୍କ ନିର୍ଦେଶ ଓ ଅଶାନ୍ତ ଦାରୁଠେଙ୍ଗର ସ୍ଥିତିକୁ ଦେଖି ଶୀଘ୍ର ୱେଷ୍ଟ ଟୁ ଏନାର୍ଜି ପ୍ଲାଂଟ କାର୍ଯ୍ୟସାରିବା ପାଇଁ ଚେଷ୍ଟା କରାଯିବ ବୋଲି କହିଛନ୍ତି ଭୁବନେଶ୍ୱର ମେୟର ।…
Read More...

ବ୍ରହ୍ମପୁରର ବିଭିନ୍ନ ସ୍ଥାନରେ ଚଢାଉ : ନକଲି ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କାରଖାନା ସିଲ୍

ବ୍ରହ୍ମପୁର : ବ୍ରହ୍ମପୁର ବଡ଼ବଜାର ଥାନାର ବିଭିନ୍ନ ସ୍ଥାନରେ ଚଢାଉ କରି ନକଲି ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କାରଖାନା ସିଲ କରିଛି ବ୍ରହ୍ମପୁର ପୁଲିସ୍ । ୪ଟି ସ୍ଥାନରୁ ପ୍ରାୟ ୫୦ ଲକ୍ଷରୁ ଅଧିକ ସାମଗ୍ରୀ ଜବତ ହୋଇଛି । ଏହି ସବୁ କାରଖାନାରୁ ଏଭରେଷ୍ଟ ମସଲା,ଏଭିଟି ଚା, ଭଲ ଘିଅ ଓ ଗୁଟୁଖାର ନକଲି…
Read More...

ବିଜୁଳି ମାଡରେ ଦିନକ ଭିତରେ ଗଲା ୨୭ ଜୀବନ

କନକ ବ୍ୟୁରୋ : ଶ୍ରାବଣର ଅଶୁଭ ଶନିବାର । ସାରା ରାଜ୍ୟରେ ବଜ୍ରାଘାତ ଆଜି ଭୟଙ୍କର ରୂପ ନେଇଛି । ପ୍ରକୃତିର ଏହି ତାଣ୍ଡବରେ ରାଜ୍ୟର ବିଭିନ୍ନ ସ୍ଥାନରେ ୨୭ ଜଣଙ୍କର ମୃତ୍ୟୁ ହୋଇଛି । ହଠାତ୍ ପାଗରେ ପରିବର୍ତନ ଘଟି ଆକାଶରେ ମାଡି ଆସିଥିଲା କଳାହାଣ୍ଡିଆ ମେଘ । ତାସାଙ୍ଗକୁ ବିଜୁଳିର ଭୟଙ୍କର…
Read More...

‘ରାଜନୀତି ନୁହେଁ ବିକାଶ କର’ : ନଗଡା ଶିଶୁଙ୍କ ପାଇଁ ସୁଦର୍ଶନଙ୍କ ସ୍ୱର

କନକ ବ୍ୟୁରୋ : ‘ରାଜନୀତି ନୁହେଁ ବିକାଶ କର’ । ନିଜର ବାଲୁକା କଳା ଦ୍ୱାରା ଏଭଳି ଏକ ବାର୍ତା ଦେଇ ନଗଡା ଶିଶୁଙ୍କ ପାଇଁ ସ୍ୱର ଉଠାଇଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ଅନାହାର ଓ ଅପମୃତ୍ୟୁର ଶିକାର ହୋଇ ନଗଡା ରେ୧୯ ଜଣ ଶିଶୁ ପ୍ରାଣ ହରାଇଥିଲେ । ଏହା ସହ ଜୀବନ ସହ ସଂଗ୍ରାମ କରୁଛନ୍ତି…
Read More...

ପୁଣି ମାତିଲେ ମାଓବାଦୀ : ମାଲକାନଗିରି ସୀମାରେ ସୁରକ୍ଷାକର୍ମୀଙ୍କ ସହ ମୁହାଁମୁହିିଁ

ମାଲକାନଗିରି : ସହିଦ ସପ୍ତାହ ପାଳନ ବେଳେ ଏନକାଉଂଟର । ମାଲକାନଗିରି ସୀମା ସୁକମା ଜିଲ୍ଲା ଭେଜି ଥାନା ଅଚଂଳରେ ଆଜି ଯବାନ-ମାଓବାଦୀ ଗୁଳିବିନିମୟ ହୋଇଛି । ତେବେ ଏଥିରେ କୋବ୍ରା ବାଟାଲିୟନର ଜଣେ ଯବାନ ସହିଦ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି । ଏହାପରେ ସଂପୃକ୍ତ ଅଂଚଳକୁ ଅତିରିକ୍ତ ଯବାନ…
Read More...

ନିଖୋଜ ହେବାର ୮ ଦିନ ପରେ ମଧ୍ୟ କୌଣସି ସୁରାକ ମିଳିପାରିନି ବିମାନ ଏଏନ ୩୨ର

କନକ ବ୍ୟୁରୋ : ନିଖୋଜ ହେବାର ୮ ଦିନ ପରେ ମଧ୍ୟ କୌଣସି ସୁରାକ ମିଳିପାରିନି ବିମାନ ଏଏନ ୩୨ର । ବିମାନର ଖୋଜ ପାଇଁ ସବୁଦିଗରୁ ଚେଷ୍ଟା ଜାରି ରହିଥିଲେ ବି କୌଣସି ସଫଳତା ନମିଳିବା ପରେ ଏବେ ଆମେରିକାଠାରୁ ସହଯୋଗ ମାଗିଛି ଭାରତ । ତେବେ ସାଟେଲାଇଟ ଜରିଆରେ ବିମାନ ସମ୍ବନ୍ଧିତ କିଛି ସୁରାକ…
Read More...

ପପୁଙ୍କ ଜାମିନ୍ ନାମଂଜୁର କରାଇବାକୁ ବରିଷ୍ଠ ଓକିିଲଙ୍କୁ ଏକାଠି କଲା ସିଡବ୍ଲୁସି

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ପପୁ ପମ୍ ପମଙ୍କ ପାଇଁ ବଢୁଛି ଅଡୁଆ । ନାବାଳିକା କାଷ୍ଟିଂ କାଉଚ ମାମଲାରେ ଦୀର୍ଘ ଏକ ମାସ ଧରି ଜେଲରେ ଅଛନ୍ତି ଓଲିଉଡର କମେଡି କିଙ୍ଗ୍ । ଖୋର୍ଦ୍ଧା ଜିଲ୍ଲା ଓ ଦୌରା ଜଜ୍ ଗତ ୧୧ ତାରିଖରେ ତାଙ୍କ ଜାମିନ ନାମଜୁଂର କରିବା ପରେ ଏବେ ହାଇକୋର୍ଟଙ୍କ ହାତରେ…
Read More...

ବିଜୁଳି ମାଡରେ ଦିନକ ଭିତରେ ଗଲା ୨୫ ଜୀବନ

କନକ ବ୍ୟୁରୋ : ଶ୍ରାବଣର ଅଶୁଭ ଶନିବାର । ସାରା ରାଜ୍ୟରେ ବଜ୍ରାଘାତ ଆଜି ଭୟଙ୍କର ରୂପ ନେଇଛି । ପ୍ରକୃତିର ଏହି ତାଣ୍ଡବରେ ରାଜ୍ୟର ବିଭିନ୍ନ ସ୍ଥାନରେ ୨୫ ଜଣଙ୍କର ମୃତ୍ୟୁ ହୋଇଛି । ହଠାତ୍ ପାଗରେ ପରିବର୍ତନ ଘଟି ଆକାଶରେ ମାଡି ଆସିଥିଲା କଳାହାଣ୍ଡିଆ ମେଘ । ତାସାଙ୍ଗକୁ ବିଜୁଳିର ଭୟଙ୍କର…
Read More...