Browsing Category

ନ୍ୟୁଜ୍

ଜୟଦୀପଙ୍କୁ ପୁଣି ୨ ଦିନିଆ ରିମାଣ୍ଡରେ ନେବ ଭିଜିଲାନ୍ସ

ଜୟଦୀପଙ୍କୁ ପୁଣି ୨ ଦିନିଆ ରିମାଣ୍ଡରେ ନେବ ଭିଜିଲାନ୍ସ । ଅନୁମତି ଦେଲେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ । ତେବେ ଭିଜିଲାନ୍ସ ତିନି ଦିନ ପାଇଁ ଅବେଦନ କରିଥିବା ବେଳେ ୨ ଦିନ ପାଇଁ ଅନୁମତି ମିଳିଛି । ୮୮ଲକ୍ଷ ଟଙ୍କା ଦୁର୍ନୀତିରେ ଅଭିଯୁକ୍ତ ଅଛନ୍ତି ଜୟଦୀପ ।
Read More...

ବାଣୀବିହାରରେ ପହଂଚିଲେ ମୁଖ୍ୟମନ୍ତ୍ରୀ : ସୁରକ୍ଷା ପାଇଁ ୨୫ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବାଣୀବିହାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୟୁନିଭରସିଟିରେ ହଷ୍ଟେଲର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ହେଲେ ମୁଖ୍ୟମନ୍ତ୍ରୀଙ୍କ ୫ ମିନିଟ୍ ଗସ୍ତ ପାଇଁ ହୋଇଥିଲା ଅଦ୍ଭୁତପୂର୍ବ ସୁରକ୍ଷା ବ୍ୟବସ୍ଥା । ଦିନରାତି ଏକ କରି ଦେଇଥିଲା ପୁଲିସ ।…
Read More...

ଆରମ୍ଭ ହେଲା ବ୍ରହ୍ମପୁର ଆଇଜରରେ ପାଠପଢା ପ୍ରକ୍ରିୟା : ଆଜିଠାରୁ ପଞ୍ଜିକରଣ ଓ ସାର୍ଟିପିକେଟ ଯାଂଚ

ବ୍ରହ୍ମପୁର ବ୍ୟୁରୋ, କନକ ନ୍ୟୁଜ୍ : ବ୍ରହ୍ମପୁର ଆଇଜରରେ ପାଠପଢା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଜିଠାରୁ ମନୋନିତ ଛାତ୍ରଛାତୀଙ୍କ ପଞ୍ଜିକରଣ ଆରମ୍ଭ ହୋଇଛି । ସାର୍ଟିପିକେଟ ଯାଂଚ ଓ ବ୍ୟାଙ୍କ ଆକାଉଂଟ ଖୋଲିନଥିବା ଛାତ୍ରଛାତୀଙ୍କ ଖାତାଖୋଲା ଯାଇଛି । ମୋଟ ୬୭ ଜଣ ପିଲା ଆଇଜର ପାଠପଢା…
Read More...

ମହାନଦୀ ମାଲିକାନା ବିବାଦ : ଅଗଷ୍ଟ ୩ରେ ଛତିଶଗଡ ଅଭିମୁଖେ ଯାଉଥିବା ଟ୍ରେନକୁ ରୋକିବ ବିଜେଡି

କନକ ବ୍ୟୁରୋ : ମହାନଦୀ ମାଲିକାନା ବିବାଦ । ଛତିଶଗଡ ବ୍ୟାରେଜ ବିରୋଧୀ ପ୍ରତିବାଦ ସ୍ୱରକୁ ଶାଣିତ କରିବ ବିଜେଡି । ଅଗଷ୍ଟ ୩ରେ ରମଣ ସିଂହ ବିରୋଧରେ ଲଢେଇ କରିବ ନବୀନ ସରକାର । ଏହାସହ ଛତିଶଗଡ ଯାଉଥିବା ସମସ୍ତ ମାଲବାହୀ ଟ୍ରେନକୁ ରୋକିବ ଦଳ । ଏହାସହ ସେହିଦିନ ଭୁବନେଶ୍ୱର ସିଡବ୍ଲୁସି ଅଫିସ…
Read More...

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଆଗରୁ ଅଶାନ୍ତ ବାଣୀବିହାର କ୍ୟାମ୍ପସ୍ : ଛାତ୍ର କଂଗ୍ରେସ – ପୁଲିସ୍ ମୁହାଁମୁହିଁ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଆଗରୁ ଅଶାନ୍ତ ହୋଇପଡିଛି ବାଣୀବିହାର କ୍ୟାମ୍ପସ । ଛାତ୍ର କଂଗ୍ରେସ - ପୁଲିସ୍ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମଳିଛି । ଏନେଇ ପୁଲିସ୍  ୩୦ ଛାତ୍ର କଂଗ୍ରେସ ସଦସ୍ୟଙ୍କୁ ଗିରଫ କରିଛି । ଉତ୍କଳ ବିଶ୍ୱବିଦ୍ୟାଳୟରେ ଆଜି…
Read More...

ନଗଡା ଶିଶୁ ମୃତ୍ୟୁ ଘଟଣା : ସ୍ଥିତି ଅନୁଧ୍ୟାନ ପାଇଁ ଓଡିଶାରେ ପଂହଚିଲା ୫ ଜଣିଆ କେନ୍ଦ୍ରୀୟ ଟିମ୍

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ନଗଡା ଶିଶୁ ମୃତ୍ୟୁ ଘଟଣାରେ ସ୍ଥିତି ଅନୁଧ୍ୟାନ ପାଇଁ ଓଡିଶାରେ ପଂହଚିଲା ୫ ଜଣିଆ କେନ୍ଦ୍ରୀୟ ଟିମ୍ । ଚେତନ ସାଙ୍ଗିଙ୍କ ନେତୃତ୍ୱରେ ଆସିଛି କେନ୍ଦ୍ରୀୟ ଟିମ୍ । ଆସନ୍ତାକାଲି ନଗଡା ଗସ୍ତ କରିବ ଟିମ୍ ।
Read More...

ପ୍ରଦୀପ ସେଠୀଙ୍କ ବିରୋଧରେ ରୁଜୁ ହେବ ମାମଲା : ଜେଲ ବିଭାଗର ଆଇଜି ଅରୁଣ କୁମାର ରାୟଙ୍କ ସୂଚନା

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ପ୍ରଦୀପ ସେଠୀଙ୍କ ବିରୋଧରେ ରୁଜୁ ହେବ ମାମଲା । ଲକ୍ଷ୍ମୀସାଗର ଥାନାରେ ଆତ୍ମହତ୍ୟା ଉଦ୍ୟମ ଘଟଣାରେ ରୁଜୁ ହେବ ମାମଲା ।  ପ୍ରଦୀପଙ୍କୁ ସିଙ୍ଗଲ୍ ସେଲରେ ରଖିବାକୁ ନିଆଗଲା ନିଷ୍ପତି । ଜେଲ ବିଭାଗର ଆଇଜି ଅରୁଣ କୁମାର ରାୟ ଏନେଇ ଦେଇଛନ୍ତି ସୂଚନା ।
Read More...

ଭୁଆସୁଣୀ ଡମ୍ପିଂୟାର୍ଡ ବିବାଦ : ବିଏମସି ଅଫିସ ସମ୍ମୁଖରେ କଂଗ୍ରେସର ବିଜୟ ଉତ୍ସବ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଭୁବନେଶ୍ୱର ଉପକଂଠ ଦାରୁଠେଙ୍ଗ ଭୁଆସୁଣୀ ଡମ୍ପିଂୟାର୍ଡରେ ଅଳିଆ ପକାଇବାକୁ ବିରୋଧ କରି କଂଗ୍ରେସ ପକ୍ଷରୁ ଆଜି ଏକ ପ୍ରତିବାଦ ରାଲି ହୋଇଛି । କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟଙ୍କ ନେତୃତ୍ୱରେ ବିଏମସି ଅଫିସ ଘେରାଉ କରିଥିଲେ କର୍ମୀ । ବିଏମସି ଅଫିସକୁ…
Read More...

ମହାନଦୀର ମହାମିଛ ପ୍ରସଙ୍ଗ : କନକ ନ୍ୟୁଜ୍ ରେ ପ୍ରସାରିତ ରିପୋର୍ଟ ଉପରେ ପ୍ରତିକ୍ରିୟା ରଖିଲେ ଓଡିଶା ସରକାର

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ମହାନଦୀର ମହାମିଛ ପ୍ରସଙ୍ଗରେ ଜବାବ ରଖିଲେ ଓଡିଶା ସରକାର । ମୁଖ୍ୟଶାସନ ସଚିବଙ୍କ ସାମ୍ବାଦିକ ସମ୍ମିଳନୀ । ଆମେ ଛତିଶଗଡ ସରକାରଙ୍କ ଚିଠି ପାଇନାହୁଁ ବୋଲି କହିଛନ୍ତି ମୁଖ୍ୟଶାସନ ସଚିବ ।
Read More...

ଟ୍ରେନିଂ ବେଳେ ଏସଓଜି ଯବାନଙ୍କ ମୃତ୍ୟୁ : ଅସୁସ୍ଥତା ସତ୍ୱେ ଦୌଡାଇଥିବା ଅଭିଯୋଗ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଯବାନଙ୍କ ଧାରଣା । ଜଣେ ସାଥୀଙ୍କ ମୃତ୍ୟୁ ପ୍ରତିବାଦରେ ଏଭଳି ଧାରଣା ଦେଇଛନ୍ତି ଚନ୍ଦକା ଏସଓଜି କ୍ୟାମ୍ପରେ ଟ୍ରେନିଂ ନେଉଥିବା ଯବାନମାନେ । ପ୍ରଥମ ଥର ଲାଗି ଯବାନଙ୍କ ଏଭଳି ପ୍ରତିବାଦର ଚିତ୍ର ସାମ୍ନାକୁ ଆସିଛି । ଗତକାଲି ଟ୍ରେନିଂ ସମୟରେ ଅସୁସ୍ଥ…
Read More...