Browsing Category

ନ୍ୟୁଜ୍

ଉଠିଲା କରେଂଟ୍ ଆକାଉଂଟ୍ କଟକଣା ! ଆସନ୍ତା ୧ରୁ ନୂଆ ନିୟମ ଲାଗୁ ପାଇଁ ଆରବିଆଇର ନିର୍ଦ୍ଦେଶ

କନକ ବ୍ୟୁରୋ : ଏଟିଏମରୁ ଟଙ୍କା ଉଠାଣ ଉପରେ ଉଠିଲା କଟକଣା । ଏଣିକି କରେଂଟ୍ ଆକାଉଂଟରୁ ଏଟିଏମ୍ ଜରିଆରେ ଟଙ୍କା ଉଠାଇବା ନେଇ ଆଉ କୌଣସି ସୀମା ରହିବ ନାହିଁ । ଆର୍ଥାତ୍  ଜଣେ ଯେତିକି ଟଙ୍କା କରେଂଟ୍ ଆକାଉଂଟରୁ ଏଟିଏମ୍ ଜରିଆରେ ଉଠାଇବାକୁ ଚାହିଁବ ଉଠାଇପାରିବ । ଏହି  ସୁବିଧା ଫେବୃୟାରୀ ୧…
Read More...

ବିଂଝାରପୁର ଥାନା ଉଡରଙ୍ଗ ଗାଁରେ ଅଘଟଣ : ପ୍ରେମିକର କଟୁରୀ ଚୋଟରେ ପ୍ରେମିକା ଗୁରୁତର

କନକ ବ୍ୟୁରୋ : ବିଂଝାରପୁର ଥାନା ଉଡରଙ୍ଗ ଗାଁରେ ଯୁବତୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ପ୍ରେମିକର କଟୁରୀ ଚୋଟରେ ପ୍ରେମିକା ଗୁରୁତର । ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ଏଭଳି ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଉଡରଙ୍ଗ ଗାଁକୁ ଯୁବତୀ ଜଣକ ଉଭଣୀ ଘରକୁ ଆସିଥିବା ବେଳେ ପ୍ରେମିକ ପ୍ରଫୁଲ୍ଲ…
Read More...

ବଲାଙ୍ଗୀର : ଦାଦନ ଖଟୁଛନ୍ତି ପୂର୍ବତନ ବ୍ଲକ ଅଧ୍ୟକ୍ଷା

କନକ ବ୍ୟୁରୋ : ଦାଦନ ଶ୍ରମିକକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାଏ ବଲାଙ୍ଗୀର ଜିଲ୍ଲା। ଏହି ଜିଲ୍ଲାରୁ କିଏ ଦାଦନ ଖଟି ଯାଇ ପ୍ରାଣହାରିଛି ତ'ଆଉ କିଏ ହାତ ହରେଇଛି । ଗରିବୀ ହଟେଇବା ପାଇଁ କୋଟି କୋଟି ଟଙ୍କାର ଯୋଜନା ହେଉଛି ହେଲେ ଦାଦନର ଦୁଃଖ ଦୂର ହେଉନାହିଁ । ଏମିତି ଜଣେ ଦାଦନଙ୍କ କାହାଣୀର…
Read More...

ବାଲେଶ୍ୱର ପାଗନଇରେ ୪ ଜଣଙ୍କୁ ହତ୍ୟା ଘଟଣା : ୫ ଅଭିଯୁକ୍ତଙ୍କୁ ଗିରଫ କଲା ସଦର ପୁଲିସ୍

କନକ ବ୍ୟୁରୋ : ବାଲେଶ୍ୱରରେ ୪ଜଣଙ୍କୁ ହତ୍ୟା ଘଟଣାରେ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ । ଏନେଇ ବାଲେଶ୍ୱର ଏସପି ପ୍ରେସମିଟ କରି ସୂଚନା ଦେଇଛନ୍ତି । ଘଟଣାରେ ୧୪ ଅଭିଯୁକ୍ତଙ୍କ ମଧ୍ୟରୁ ପୁଲିସ ୫ ଜଣଙ୍କୁ ଗିରଫ କରିଛି । ମୁଖ୍ୟ ଅଭିଯୁକ୍ତ ଚନ୍ଦନ,ରମେଶ ସମେତ ଆଉ ୩ ଜଣ ଗିରଫ ହୋଇଛନ୍ତି ।…
Read More...

ପ୍ରଥମ ଥର ପାଇଁ ଦିଲ୍ଲୀ ପୁଲିସ୍ ମୁଖ୍ୟ ହେଲେ ଓଡିଆ ଆଇପିଏସ୍ ଅମୂଲ୍ୟ ପଟ୍ଟନାୟକ

କନକ ବ୍ୟୁରୋ : ପ୍ରଥମ ଥର ପାଇଁ ଦିଲ୍ଲୀ ପୁଲିସ୍ ମୁଖ୍ୟ ହେଲେ ଓଡିଆ ଆଇପିଏସ୍ ଅମୂଲ୍ୟ ପଟ୍ଟନାୟକ ।୧୯୮୫ ବ୍ୟାଚର ଆଇପିଏସ ହେଉଛନ୍ତି ଅମୂଲ୍ୟ ପଟ୍ଟନାୟକ । ସେ ଦିଲ୍ଲୀ ପୁଲିସର ସ୍ପେଶାଲ କମିସନର ଅଛନ୍ତି । ଅମୂଲ୍ୟଙ୍କ ସହ ୩ ଜଣ ଆଇପିଏସ ରେସରେ ଥିଲେ । ପୁଲିସ କମିସନର ଆଲୋକ ବର୍ମାଙ୍କୁ…
Read More...

ମୁଖ୍ୟମନ୍ତ୍ରୀ ନବୀନଙ୍କୁ ୯ଟି ପ୍ରଶ୍ନ ପଚାରିଲେ ବିଜେପି ପ୍ରଭାରୀ ଅରୁଣ ସିଂହ

କନକ ବ୍ୟୁରୋ : ନବୀନଙ୍କୁ ୯ଟି ପ୍ରଶ୍ନ ପଚାରିଲେ ବିଜେପି ପ୍ରଭାରୀ ଅରୁଣ ସିଂହ । ସାମ୍ବାଦିକ ସମ୍ମିଳନୀରେ ସେ ବିଜେଡି ଉପରେ ବର୍ଷିଛନ୍ତି । ଛତିଶଗଡରେ ୨୪ ଘଂଟିଆ ବିଜୁଳି ମିଳୁଥିବା ବେଳେ ଓଡିଶାବାସୀଙ୍କୁ କାହିଁକି ମିଳୁନି ବୋଲି ସେ ପ୍ରଶ୍ନ କରିଛନ୍ତି । ଝାଡଖଣ୍ଡରେ ୪ ଲକ୍ଷ ଟଙ୍କାର…
Read More...

ବାଲେଶ୍ୱରରେ ୪ଜଣଙ୍କୁ ବିଭତ୍ସ ହତ୍ୟା ଘଟଣା : ମୁଖ୍ୟ ଅଭିଯୁକ୍ତ ସହ ୭ଜଣଙ୍କୁ ଅଟକ ରଖିଛି ପୁଲିସ

କନକ ବ୍ୟୁରୋ : ବାଲେଶ୍ୱରରେ ୪ଜଣଙ୍କୁ ହତ୍ୟା ଘଟଣାର ପୁଲିସ ଛାନଭିନ୍ କରିଛି । ମୁଖ୍ୟ ଅଭିଯୁକ୍ତ ସହ ୭ଜଣଙ୍କୁ ପୁଲିସ ଅଟକ ରଖିଛି । ଏମାନଙ୍କୁ ପଚରା ଉଚରା ଜାରି ରହିଛି । ମୃତକଙ୍କ ମଧ୍ୟରେ ଜଣେ ମହିଳା, ୨ଝିଅ ଓ ଜଣେ ପୁଅ ଥିଲେ । ଅନାବାଦୀ ଜାଗାରେ ନିର୍ମାଣ ହୋଇଥିବା ଘରକୁ କେନ୍ଦ୍ର କରି…
Read More...

କନକ ନ୍ୟୁଜକୁ ବିସ୍ଫୋରକ ବୟାନ ଦେଲେ ପ୍ରଦୀପ ସେଠୀ ! ଅର୍ଥତତ୍ୱଠାରୁ ପ୍ରଚୁର ପରିମାଣର ଟଙ୍କା ନେଇଛନ୍ତି ୨ ମନ୍ତ୍ରୀ

କନକ ବ୍ୟୁରୋ : ଅର୍ଥତତ୍ୱ ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ପ୍ରଦୀପ ସେଠୀଙ୍କ ବିସ୍ଫୋରକ ବୟାନ । ସିରିୟସ ଫ୍ରଡ ଇନଭେଷ୍ଟିଗେସନ ଅଫିସ - ଏସଏଫଆଇଓ ଆଗରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେବାକୁ ଯାଉଛନ୍ତି ପ୍ରଦୀପ ସେଠୀ । ଆଜି କୋର୍ଟରେ ହାଜିରା ସମୟରେ କନକ ନ୍ୟୁଜକୁ ପ୍ରଦୀପ ସେଠୀ କହିଛନ୍ତି…
Read More...

ଇରିସ ମିଟିନାଏରେ ପିନ୍ଧିଲେ ମିସ୍ ୟୁନିଭର୍ସ-୨୦୧୭ର ମୁକୁଟ

କନକ ବ୍ୟୁରୋ : ଫ୍ରାନ୍ସର ୨୩ ବର୍ଷ ବୟସ୍କା ଇରିସ ମିଟିନାଏରେ ହେଲ ମିସ୍ ୟୁନିଭର୍ସ-୨୦୧୭ । ଫିଲିପାଇନ୍ସରେ ୬୮ ଦେଶର iê¦eúଙ୍କୁ ନେଇ ଆୟୋଜିତ ହୋଇଥିଲା ଏହି ପ୍ରତିଯୋଗିତା । ଏଥିରେ ସମସ୍ତଙ୍କୁ ପଛରେ ପକାଇ ମିସ ୟୁନିଭର୍ସ ମୁକୁଟ ହାତେଇଛନ୍ତି ଫ୍ରାନ୍ସ ସୁନ୍ଦରୀ ଇରିସ ମିଟିନାଏରେ । ହୈତିର…
Read More...

ସଙ୍କଳ୍ପ ଦିବସ ପାଳୁଛନ୍ତି ଚାଷୀ : କୃଷକଙ୍କ ଦାବି ପୂରଣ ନ’ହେଲେ ଅସହଯୋଗ ଆନ୍ଦୋଳନର ଚେତାବନୀ

କନକ ବ୍ୟୁରୋ : ଚାଷୀ ପାଳିଛନ୍ତି ସଙ୍କଳ୍ପ ଦିବସ । କୃଷକଙ୍କ ଦାବି ପୂରଣ ନ'ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ନବ ନିର୍ମାଣ କୃଷକ ସଂଗଠନ ଚେତାବନୀ ଦେଇଛି । ଯଦି ଚାଷୀଙ୍କ ଦାବିକୁ ସରକାର ଅଣଦେଖା କରନ୍ତି ତେବେ ଅସହଯୋଗ ଆନ୍ଦୋଳନ କରିବାକୁ ସଂଗଠନର ସଂଯୋଜକ ଅକ୍ଷୟ କୁମାର କହିଛନ୍ତି…
Read More...