Browsing Category

ନ୍ୟୁଜ୍

ନୟାଗଡରେ ପଂଚାୟତ ନିର୍ବାଚନ ପରବର୍ତ୍ତୀ ହିଂସା: ବାଲଟ ବକ୍ସ ଲୁଟ ବେଳେ ଲୁଟେରା ଓ ପୋଲିସ ମଧ୍ୟରେ ସଂଘର୍ଷ

କନକ ବ୍ୟୁରୋ : ନୟାଗଡ ନୁଆଗାଁ ତହସିଲର ଗୁମ୍ ପଂଚାୟତରେ ନିର୍ବାଚନୀ ହିଂସା । ବାଲଟ ବକ୍ସ ଲୁଟ ବେଳେ ଲୁଟେରା ଓ ପୋଲିସ ମଧ୍ୟରେ ସଂଘର୍ଷ ଘଟିଛି । ଏଥିରେ ୩ ଜଣ ପୁଲିସ ଆହତ ହୋଇଛନ୍ତି । ଭୋଟଗଣତି ହୋଇ ଫଳାଫଳ ଘୋଷଣା ପରେ ୬୦ରୁ ୭୦ ଜଣ ଗ୍ରାମବାସୀ ଉତ୍ୟକ୍ତ ହୋଇ ପୋଲିଂ ପାର୍ଟିକୁ ଅଟକ ରଖିଥିଲେ…
Read More...

ପଂଚାୟତ ନିର୍ବାଚନ : ଆଠଗଡ ବ୍ଲକ ୧ ନମ୍ବର ଜୋନର ୧୪ ନମ୍ବର ୱାର୍ଡ ପାଇଁ ସାନି ମତଦାନ ଦାବି

କନକ ବ୍ୟୁରୋ : ଆଠଗଡ ବ୍ଲକ ୧ ନମ୍ବର ଜୋନର ୧୪ ନମ୍ବର ୱାର୍ଡ ପାଇଁ ପୁଣି ମତଦାନ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ । ଏଠାରେ ୧୬୪ ଜଣ ଭୋଟର ଥିବା ବେଳେ ୧୬୦ ଜଣ ଭୋଟ ଦେଇଛନ୍ତି । ତେବେ ସ୍ଥାନୀୟ ଭୋଟରଙ୍କ ମଧ୍ୟରୁ ବେଶ୍ କିଛି ବ୍ୟକ୍ତି ରାଜ୍ୟ ବାହାରେ କାମ କରୁଛନ୍ତି ଏବଂ ଘରକୁ…
Read More...

ପଂଚାୟତ ନିର୍ବାଚନରେ ବୈପାରୀଗୁଡାର ନାୟକଗୁଡା ଗାଁରେ ଦେଖିବାକୁ ମିଳିଥିଲା ଭିନ୍ନ ଚିତ୍ର: ଗଛର ଡାଳ ଓ ପତ୍ରରେ ନିର୍ମାଣ…

କନକ ବ୍ୟୁରୋ : ଚତୁର୍ଥ ପର୍ଯ୍ୟାୟ ପଂଚାୟତ ନିର୍ବାଚନରେ କୋରାପୁଟର ବୈପାରୀଗୁଡାର ନାୟକଗୁଡା ଗ୍ରାମରେ ଦେଖିବାକୁ ମିଳିଥିଲା ଭିନ୍ନ ଚିତ୍ର । ଗଛର ଡାଳ ଓ ପତ୍ରରେ ମତଦାନ କକ୍ଷ ନିର୍ମାଣ କରାଯାଇଥିଲା । ଆଉ ଏହି ମତଦାନ କେନ୍ଦ୍ରରେ ଭୋଟ ଦେଇଥିଲେ ୧୯୦ ଜଣ ଭୋଟର । ଆଶ୍ଚର୍ଯ୍ୟର ବିଷୟ ମାଓ…
Read More...

ଚତୁର୍ଥ ପର୍ଯ୍ୟାୟରେ ବି ବିଜେପିର ବିଜୟ ଧାରା ଜାରି ! ଗାଁ ଲୋକଙ୍କ ପାଖରେ ଆତ୍ମସମର୍ପଣ କଲା କଂଗ୍ରେସ୍

କନକ ବ୍ୟୁରୋ : ପଂଚାୟତ ନିର୍ବାଚନର ୩ଟି ପର୍ଯ୍ୟାୟ ଅପେକ୍ଷା ଚତୁର୍ଥ ପର୍ଯ୍ୟାୟରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଭାରତୀୟ ଜନତା ପାର୍ଟି-ବିଜେପି ଆହୁରି ଭଲ ପ୍ରଦର୍ଶନ କରିଛି । ଶେଷ ଖବର ସୁଦ୍ଧା ଚତୁର୍ଥ ପର୍ଯ୍ୟାୟର ୧୬୧ଟି ଆସନରୁ ବିଜେପି ୬୪ଟି ଆସନ ଦଖଲ କରିବାକୁ ସକ୍ଷମ ହୋଇଛି । ବିଜେଡି…
Read More...

ଢେଙ୍କାନାଳ ଗୁଡିଆକାଟେଣି ଛକ ନିକଟରେ ଟ୍ରକକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ : ୨ ମୃତ,୬ ଗୁରୁତର

କନକ ବ୍ୟୁରୋ : ଢେଙ୍କାନାଳ ଗୁଡିଆକାଟେଣିରେ ମର୍ମନ୍ତୁଦ ଦୁର୍ଘଟଣା । ଗୁଡିଆକାଟେଣି  ନାଧେରା ଛକରେ ଟ୍ରକକୁ ପଛରୁ ପିଟିଲା ଯାତ୍ରିବାହୀ ବସ୍ । ଫଳରେ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହେବା ସହ ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଗୁରୁତରଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତି କରାଯାଇଛି ।…
Read More...

ଚତୁର୍ଥ ପର୍ଯ୍ୟାୟ ପଂଚାୟତ ନିର୍ବାଚନ : ରାଜ୍ୟରେ ହାରାହାରି ୭୬ % ମତଦାନ ହୋଇଛି

କନକ ବ୍ୟୁରୋ : ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ଚତୁର୍ଥ ପର୍ଯ୍ୟାୟରେ ରାଜ୍ୟରେ ହାରାହାରି ୭୬ ପ୍ରତିଶତ ମତଦାନ ହୋଇଛି । ସୋନପୁରରେ ସର୍ବାଧିକ ୮୭ ପ୍ରତିଶତ ଭୋଟ ହୋଇଥିବା ବେଳେ ଗଂଜାମରେ ସର୍ବନିମ୍ନ ୬୫ ପ୍ରତିଶତ ମତଦାନ ହୋଇଛି ବୋଲି ନିର୍ବାଚନ କମିଶନ ସୂଚନା ଦେଇଛନ୍ତି । ଖୋର୍ଦ୍ଧା…
Read More...

ବରଗଡ : ମେଲଛାମୁଣ୍ଡା ଥାନାରେ ନିଆଁ ଲଗାଇଲେ ଉତ୍ୟକ୍ତ ଗ୍ରାମବାସୀ

କନକ ବ୍ୟୁରୋ : ବରଗଡ଼ ଜିଲ୍ଲାର ମେଲଛାମୁଣ୍ଡା ଥାନାରେ ଉତ୍ୟକ୍ତ ଗ୍ରାମବାସୀ ନିଆଁ ଲଗାଇ ବ୍ୟାପକ ଜଳାପୋଡ଼ା କରିଛନ୍ତି । ୪ ବର୍ଷର ନିଖୋଜ ଶିଶୁ ପୁତ୍ର ପୀୟୁଷ ଜୈନର ଶବ ଉଦ୍ଧାର ହେବା ପରେ ଲୋକେ ଏହି କାଣ୍ଡ ଭିଆଇଛନ୍ତି । ଶିଶୁ ପୁତ୍ର ଶବକୁ ନେଇ ପ୍ରଥମେ ବରଗଡ ଏସପିଙ୍କ ଅଫିସ ଆଗରେ ଧାରଣା…
Read More...

ପ୍ୟାରୀମୋହନଙ୍କ ସମୟରେ ବିଜେଡି ଦଳ ସମୃଦ୍ଧ ଥିଲା : ପ୍ରଫୁଲ୍ଲ ଘଡାଇ

କନକ ବ୍ୟୁରୋ : ଚଳିତ ପଂଚାୟତ ନିର୍ବାଚନରେ ବିଜେଡିର ପ୍ରଦର୍ଶନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ନେତା ପ୍ରଫୁଲ୍ଲ ଘଡାଇ । ଦଳରେ ପରିଚାଳନାଗତ ତୃଟି ରହିଥିବା ସେ କହିଛନ୍ତି । ୪ଟି ପର୍ଯ୍ୟାୟର ଫଳାଫଳକୁୁ ଦେଖି ବିଜେଡି ଦୁର୍ବଳ ହୋଇଯାଇଥିବା କହିଛନ୍ତି ପ୍ରଫୁଲ୍ଲ ଘଡାଇ । ଏପରିକି…
Read More...

ଦଳର ପ୍ରଦର୍ଶନକୁ ନେଇ ଆମେ ଦୁଃଖିତ ହେଲେ ହତାଶ ନୁହେଁ : ପ୍ରଦୀପ ମହାରଥୀ

କନକ ବ୍ୟୁରୋ : ପିପିଲିରେ ପଦ୍ମକୁ ଅଟକାଇ ଦେଲେ ପ୍ରଦୀପ ମହାରଥୀ । ଚତୁର୍ଥ ପର୍ଯ୍ୟାୟରେ ଭୋଟକୁ ଯାଇଥିବା ପିପିଲିର ୩ଟିଯାକ ଜୋନକୁ ଅକ୍ତିଆରରେ ରଖିଛି ବିଜେଡି । ତେବେ ବିଜେଡିର ସାମଗ୍ରୀକ ପ୍ରଦର୍ଶନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ । କହିଛନ୍ତି ଦଳର…
Read More...

ଶଙ୍ଖ ପଦ୍ମ ଗୋଡାଗୋଡି ! ଚତୁର୍ଥ ପର୍ଯ୍ୟାୟରେ ବି ବିଜେପିର ବିଜୟ ଧାରା ଜାରି

କନକ ବ୍ୟୁରୋ : ପଂଚାୟତ ନିର୍ବାଚନର ୩ଟି ପର୍ଯ୍ୟାୟ ଅପେକ୍ଷା ଚତୁର୍ଥ ପର୍ଯ୍ୟାୟରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଭାରତୀୟ ଜନତା ପାର୍ଟି-ବିଜେପି ଆହୁରି ଭଲ ପ୍ରଦର୍ଶନ କରିଛି । ଶେଷ ଖବର ସୁଧା ୪ର୍ଥ ପର୍ଯ୍ୟାୟର ୧୬୧ଟି ଆସନରୁ ବିଜେପି ୬୨ଟି ଆସନ ଦଖଲ କରିବାକୁ ସକ୍ଷମ ହୋଇଛି । ବିଜେଡି ୮୫ଟି…
Read More...