Browsing Category

ଦିଲ୍ଲୀ ଲଢେଇ

ରୋଚକ ହେଉଛି ବାରାଣାସୀ ରାଜନୀତି । ମୋଦିଙ୍କ ବିରୋଧରେ ମୈଦାନରେ ୧୦୧ ପ୍ରାର୍ଥୀ । ଇଭିଏମରେ କେମିତି ରହିବ ଏତେ…

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆସନ ବାରାଣାସୀରେ ଦିନକୁ ଦିନ ରୋଚକ ହେଉଛି ରାଜନୀତି । ବାରାଣାସୀ ଆସନ ପାଇଁ ଗତକାଲି ଅର୍ଥାତ ଏପ୍ରିଲ ୨୯ ତାରିଖ ଥିଲା ଶେଷ ଦିନ । ତେବେ ସବୁଠାରୁ ବଡ କଥା ହେଉଛି, ଏହି ଆସନ ପାଇଁ ଏଥର ୧୦୨ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ଆଉ…
Read More...

କହ୍ନେୟାଙ୍କୁ ଭୋଟ୍ ଦେବାକୁ ଯାଇଥିଲେ ମହିଳା । ବିଜେପି ପ୍ରାର୍ଥୀ ଗିରିରାଜଙ୍କ ବଟନ ଦବାଇଦେଲେ ପୋଲିଂ ଅଫିସର ।

କନକ ବ୍ୟୁରୋ : ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇସାରିଛି । ଆଉ ଏହାରି ଭିତରେ ବିହାରର ବେଗୁସରାଏରେ ମତଦାନକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ଜଣେ ମହିଳା ଅଫିସରମାନଙ୍କ ଉପରେ ଗମ୍ଭୀର…
Read More...

ମମତାଙ୍କ ଗଡରେ ବର୍ଷିଲେ ମୋଦି ! କହିଲେ ମେ ୨୩ରେ ଟିଏମସିକୁ ଲାଗିବ ଝଟକା, ବିଜେପି ରାଡାରରେ ଦିଦିଙ୍କ ୪୦ ବିଧାୟକ ।

କନକ ବ୍ୟୁରୋ : ଚତୁର୍ଥ ପର୍ଯ୍ୟାୟ ଚକ୍ରବ୍ୟୁହରେ ଆଜି ନେତାଙ୍କ ଅଗ୍ନିପରୀକ୍ଷା ହେଉଥିବା ବେଳେ ସେପଟେ ମମତାଙ୍କ ଗଡରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରସଗୋଲାକୁ ନେଇ ମମତାଙ୍କୁ ପୁଣି ନିଶାନା କରିଛନ୍ତି ମୋଦି । ପଶ୍ଚିମବଙ୍ଗର ଶ୍ରୀରାମପୁରରେ ଏକ ନିର୍ବାଚନ ରାଲିକୁ…
Read More...

ଦେଶସେବାରୁ ରାଜନୀତି । ବାରଣାସୀରୁ ସପା ଟିକେଟରେ ଲଢିବେ ତେଜ ବାହାଦୁର ଯାଦବ, ମୋଦିଙ୍କୁ ଦେବେ କଡା ଟକ୍କର ।

କନକ ବ୍ୟୁରୋ : ଚତୁର୍ଥ ପର୍ଯ୍ୟାୟ ଚକ୍ରବ୍ୟୁହରେ ନେତା ଦେଉଛନ୍ତି ଅଗ୍ନିପରୀକ୍ଷା । ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଜନତା । ଚତୁର୍ଥ ପର୍ଯ୍ୟାୟରେ ଦେଶର ୭୨ଟି ଲୋକସଭା ଆସନରେ ଆଜି ଭୋଟ୍ ଦେଉଛନ୍ତି ମତଦାତା । ସେପଟେ ରୋଚକ ସ୍ଥିତିରେ ପହଞ୍ଚିଛି ବାରଣାସୀ ରାଜନୀତି । ପ୍ରଧାନମନ୍ତ୍ରୀ…
Read More...

ଅଡୁଆରେ ଖେଳାଳିରୁ ନେତା ବନିଥିବା ଗୌତମ ଗମ୍ଭୀର। ବିନା ଅନୁମତିରେ ରାଲି କରିଥିବାରୁ ଗମ୍ଭୀରଙ୍କ ବିରୋଧରେ ମାମଲା

କନକ ବ୍ୟୁରୋ: ଅଡୁଆରେ ଖେଳାଳିରୁ ନେତା ବନିଥିବା ଗୌତମ ଗମ୍ଭୀର । ବିନା ଅନୁମତିରେ ରାଲି କରିଥିବାରୁ ଗମ୍ଭୀରଙ୍କ ବିରୋଧରେ ମାମଲା ରୁଜୁ କରିଛି ଦିଲ୍ଲୀ ପୁଲିସ । ଗୌତମ ଗମ୍ଭୀର ପୂର୍ବ ଦିଲ୍ଲୀରୁ ବିଜେପି ଟିକଟରେ ଲଢୁଥିବା ବେଳେ ପୁଲିସର ବିନା ଅନୁମତିରେ ନିର୍ବାଚନୀ ରାଲି କରିଥିଲେ । ଗତ ୨୫…
Read More...

୫ ବର୍ଷରେ ୫୨ ପ୍ରତିଶତ ବଢିଛି ମୋଦିଙ୍କ ସମ୍ପତ୍ତି । କୌଣସି ଅପରାଧିକ ମାମଲା ନାହିଁ, ପ୍ରାର୍ଥୀପତ୍ରରୁ ଆସିଲା ତଥ୍ୟ ।

କନକ ବ୍ୟୁରୋ : ବାରାଣାସୀ ଆସନରୁ କ୍ରମାଗତ ଦ୍ୱିତୀୟ ଥର ପାଇଁ ନାମାଙ୍କନ ଦାଖଲ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଉ ନାମାଙ୍କନରେ ମୋଦି ଦାଖଲ କରିଥିବା ସତ୍ୟପାଠରୁ ତାଙ୍କ ଆୟ ସମ୍ପର୍କିତ ତଥ୍ୟ ସାମ୍ନାକୁ ଆସିଛି । ଗତ ୫ ବର୍ଷ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ…
Read More...

ବାହୁବଳୀ ନେତା ମୋଦି ! ପ୍ରଚଣ୍ଡ ବହୁମତରେ ବିଜେପି ପୁଣି ଥରେ ବିଜୟୀ ହେବ ବୋଲି ଦୃଢ଼ୋକ୍ତି ପ୍ରକାଶ କଲେ ମହାରାଷ୍ଟ୍ର…

କନକ ବ୍ୟୁରୋ : ସାରା ଦେଶରେ ଏବେ ନିର୍ବାଚନ ମାହୋଲ ରହିଛି । ବିଭିନ୍ନ ଦଳର ନେତା ନିଜ ନିଜ କର୍ମୀଙ୍କୁ ବିଜୟୀ କରିବା ଲାଗି ଅନେକ ଚେଷ୍ଟା କରୁଛନ୍ତି । ତେବେ ଏପରି ସମୟରେ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ବୟାନକୁ ନେଇ ଚର୍ଚ୍ଚା ଜୋରଧରିଛି । ଜାତୀୟ ଗଣମାଧ୍ୟମରୁ…
Read More...

ହେଲିକପ୍ଟର ଅବତରଣ ପାଇଁ ଅନୁମତି ନ ମିଳିବାରୁ ରାଗିଗଲେ ବିଜେପି ନେତା ! ଅନୁମତିକୁ ନେଇ ପ୍ରଶାସକଙ୍କୁ ଧମାକାଇଲେ…

କନକ ବ୍ୟୁରୋ : ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କର ହେଲିକପ୍ଟରକୁ  ଛିନ୍ଦୱାଡ଼ାର ଉମରେଥରେ ଅବତରଣ ଅନୁମତି ମିଳିନାହିଁ। ଗତକାଲି ଅପରାହ୍ନ ୫.୩୦ରେ ଏକ ରାଲି ପାଇଁ ଶିବରାଜଙ୍କ ହେଲିକପ୍ଟର ଉମରେଥରେ ଅବତରଣ କରିବାର ଥିଲା। କିନ୍ତୁ ତାଙ୍କୁ ଏଥିପାଇଁ ଅନୁମତି…
Read More...

ଆଜି ବାରଣାସୀରେ ପ୍ରଧାନମନ୍ତ୍ରୀଙ୍କ ଶକ୍ତି ପ୍ରଦର୍ଶନ । ଗଙ୍ଗା ଆରତୀ ସହ ଦୀର୍ଘ ୧୦ କିଲୋମିଟର ରୋଡ ସୋ’ କରିବେ…

କନକ ବ୍ୟୁରୋ: ଆଜି ବାରଣାସୀରେ ଶକ୍ତି ପ୍ରଦର୍ଶନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାରଣାସୀ ଲୋକସଭା ଆସନରୁ ନିର୍ବାଚନ ଲଢୁଥିବା ମୋଦି ନାମାଙ୍କନ ଦାଖଲ ପୂର୍ବରୁ ବିଶାଳ ରୋଡ ସୋ' କରିବା କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲି ମୋଦି ବାରଣାସୀ ଲୋକସଭା ଆସନ ପାଇଁ ନାମାଙ୍କନ ଭରିବେ ।…
Read More...

ମୋଦିଙ୍କ ଉପରେ କଂଗ୍ରେସର ସାଙ୍ଘାତିକ ଆରୋପ । କହିଲା ‘ମେ’ ୨୩ରେ ଭାରତବାସୀଙ୍କୁ ଲାଗିବ ବଡ ଝଟକା, ୫-୧୦ ଟଙ୍କା…

କନକ ବ୍ୟୁରୋ : ମଙ୍ଗଳବାର ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ଗମ୍ଭୀର ଆରୋପ ଲଗାଇଛି କଂଗ୍ରେସ । ଟୁଇଟ୍ କରି ମୋଦୀ ଏକ ବଡ଼ ଘୋଷଣା ନ କରି ଜନତାଙ୍କଠାରୁ ଲୁଚାଇ ରଖିଛନ୍ତି ବୋଲି କଂଗ୍ରେସର ପ୍ରବକ୍ତା ରଣଦୀପ୍ ସିଂହ ସୁରଜେଓ୍ଵାଲା ଆରୋପ ଲଗାଇଛନ୍ତି । ମେ ୨୩ ପରେ ପେଟ୍ରୋଲ-ଡିଜେଲ ଦର…
Read More...