Browsing Category

ଜୀବନଚର୍ଯ୍ୟା

ଘରର ସୁଖ ସମୃଦ୍ଧି ଚାହାଁନ୍ତି କି ! ମହିଳାମାନେ ଏସବୁ କାର୍ଯ୍ୟରୁ ନିବୃତ୍ତ ରୁହନ୍ତୁ

ଘରର ସୁଖ ସମୃଦ୍ଧି ବଜାୟ ରଖିବା ପାଇଁ ସାଧାରଣତଃ ମହିଳାମାନେ ସବୁବେଳେ ଯତ୍ନବାନ ହୋଇଥାନ୍ତି । କୁହାଯାଏ, ମହିଳାମାନେ ଘରର ଲକ୍ଷ୍ମୀ ହୋଇଥାନ୍ତି । ବିବାହ ପରେ ଯାହା ଘରେ ପାଦ ଦିଅନ୍ତି ସେହି ଘର ସହ ତା ଭାଗ୍ୟ ଯୋଡି ହୋଇଯାଇଥାଏ । ମାତ୍ର ଶାସ୍ତ୍ର ଅନୁସାରେ କିଛି ଏଭଳି କାମ ରହିଛି ଯାହାକୁ…
Read More...

ସାବଧାନ ! କ୍ଷୀର ସହ ଏହାକୁ ଖାଇବା ଆପଣଙ୍କ ଶରୀର ପାଇଁ ହୋଇପାରେ କ୍ଷତିକାରକ

ସାଧାରଣତଃ କ୍ଷୀର ଶରୀର ପାଇଁ ଅତ୍ୟନ୍ତ ଉପକାରୀ ଜିନିଷ । କିନ୍ତୁ ଏହାକୁ କିଛି ଖାଦ୍ୟ ସହ ଖାଇବା ଦ୍ୱାରା ଏହା ଆପଣଙ୍କ ପାଇଁ କ୍ଷତିକାରକ ହୋଇଥାଏ । ବିଶେଷଜ୍ଞଙ୍କ କହିବାନୁସାରେ, କ୍ଷୀରକୁ କିଛି ଖାଦ୍ୟ ସହିତ ଖାଇବା ଦ୍ୱାରା ଏହା ଶରୀରରେ ପାଚକ ସମ୍ବନ୍ଧୀୟ ସମସ୍ୟା ଓ ମୋଟାପଣ ଆଦି ସୃଷ୍ଟି…
Read More...

ଆପଣଙ୍କ ପ୍ରେମ ସଂପର୍କ କିପରି ? ଜାଣନ୍ତୁ ଆପଣଙ୍କ ଜନ୍ମ ମାସରୁ

ଆପଣ ଜାଣିଛନ୍ତି କି ଆପଣଙ୍କ ଜନ୍ମମାସ ପ୍ରେମ ସଂପର୍କରେ ଜାଣିବାରେ କେତେ ଦୁର ସହାୟକ ହୋଇଥାଏ । ଆଜି ଆମେ ଆପଣଙ୍କୁ ଏପରି କିଛି କଥା ସଂପର୍କରେ ଜଣାଇବୁ ଯାହା ଆପଣ ଆପଣଙ୍କ ପ୍ରେମ ସଂପର୍କରେ ଅବଗତ କରାଇବାରେ ସହାୟକ ହୋଇଥାଏ । ଆପଣଙ୍କ ଜନ୍ମମାସ ଦ୍ୱାରା ହିଁ ଆପଣ ଜାଣିପାରିବେ ଆପଣଙ୍କ ପ୍ରେମ…
Read More...

ଜୀବନରେ ସଫଳତା ଚାହୁଁଛନ୍ତି କି ? ୫ଟି ଜିନିଷରୁ ଦୂରେଇ ରୁହନ୍ତୁ

ଜୀବନରେ ସଫଳତା ପାଇବା ପାଇଁ ଆମ ଭାରତୀୟ ଧର୍ମଶାସ୍ତ୍ରମାନଙ୍କରେ ଅନେକ କଥା ଓ ଉପଦେଶ ସବୁ କୁହାଯାଇଛି । ଯଦି ଏସବୁକୁ ଆମେ ଆପଣେଇବା ତ ସବୁ କାମରେ ସଫଳତା ପାଇପାରିବା । ଭାରତୀୟ ଧର୍ମଶାସ୍ତ୍ର ଅନୁଯାୟୀ ୫ଟି ମହତ୍ୱପୂର୍ଣ୍ଣ ଜିନିଷ ଅଛି ଯାହା ଆପଣଙ୍କର ସଫଳତା ପଥରେ ଅନ୍ତରାୟ ସୃଷ୍ଟି କରିପାରେ…
Read More...

ସାବଧାନ ! ପ୍ରେମୀ ଯୁଗଳଙ୍କ ପାଇଁ କ୍ଷତିକାରକ ହୋଇପାରେ ୯ ଜାନୁୟାରୀ

ପ୍ରାୟତଃ ପ୍ର୍ରେମ ସଂପର୍କରେ ଅଧିକାଂଶ ଲୋକେ ପ୍ରତାରଣାର ଶିକାର ହୋଇଥିବା କଥା ଆପଣ ଶୁଣିଥିବେ ମାତ୍ର ଏହାର ଯେ ଏକ ନିର୍ଦ୍ଦିଷ୍ଟ ତାରିଖ ରହିଛି ଏଭଳି କଥା ଶୁଣିବାପରେ ଆପଣ ଚକିତ ହୋଇଯିବେ । କାରଣ ଆପଣଙ୍କ ମନରେ ଏପରି ବି ପ୍ରଶ୍ନ ଉଠିପାରେ ଯେ ଏହା ତ କେବେ ବି ଘଟିପାରେ ? ତେଣୁ ଆଜି ଆମେ…
Read More...

ସୈାନ୍ଦର୍ଯ୍ୟ ପାଇଁ ଗ୍ରୀନ-ଟି କେତେ ଉପକାରୀ ! ଆସନ୍ତୁ ଜାଣିବା

ଗ୍ରୀନ-ଟି ଆମ ସ୍ୱାସ୍ଥ୍ୟ, ତ୍ୱଚା, ଏବଂ କେଶ ପାଇଁ ବହୁତ ଉପକାରୀ । ଏଥିରେ ଅଧିକ ଆଂଟିଅକ୍ସିଡେଂଟ୍ ରହିଥାଏ, ଯାହା ଆମ ସ୍ୱାସ୍ଥ୍ୟ ପାଇଁ ଫଳପ୍ରଦ ହୋଇଥାଏ । ଗ୍ରୀନ୍-ଟି ଆମ ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ ଆସନ୍ତୁ ନଜର ପକାଇବା । ଓଜନ ହ୍ରାସ : ଗ୍ରୀନ୍-ଟି ଓଜନ ହ୍ରାସରେ ସାହାଯ୍ୟ କରିଥାଏ…
Read More...

ସାବଧାନ! ପ୍ୟାଣ୍ଟ ପକେଟରେ ମୋବାଇଲ ରଖୁଛନ୍ତି କି? ନପୁଂସକ ହୋଇପାରନ୍ତି

ଆଜିର ଯୁଗରେ ମୋବାଇଲ ଫୋନ ମଣିଷର ଦୈନିକ ଜୀବନ ସହ ଏକ ଜରୁରୀ ଜିନିଷ ପାଲଟି ଗଲାଣି । ମୋବାଇଲ ଫୋନର ବ୍ୟବାହର ଛୋଟରୁ ବଡ ସବୁ ବୟସ ଓ ବର୍ଗର ଲୋକେ ବ୍ୟବହାର କରୁଛନ୍ତି । କହିବାକୁ ଗଲେ ମୋବାଇଲ ମାୟାରେ ବାୟା ସମସ୍ତେ । ସମୟ ବଦଳିବା ସହ ମୋବାଇଲର ବି ଉପଯୋଗୀତା ବଢିପାରେ ଲାଗିଛି । ଆଜିର…
Read More...

ଆପଣ ଡିପ୍ରେସନର ଶିକାର କି ! ଜାଣନ୍ତୁ ଏହାର ଛ’ଟି ଶାରୀରିକ ଲକ୍ଷଣ

ପୂର୍ବପେକ୍ଷା ବର୍ତ୍ତମାନ ଅଧିକାଂଶ ବ୍ୟକ୍ତି ବିଷାଦ ବା ଡିପ୍ରେସନର ଶିକାର ହୋଇଥିବାର ଦେଖିବାକୁ ମିଳୁଛି । ସାଧାରଣତଃ ବିଷାଦକୁ ପାଗଳାମି ସହିତ ତୁଳନା କରାଯାଉଥିଲା । ମାତ୍ର ଏବେ ଏହା ଏକ ପ୍ରକାର ରୋଗରେ ପରିଣତ ହୋଇଯାଇଛି । ବିଷାଦ ଯଦିଓ ଏକ ମାନସିକ ସ୍ଥିତି ହୋଇଥାଇପାରେ ତେବେ ଏହାର କିଛି…
Read More...

ସକାଳୁ ସକାଳୁ ନିଅନ୍ତୁ କଳା ଚା’ର ଚୁସକି ! ଜାଣନ୍ତୁ ତା’ର ଫାଇଦା

ସକାଳୁ ସକାଳୁ ସମସ୍ତଙ୍କର ଚା’ପିଇବାର ଅଭ୍ୟାସ ରହିଥାଏ । କିନ୍ତୁ ଏବେ ଫ୍ୟାସନ୍, ଟ୍ରେଣ୍ଡ ସବୁ ଧୀରେ ଧୀରେ ବଦଳି ଯାଉଛି, ତେଣୁ ଲୋକଙ୍କର ଚା ପିଇବାର ପ୍ରବୃତି ମଧ୍ୟ ବଦଳି ଯାଇଛି । ଘରେ ଘରେ ସମସ୍ତେ ଆଜିକାଲି କଳା'ଚା ପିଇବାକୁ ପସନ୍ଦ କରୁଛନ୍ତି । ଏହି ଚା’ ପିଇବାର କିଛି ଫାଇଦା ମଧ୍ୟ…
Read More...

ରୋଗରୁ ରକ୍ଷା କରେ ଆଳୁଚୋପା !

ଘରେ ଘରେ ଆଳୁର ବହୁଳ ବ୍ୟବହାର ହୋଇଥାଏ । ବିନା ଆଳୁରେ ରୋଷେଇ ଯେପରି ଅସମ୍ଭବ ଲାଗେ । କିନ୍ତୁ ଆଳୁ ଚୋପା ଖାଇବା କଥା ଆପଣ କେବେ ଚିନ୍ତା କରିଛନ୍ତି କି ? ଯଦି ନୁହେଁ ତେବେ ଆଗକୁ ନିଜ ଘରେ ଯେବେ ଆଳୁର ତରକାରୀ ତିଆରୀ ହେବ ଚୋପାକୁ ନଫୋପାଡି ଆପଣ ଏହାକୁ ରୋଗରୁ ରକ୍ଷା ପାଇବା ପାଇଁ ବ୍ୟବହାର…
Read More...