Browsing Category

ଜୀବନଚର୍ଯ୍ୟା

ଚମକିଲା ଦାନ୍ତ ପାଇବା କିପରି ! କିଛି ଟିପ୍ସ

ମୁୁହଁର ସୈାନ୍ଦର୍ଯ୍ୟ ପାଇଁ ଦାନ୍ତର ଭୂମିକା ମଧ୍ୟ ବେଶ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଦାନ୍ତ ସୁନ୍ଦର ହେଲେ ମଧ୍ୟ ସବୁ ଦାୟିତ୍ୱ ଶେଷ ହୋଇଯାଉନି । ଆମକୁ ଦାନ୍ତ ଉପରେ ଅଧିକ ଧ୍ୟାନ ଦେବାକୁ ପଡିବ । କିନ୍ତୁ ବେଳେବେଳେ ହଳଦିଆ ଦାନ୍ତ ପାଇଁ ଲୋକମାନେ କାହା ସାମ୍ନାରେ ଭଲରେ କଥା ହୋଇ ପାରନ୍ତି…
Read More...

ଲେମ୍ବୁ କେତେ ଉପକାରୀ ! ଆସନ୍ତୁ ଜାଣିବା

ଲେମ୍ବୁ ଖାଲି ସ୍ୱାଦିଷ୍ଟ ସରବତ ହୁଏ ନାହିଁ କି ଖାଦ୍ୟର ସ୍ୱାଦ ବଢାଏ ନାହିଁ । ଏହାର କେତେକ ବିଶେଷ ବ୍ୟବହାର ମଧ୍ୟ ରହିଛି । ଆସନ୍ତୁ ଜାଣିବା ଲେମ୍ବୁର କିଛି ଉପକାରୀତା ଗୁଣ ବିଷୟରେ । • ଶୋଇବା ଘରେ କଟା ଲେମ୍ବୁ ରଖିବାଦ୍ୱାରା ଖୁବ୍ ସତେଜ ସୁଗନ୍ଧ ଆସିଥାଏ । ଯାହାଦ୍ୱାରା ରୁମ୍ ସ୍ପ୍ରେ…
Read More...

ସାବଧାନ ! ଶାରୀରିକ ସମ୍ବନ୍ଧ ଜୀବନ ବି ନେଇପାରେ

ପୁରୁଷ-ନାରୀର ଶାରୀରିକ ସମ୍ବନ୍ଧ ଏକ ଜନ୍ମଗତ ଗୁଣ । ଯେମିତି ଖାଇବା ,ପିଇବା ବୁଲିବା .ଶୋଇବା ଆଦି ଲୋକଙ୍କ ପ୍ରମୁଖ କାମ । ସେହିପରି ଯୌନକ୍ରିୟା ବି ଏକ ସ୍ୱାଭାବିକ କ୍ରିୟା ମଣିଷର । ଏହା ପ୍ରତି ଜୀବ କରିଥାଏ । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ଶାରୀରିକ ସମ୍ବନ୍ଧ ଜୀବନ ବି…
Read More...

ବାସ୍ତୁଶାସ୍ତ୍ର ଘର ପାଇଁ କେତେ ଜରୁରୀ ! ଗୃହିଣୀ ମାନଙ୍କ ପାଇଁ କିଛି ଟିପ୍ସ

ଘରର ବାତାବରଣ ସବୁବେଳେ କିପରି ସୁସ୍ଥ ରହିବ ତା, ପାଇଁ କିଛି ନିର୍ଦ୍ଧିଷ୍ଟ ନିୟମ ମାନିବାକୁ ପଡିଥାଏ । କିନ୍ତୁ ହଠାତ୍ ଯେତେବେଳେ ଘରେ କୈାଣସି କାରଣ ନ'ଥାଇ କଳହ ଏବଂ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇଥାଏ ସେତେବେଳେ ଏହା ଚିନ୍ତାର ବିଷୟ ପାଲଟିଯାଏ । ଯେତେ ଧନ ଉପାର୍ଜନ କଲେବି କେଉଁଆଡେ ଆସି…
Read More...

ଯୁବତୀଙ୍କ ଚାଲିରୁ ଜଣାପଡେ ସେକ୍ସ ଲାଇଫ କଥା !

କୁହାଯାଏ ଝିଅଙ୍କ ଗହନ ମନର ଗୋପନ କଥା ଜାଣିବା ବଡ ମୁସ୍କିଲ । ଝିଅଙ୍କ ଚାଲିଚଳନ,ଠାଣି ବାଣୀ ଆଦିକୁ ନେଇ ଅନେକ ଗଳ୍ପ ଓ କବିତା ଲେଖାଯାଇଛି । କବି ଓ ଭାବୁକମାନେ ସବୁବେଳେ ସେମାନଙ୍କର ସୃଜନଶୀଳତାରେ ପରୀକ୍ଷା ନିରୀକ୍ଷା କରିଥାନ୍ତି ଝିଅଙ୍କ ରୂପଚର୍ଯ୍ୟାକୁ ଓ ଜୀବନଶୈଳୀକୁ ନେଇ । ନିକଟରେ…
Read More...

ପତି-ପତ୍ନୀ ସାବଧାନ ! ଅବେଳରେ ସମ୍ଭୋଗ ପଡିପାରେ ମହଙ୍ଗା

ହିନ୍ଦୁ ଶାସ୍ତ୍ରରେ ମଣିଷର ଜୀବନ ସହ ଅନେକ ରହସ୍ୟ ଯୋଡି ହୋଇ ରହିଛି । ଜନ୍ମରୁ ମୃତ୍ୟୁ ଯାଏ ଅନେକ ନିତି ନିୟମରେ ବନ୍ଧା ମଣିଷର ଦୈନିକ ଜୀବନ ଓ ସାମାଜିକ ଚଳନୀ । ଏସବୁ ହିନ୍ଦୁ ଶାସ୍ତ୍ର ଓ ଗ୍ରନ୍ଥମାନଙ୍କରେ ଦେଖିବାକୁ ମିଳେ । ପତି-ପତ୍ନୀର ସଂପର୍କ ଏକ ଅପୂର୍ବ ସଂପର୍କ । ଗର୍ଭ ଉପନିଷଦରେ…
Read More...

ସାଥୀ ଯଦି ଉପେକ୍ଷା କରୁଛନ୍ତି କ’ଣ କରିବେ ଆପଣ ? ଜାଣନ୍ତୁ କିଛି ଟିପ୍ସ

ଦୈନିକ ଜୀବନରେ ସଂପର୍କରେ କିଛି ନା କିଛି ଖଟା ମିଠା ଥାଏ । ହସ କାନ୍ଦରେ ସଂପର୍କ ବେଳେବେଳେ ହୋଇଥାଏ ପାଣିଚିଆ । ଏମିତି ସମୟ ଆସେ ଲାଗେ କି ନିଜର ପ୍ରିୟ ସାଥୀ ଉପେକ୍ଷା କରୁଥିବାର ଅନୁଭବ ହୁଏ । ଆପଣଙ୍କ କଥାକୁ ନଶୁଣିଲା ଭଳି ହୁଅନ୍ତି । ପୂର୍ବପରି ଆଉ ଗୁରୁତ୍ୱ ଦିଅନ୍ତି ନାହିଁ । ବହୁତ କମ୍…
Read More...

ଆପଣ ବଡି ବିଲଡିଂ କରିବାକୁ ଚାହୁଁଛନ୍ତି କି ? ଖାଆନ୍ତୁ ଏହି ଖାଦ୍ୟ

ସମସ୍ତେ ଚାହାଁନ୍ତି ନିଜର ସ୍ୱାସ୍ଥ୍ୟ ଓ ଶରୀରକୁ ସୁନ୍ଦର ରଖିବାକୁ । ଆଉ ଏଥିପାଇଁ ଆପଣେଇଥାନ୍ତି ଅନେକ କିଛି ଉପାୟ । କେତେକ ଜିମ୍ ଯାଆନ୍ତି । ଜିମର ଟ୍ରେନର ଯେତେବେଳେ ଶରୀରର ପ୍ରୋଟିନ ବଢାଇବାକୁ କୁହନ୍ତି , ଅନେକ ଅଣ୍ଡା କିମ୍ବା ପ୍ରୋଟିନ ପାଉଡର ଖାଆନ୍ତି । କିନ୍ତୁ ଏବେ ଆପଣକୁ ଏମିତି ଏକ…
Read More...

ଗୋପନରେ ରଖନ୍ତୁ ନିଜ ବୈବାହିକ ଜୀବନର ୫ଟି କଥା ! ଜାଣନ୍ତୁ କାହିଁକି ?

ଖୁସିର ଯେଉଁ ସୁନ୍ଦର ମୁହୂର୍ତ ଆପଣ ନିଜ ସାଥୀ ସହ ବିତେଇଛନ୍ତି ,ତା ଦୁହିଁଙ୍କର ବ୍ୟକ୍ତିଗତ । ଏହାକୁ ଅନ୍ୟମାନଙ୍କ ସହ ସେୟାର କରିବା ଭଲ ନୁହେଁ । ଆପଣ ଭାବନ୍ତୁନି ଯେ ସବୁଲୋକ ଆପଣଙ୍କ ଶୁଭଚିନ୍ତକ । ଏମିତି  ଅନେକ ଅଛନ୍ତି ଆପଣଙ୍କ ଖୁସିରେ ଈର୍ଷାନ୍ୱିତ ହୋଇପାରନ୍ତି କିମ୍ବା ଆପଣଙ୍କ…
Read More...

ସାଥୀକୁ ‘ଆଇ ଲଭ୍ ୟୁ’ କହିବା ପାଇଁ ୬ ମାସ ନିଅନ୍ତୁ ! ଜାଣନ୍ତୁ କାହିଁକି ?

ଆପଣ ଚାହୁଁଛନ୍ତି କି ଆପଣଙ୍କ ସାଥୀ ସହ ସଂପର୍କ ମଜବୁତ ହେଉ । ଏଥିପାଇଁ ଆପଣଙ୍କୁ ନିହାତି ଜାଣିବା ଦରକାର କେତେବେଳେ ଆପଣ ନିଜର ମନ କଥା ଜଣାଇବେ । ଅନେକଥର ଏମିତି ହୁଏ କି ବିନା ବୁଝି ବିଚାରି ସୁଯୋଗକୁ ଅପେକ୍ଷା ନକରି କିଛି ଲୋକ ଭୁଲ କରିବସନ୍ତି । ଆଉ ଭଲ କରିବାକୁ ଯାଇ ଭେଲ କରିଦିଅନ୍ତି ।…
Read More...