ଅଭିନୟର ପ୍ରଲୋଭନ ଦେଖାଇ ପପୁ ପମପମ୍ ନାବାଳିକାଙ୍କୁ କରିଥିଲେ ଅଶାଳୀନ ବ୍ୟବହାର : ତଦନ୍ତ ରିପୋର୍ଟ

67

କନକ ବ୍ୟୁରୋ : ହାସ୍ୟ ଅଭିନେତା ପପୁ ପମପମଙ୍କ କାର୍ କେଳେଙ୍କାରୀର ତଦନ୍ତ ରିପୋର୍ଟ ସାମ୍ନାକୁ ଆସିଛି । ଜଣେ ନାବାଳିକାଙ୍କୁ ଅଭିନୟ ସୁଯୋଗ ଦେବାର ପ୍ରଲୋଭନ ଦେଖାଇ ଯୌନ ନିର୍ଯାତନା ସଂପର୍କୀତ ମାମଲାରେ ଶିଶୁ ମଙ୍ଗଳ କମିଟି ଓ ପୋଲିସ ଦ୍ୱାରା କରାଯାଇଥିବା ତଦନ୍ତର ରିପୋର୍ଟ କନକ ନ୍ୟୁ୍ଜର ହସ୍ତଗତ ହୋଇଛି । ଏହି ରିପୋର୍ଟରେ କୁହାଯାଇଛି, କାର ଭିତରେ ପପୁ ପମପମ ନାବାଳିକାଙ୍କୁ ପ୍ରଥମେ ପ୍ରଲୋଭନ ଦେଖାଇଥିଲେ ଏବଂ ପରେ ଜୋରଜବରଦସ୍ତ ତାଙ୍କୁ ଛୁଇଁବା ପାଇଁ ଉଦ୍ୟମ କରିଥିଲେ ।

ଦେଖନ୍ତୁ ଏହି ରିପୋର୍ଟ :