ଛାତ୍ରଛାତ୍ରୀଙ୍କୁ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଜାତିଆଣ ଆକ୍ଷେପ ଅଭିଯୋଗ : ସ୍କୁଲରେ ତାଲା ପକାଇଲେ ଅଭିଭାବକ

26

ଭଦ୍ରକ : ଛାତ୍ରଛାତ୍ରୀଙ୍କୁ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଜାତିଆଣ ଆକ୍ଷେପ ଅଭିଯୋଗ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ସାଆନ୍ତା ପ୍ରଥାମିକ ବିଦ୍ୟାଳୟରେ ଦେଖାଦେଇଛି ଉତେଜନା । ସ୍କୁଲରେ ତାଲା ପକାଇବା ସହ ଶିକ୍ଷୟିତ୍ରୀଙ୍କୁ ଟଣାଓଟରା କରିଛନ୍ତି ଅଭିଭାବକ । ଶିକ୍ଷୟିତ୍ରୀଙ୍କୁ ସ୍କୁଲ ଭିତରକୁ ପଶିବାକୁ ଦେଇ ନାହାନ୍ତି ଗ୍ରାମବାସୀ । ଶିକ୍ଷୟିତ୍ରୀ ଜଣଙ୍କ ପିଲାଙ୍କୁ ଜାତିଆଣ ଆକ୍ଷେପ କରୁଥିବା ଅଭିଯୋଗ ହୋଇଛି ।