ରାଜ୍ୟରେ ୧୪ ଦିନିଆ ଲକଡାଉନର ପ୍ରଭାବ : ବଢ଼ୁଛି ଟେଷ୍ଟି କମୁଛି ସଂକ୍ରମଣ, ଆଉ ୧୪ ଦିନ ଲକଡାଉନ ଘୋଷଣା ନେଇ ବଢ଼ିଲା ଚର୍ଚ୍ଚା; ଜୁନ ୪ ଯାଏଁ ବଳବତର ରହିପାରେ କଟକଣା, କାଲି ସର୍ବଦଳୀୟ ବୈଠକରେ ଲକଡାଉନ ବଢ଼ାଇବା ସପକ୍ଷରେ ମତ ଦେଇଥିଲେ ବିରୋଧୀ

9