ରାଜ୍ୟରେ ରେକର୍ଡ ସଂଖ୍ୟକ ୭୫୫ ନୂଆ କରୋନା ପଜିଟିଭ୍ ଚିହ୍ନଟ : ସଂଗରୋଧରୁ ୫୦୮ ଓ ସ୍ଥାନୀୟ ଅଂଚଳରୁ ୨୪୭ ଆକ୍ରାନ୍ତ ହୋଇଥିବା ସରକାରଙ୍କ ସୂଚନା , ଗଞ୍ଜାମରୁ ସର୍ବାଧିକ ୩୨୦ ସଂକ୍ରମିତ ;କରୋନାରେ ୪ଜଣଙ୍କର ମୃତ୍ୟୁ, ମୃତ୍ୟୁ ସଂଖ୍ୟା ୫୬କୁ ବୃଦ୍ଧି ଦିନକରେ ସର୍ବାଧିକ ୭୫୫ ଆକ୍ରାନ୍ତ

9