ଭାରତକୁ ସହଯୋଗର ହାତ ବଢାଇଲେ ବିଦେଶ ରାଷ୍ଟ୍ର : ବେଲଜିୟମରୁ ଆସିଲା ୯ ହଜାର ଭାଏଲ ରେମଡିସିଭର ଇଞ୍ଜକେସନ, ଜର୍ମାନୀ ପଠାଇଲା ଅକ୍ସିଜେନ ପ୍ଲାଂଟ ସରଞ୍ଜାମ ଓ ୧୨୦ ଭେଂଟିଲେଟର; ଉଜବେକିସ୍ତାନ ଓ ଫ୍ରାନ୍ସରୁ ବି ଆସିଲା କୋଭିଡ ସହାୟତା

13