ବିଜେଡି ଛାଡିଲେ ପ୍ରିୟଦର୍ଶୀ ମିଶ୍ର । କହିଲେ, ଦଳରେ ତାଙ୍କୁ ଅବହେଳା କରାଯାଉଛି । ୨୦୧୪ରୁ ୨୦୧୯ରୁ ଯାଏଁ ଉତ୍ତର ଭୁବନେଶ୍ୱରରୁ ବିଧାୟକ ଥିଲେ।

5