ପ୍ରାୟ ଗୋଟିଏ ବର୍ଷ ପରେ ପୁଣି ଉପରମୁହାଁ କରୋନା ମିଟର : ଗତ ୨୪ ଘଂଟାରେ ଚଳିତ ବର୍ଷର ସର୍ବାଧିକ କରୋନା ସଂକ୍ରମଣ ରେକର୍ଡ଼, ଚିହ୍ନଟ ହେଲେ ୨୪ ହଜାର ୮୮୨ ଆକ୍ରାନ୍ତ; ଗୋଟିଏ ଦିନରେ ୧୪୦ ଆକ୍ରାନ୍ତଙ୍କ ମୃତ୍ୟୁ

7