ବିଧାନସଭାରେ ଉଭୟ ଶାସକ ଓ ବିରୋଧୀ ସଦସ୍ୟଙ୍କ ହଙ୍ଗାମା : ଚାଲିପାରିଲାନି ଗୃହକାର୍ଯ୍ୟ, ଦିନ ୪ଟା ଯାଏଁ ମୁଲତବୀ; ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ବିରୋଧରେ କାର୍ଯ୍ୟକାନୁଷ୍ଠାନ ଦାବି କଲା ବିଜେଡ଼ି, ମଣ୍ଡି ପ୍ରସଙ୍ଗରେ ବିଜେପି ଓ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ

8