ପ୍ରବଳ ବର୍ଷା ଯୋଗୁଁ ପୁରୀରେ ଆଜି ସ୍କୁଲ ଛୁଟି ଘୋଷଣା । ଗୋଟିଏ ଦିନ ପାଇଁ ଜିଲ୍ଲାର ସମସ୍ତ ସ୍କୁଲ ଛୁଟି ରହିବ । ଏନେଇ ସୂଚନା ଦେଲେ ଜିଲ୍ଲାପାଳ । By Kanak News Bureau On Sep 13, 2021 - 9:30 AM 18 Share 18 Share FacebookTwitterGoogle+WhatsAppTelegramEmailPrint