ଦୁର୍ଘଟଣାରେ ଜଳିଗଲା କାର୍ । କାର ସହ ଜୀବନ୍ତ ଦଗ୍ଧ ହେଲେ ଗୋଟିଏ ପରିବାରର ୭ ଜଣ । ରାଜସ୍ଥାନ ସିକର ଜିଲ୍ଲାରେ ଭୟଙ୍କର ସଡ଼କ ଦୁର୍ଘଟଣା ।

5