କେମିତି ହେବ ମୂଲ୍ୟାୟନ : ମନ୍ତ୍ରୀ କହିଲେ ବୋର୍ଡ ଦ୍ୱାରା ନିର୍ଦ୍ଧାରିତ ପଦ୍ଧତି ଅନୁଯାୟୀ ହେବ ମାଟ୍ରିକ ମୂଲ୍ୟାୟନ, ପୂର୍ବରୁ ୧୦୦ ଦିନଆ ପାଠ୍ୟକ୍ରମରେ ହୋଇଥିଲା ୪ଟି ପ୍ରି-ବୋର୍ଡ ପରୀକ୍ଷା; ସର୍ବାଧିକ ମାର୍କ ଆଧାରରେ ମୂଲ୍ୟାୟନ କରିପାରେ ବୋର୍ଡ

8