ଆଜି ଭୁବନେଶ୍ୱରରେ ବସିବ ପୂର୍ବାଂଚଳ ଜୋନାଲ କାଉନସିଲ ବୈଠକ : କେନ୍ଦ୍ର ଗୃହମନ୍ତ୍ରୀଙ୍କ ସହ ଯୋଗଦେବେ ପୂର୍ବାଚଂଳ ରାଜ୍ୟର ମୁଖ୍ୟମନ୍ତ୍ରୀ । ନକ୍ସଲବାଦ, କୋଇଲା ରୟାଲଟି, ଟେଲିକମ ଓ ଇଂଟରନେଟ୍ ଯୋଗାଯୋଗ, କେନ୍ଦ୍ରୀୟ ଅନୁଦାନ ପରି ପ୍ରସଙ୍ଗରେ ଆଲୋଚନା ସମ୍ଭାବନା

11