ଓଡିଆ-ସାନ୍ତାଳୀ-ସଂସ୍କୃତରେ ଶପଥ ନେଲେ ଓଡିଆ ସାଂସଦ: ଅଧା ସାଂସଦ ଓଡିଆରେ, ଉଲାକା ନେଲେ ଇଂରାଜୀରେ…

କନକ ବ୍ୟୁରୋ : ଆରମ୍ଭ ହୋଇଛି ୧୭ତମ ଲୋକସଭାର ପ୍ରଥମ ଅଧିବେଶନ । ଅଧିବେଶନର ପ୍ରଥମ ଦିନରେ ସାଂସଦ ଭାବେ ଶପଥ ଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାରଣାସୀ ଲୋକସଭା ଆସନରୁ ବିଜୟୀ ହୋଇଥିବା ମୋଦି ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି । ତେବେ ସଂସଦୀୟ ସଚିବ ମୋଦିଙ୍କ ନାମ ଘୋଷଣା…

ମମତା ମାନିଲେ ଡାକ୍ତରଙ୍କ ଦାବି: ପ୍ରତ୍ୟାହାର ହେବ ଆନ୍ଦୋଳନ । ସବୁ ମେଡିକାଲରେ ରହିବେ ନୋଡାଲ ପୋଲିସ

କନକ ବ୍ୟୁରୋ: ପଶ୍ଚିମବଙ୍ଗରୁ ଆସିଲା ବଡ ଖବର । ଡାକ୍ତର ଓ ମମତା ସରକାର ମଧ୍ୟରେ ଚାଲିିଥିବା ଝଗଡାରେ ପଡିଲା ଯବନିକା । ଖୁବଶୀଘ୍ର ଆନ୍ଦୋଳନ ପ୍ରତ୍ୟାହାର କରିବେ ଡାକ୍ତର । ସାତଦିନ ଧରି ଜିଦରେ ଥିବା ଡାକ୍ତର ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟମନ୍ତ୍ରୀ ମମତା…

ବାତ୍ୟା ପରେ ବଡଦେଉଳରୁ ବାହାରିଲା ଜଗା: ଭକ୍ତଙ୍କୁ ଦେଖିଲା, ଭାବବିହ୍ୱଳ ହେଲା…

କନକ ବ୍ୟୁରୋ: ଫେରିଯାଇଛି ଫୋନି, ପଡି଼ରହିଛି ପ୍ରଳୟର ପଦଚିହ୍ନ । ଫୋନି ଫେରି ଯିବାକୁ ପଇଁଚାଳିଶ ଦିନ ବିତିଲାଣି । ଆଉ ୟାରି ଭିତରେ ଫୋନିର କ୍ଷତ ପୁରୀ ଛାତିରେ ଧିରେ ଧିରେ ଭରିବାକୁ ଲାଗିଲାଣି । ପ୍ରଭୁଙ୍କ ଦୟା ଓ ପ୍ରଶାସନର ପ୍ରାଣମୂର୍ଚ୍ଛା ଉଦ୍ୟମ କାରଣରୁ ପୁରୀ ଏବେ ଅଣ୍ଟା ସଳଖି ସିଧା…

ନବୀନଙ୍କ ଗସ୍ତ ପୂର୍ବରୁ ତାତିଲା ତୁଳସୀକ୍ଷେତ୍ର ରାଜନୀତି ! ଅଣରାଜନୈତିକ ଗସ୍ତରୁ ରାଜନୀତିର ଗନ୍ଧ ବାରିଲେ ବିରୋଧୀ ?

କନକ ବ୍ୟୁରୋ: ଆଉ ଦିନ କେଇଟା ପରେ ପାଟକୁରା ପାଇଁ ବାଜିବ ବିଗୁଲ । ଦିନେ ଦୁଇ ଦିନ ଭିତରେ ପାଟକୁରା ନିର୍ବାଚନ ପାଇଁ ଘୋଷଣା ହେବ ତାରିଖ । ହେଲେ ତାରିଖ ଘୋଷଣା ପୂର୍ବରୁ ତୁଳସୀକ୍ଷେତ୍ରରେ ବଢ଼ିଲାଣି ରାଜନୀତି ତାତି । ଯଦିଓ ରଜ ପରେ ପରେ ବର୍ଷା କାରଣରୁ ଖରା ଟିକେ କମିଛି ହେଲେ ରାଜନୀତିର…

ବିରାଟ ବାହିନୀର ବୋଲିଂରେ ପାକିସ୍ତାନ ଚିତପଟାଙ୍ଗ: ସୋସିଆଲ ମିଡିଆରେ ପାକ୍ ଖେଳାଳିଙ୍କ ଧଜିଆ ଉଡାଇଲେ ୟୁଜର୍ସ ।…

କନକ ବ୍ୟୁରୋ: ମାଞ୍ଚେଷ୍ଟର ମୈଦାନରେ ବିରାଟ ବାହିନୀର ଘାତକ ବୋଲିଂରେ ଘାଇଲା ହେଉଛି ପାକିସ୍ତାନ ଟିମ୍ ।  ଭାରତର ଶାଣିତ ବୋଲିଂ ଆଗରେ ମାଟି କାମୁଡିଲା ପାକିସ୍ତାନ । ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ପୁଣିଥରେ ପାକିସ୍ତାନକୁ ୮୯ ରନରେ ମାତ୍ ଦେଇ ବଡ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ । ବିଶ୍ୱକପ…

କୁଲଦୀପଙ୍କ ଡବଲ ଶିକାର: ପ୍ୟାଭିଲିୟନ ଫେରିଲେ ଫକର, ବାବର

କନକ ବ୍ୟୁରୋ: ମାଞ୍ଚେଷ୍ଟର ମହାମୁକାବିଲାରେ ପାକିସ୍ତାନକୁ ୩ୟ ଧକ୍କା । ଲଗାତାର ୨ୟ ଓ ୩ୟ ୱିକେଟ ହରାଇଲା ପାକିସ୍ତାନ । ବ୍ୟାଟ୍ସମ୍ୟାନ ବାବର ଓ ଫକର ପଡିଆରୁ ବିଦା । ଦୁଇ ବ୍ୟାଟ୍ସମ୍ୟାନ ବିଦାହେବା ସହ ପାକିସ୍ତାନର ୩ୟ ୱିକେଟ ପତନ । ୪୮ ରନ କରି ପାଭିଲିୟନକୁ ଫେରିଲେ ବାବର ଆଜମ । ଫକର ଜମାନ…