ଛୁଆ କାହାର? ଦୁଇ ମାଆଙ୍କ ମଧ୍ୟରେ ବିବାଦ

କନକ ବ୍ୟୁରୋ: ପିଲା ଚୋରୀ ନେଇ ବ୍ରହ୍ମପୁର ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଛନ୍ତି ଗଞ୍ଜାମ ଜିଲ୍ଲା ପାଲୁରୁ ଅଞ୍ଚଳର ସୁନିତା ବେହେରା । ସେହି ଅଭିଯୋଗ ଆଧାରରେ ତଦନ୍ତ କରି ଗଜପତିନଗରରେ ରହୁଥିବା ଗୀତା ଦାସଙ୍କ ଘରୁ ଛୁଆଟିକୁ ଉଦ୍ଧାର କରିଛି ପୁଲିସ । ଏନେଇ ବୈଦ୍ୟନାଥପୁର ଥାନାରେ ଏକ ମାମଲା…

ସାମ୍ନାକୁ ଆସିଲା ମଧ୍ୟପ୍ରଦେଶରୁ ଲଙ୍କା ଚୋରି ମାମଲାର ସତ। ବାଲିପାଟଣା ବନମାଳିପୁରରୁ ଧରାପଡ଼ିଲା ୮ ଟନ୍ ଶୁଖିଲା ଲଙ୍କା

କନକ ବ୍ୟୁରୋ: ମଧ୍ୟପ୍ରଦେଶରୁ ଲୁଟ ଲଙ୍କା ଓଡିଶାରେ ଧରାପଡିଲା । ଭୁବନେଶ୍ୱର ଉପକଣ୍ଠ ବାଲିପାଟଣାର ବନମାଳୀପୁରରୁ ଧରାପଡିଲା ୮ ଟନ୍ ଲଙ୍କା । ୨ଟି ଗୋଦାମରେ ଚଢାଉ କରି ୮ ଟନ୍ ଲଙ୍କା ଜବତ କରିଛି ପୁଲିସ । ତେବେ ଅପହରଣର ନାଟକ କରି ଲଙ୍କା ଲୁଟ କରିଥିବା ଠକ ପ୍ରଶାନ୍ତ ସାହୁ ଓରଫ ମନୁ ଏବଂ…

ପଦୋନ୍ନତି ବାତିଲ ହେବାରୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଘେରିଲେ ଶିକ୍ଷକ, ଶିକ୍ଷୟିତ୍ରୀ । ଭୁଲ ହୋଇଛି ତାହା ସଂଶୋଧିତ…

କନକ ବ୍ୟୁରୋ: ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଘେରିଲେ ଶିକ୍ଷକ, ଶିକ୍ଷୟିତ୍ରୀ । କନ୍ଧମାଳ ଜିଲ୍ଲା ଶିକ୍ଷାଧିକାରୀ ଜିଲ୍ଲାରେ ଗ୍ରେଡ ୩କୁ ପଦୋନ୍ନତି ପାଇଥିବା ୪୪୨ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କ ମଧ୍ୟରୁ ୧୧୬ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ବିଭିନ୍ନ କାରଣ ଦର୍ଶାଇ ପଦୋନ୍ନତି ବାତିଲ…

ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ଲୋକ। ପିଇବା ପାଣି ଯୋଗାଇଦେବାକୁ ଫୋନ କରିବାରୁ ବିଭାଗୀୟ ଯନ୍ତ୍ରୀଙ୍କ ହାକିମାତି ।

କନକ ବ୍ୟୁରୋ: ଗାଁରେ ମିଳୁନି ପିଇବା ପାଣି । ଖରା ବଢିବା ସହ ବଢୁଛି ଜଳକଷ୍ଟ । ଲୋକେ ପାଣି ବାଲଟିଏ ପାଇଁ ଡହଳ ବିକଳ ହେଉଛନ୍ତି । ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ଅସ୍ତି ଗାଁରେ ବର୍ଷ ବର୍ଷ ଧରି ପିଇବା ପାଣିର ସମସ୍ୟା ରହିଛି । ପିଇବାକୁ ପାଣି ମୁନ୍ଦେ ପାଉନଥିବାରୁ ସ୍ଥାନୀୟ…

ବାହାନଗା ସ୍କୁଲରେ ଚାଲିଲା ବୁଲଡୋଜର, ଭାଙ୍ଗିଲା ସ୍କୁଲ ଘର

କନକ ବ୍ୟୁରୋ: ଭାଙ୍ଗିଲା ବାଲେଶ୍ୱର ବାହାନଗା ସ୍କୁଲ । ବାହାନଗା ସ୍କୁଲରେ ଆଜି ବୁଲଡୋଜର ଚଢିଛି । ବାହାନଗା ଟ୍ରେନ ଦୁର୍ଘଟଣା ପରେ ଏହି ସ୍କୁଲରେ ମୃତଦେହ ଗୁଡ଼ିକ ରଖାଯାଇଥିଲା । ଯଦିଓ ଏବେ ଏଠାରେ ଶବ ନାହିଁ କିନ୍ତୁ ସେହି ବିଦ୍ୟାଳୟ କୋଠାକୁ ଭାଙ୍ଗି ଦିଆଯାଉଛି । ଆଜି ସ୍କୁଲର କିଛି ଘରକୁ…