ଧାରା ୩୭୦ ଉଚ୍ଛେଦ ବେଳେ ସରକାରଙ୍କ କରିଥିଲେ ସମର୍ଥନ, ଏବେ ବିରୋଧୀଙ୍କ ସହଯୋଗ କାହିଁକି ମାଗୁଛନ୍ତି?

କନକ ବ୍ୟୁରୋ: ନ୍ୟାସନାଲ କନଫରେନ୍ସ ନେତା ତଥା ଜମ୍ମୁକାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ବଡ ବୟାନ । ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ନେଇ ସେ ଏହି ବୟାନ ଦେଇଛନ୍ତି । ସେ ପ୍ରଶ୍ନ କରିଛନ୍ତି, ଯେତେବେଳେ ଘାଟିରୁ ଧାରା ୩୭୦ ଉଚ୍ଛେଦ କରାଯାଇଥିଲା ସେତେବେଳେ କେଜ୍ରିୱାଲ କେଉଁଠି…

ଯେତେବେଳେ ଯାଏ ବିବାଦର ସମାଧାନ ହୋଇନାହିଁ ଏସିଆନ ଗେମ୍ସରେ ସାମିଲ ହେବେ ନାହିଁ, ସାକ୍ଷୀ ମଲ୍ଲିକଙ୍କ ବଡ ବୟାନ …

କନକ ବ୍ୟୁରୋ: ଚଳିତ ବର୍ଷ ସେପ୍ଟମ୍ବର ୨୩ରୁ ଅକ୍ଟୋବର ୮ ଯାଏ ଏସିଆନ ଗେମ୍ସ ଖେଳାଯିବ । କୁସ୍ତି ଖେଳାଳୀ ସାକ୍ଷୀ ମଲ୍ଲିକ ଏହି ଖେଳ ପୂର୍ବରୁ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି, କୁସ୍ତି ସଂଘ ସଭାପତିକୁ ନେଇ ଯେଉଁ ବିବାଦ ଦେଖାଦେଇଛି ତାର ସମାଧାନ ନହେବା ଯାଏ ସେ ଏହି ପ୍ରତିଯୋଗିତାରେ…

ସୁଟିଂ ପାଇଁ ଆସିଥିଲେ, ହଜିଗଲା ଦାମୀ ହୀରା ମୁଦି। ବୈପାରୀଗୁଡା ଥାନାରେ ମାମଲା ରୁଜୁ

କନକ ବ୍ୟୁରୋ: ହୀରା ମୁଦି ପାଇଁ ଥାନାରେ ମାମଲା । ଚଳଚିତ୍ର ସୁଟିଂ ପାଇଁ ଆସିଥିବା ବେଳେ ହଜିଯାଇଛି ୪୫ରୁ ୫୦ଲକ୍ଷ ଟଙ୍କା ମୂଲ୍ୟର ହୀରା ମୁଦି । ଆଦିବାସୀ ସଂସ୍କୃତି ଉପରେ ଫିଲ୍ମ ନିର୍ମାଣ କରିବା ପାଇଁ କୋରାପୁଟକୁ ମୁମ୍ବାଇ ଓ ଭୁବନେଶ୍ୱରରୁ ୨ଟି ଟିମ୍ ଆସିଥିଲେ । ହେଲେ ବୈପାରୀଗୁଡା…

ରୋହିତଙ୍କୁ ନେଇ ତେଜିଲା ରାଜନୀତି, ସରକାରଙ୍କୁ ଘେରିଲେ ବିରୋଧୀ 

କନକ ବ୍ୟୁରୋ: ମନ୍ତ୍ରିମଣ୍ଡଳରୁ ରୋହିତ ପୂଜାରୀଙ୍କୁ ମୁଖ୍ୟମନ୍ତ୍ରୀ ବାଦ୍ ଦେବାକୁ ନେଇ ତେଜିଛି ରାଜନୈତିକ ବୟାନବାଜି । ବିରୋଧୀ ରାଜ୍ୟ ସରକାରଙ୍କୁ ଏହି ପ୍ରସଙ୍ଗରେ ଘେରିଛନ୍ତି । କଂଗ୍ରେସ ବିଧାୟକ, ସଚିବଙ୍କୁ ଟାର୍ଗେଟ କରିଥିବାବେଳେ ବିଜେପି ସରକାରଙ୍କୁ ଘେରିଛି । ତେବେ ବିରୋଧୀଙ୍କ…

ବାହାନଗା ଟ୍ରେନ ଦୁର୍ଘଟଣାକୁ ଆସନ୍ତାକାଲି ପୁରୁଛି ୧୦ ଦିନ। ମୃତଯାତ୍ରୀଙ୍କ ଆତ୍ମାର ଶାନ୍ତି ପାଇଁ ସାମୂହିକ ମୁଣ୍ଡନ ଓ…

କନକ ବ୍ୟୁରୋ: ଆସନ୍ତାକାଲି ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ପୁରୁଛି ୧୦ ଦିନ । ଏହି ଅବସରରେ ବାହାନଗାରେ ସାମୂହିକ ମୁଣ୍ଡନ ଓ ଦଶାହକର୍ମ କରିବାର କାର୍ଯ୍ୟକ୍ରମ ରହିଛି । ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦିବଙ୍ଗତ ଆତ୍ମାଙ୍କର ସଦଗତି କାମନା କରି, ଏହି କାର୍ଯ୍ୟକ୍ରମ କରାଯାଉଛି । ସେହିପରି…