ଆଜି ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ : ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

କନକ ବ୍ୟୁରୋ: ଲଗାଣ ବର୍ଷା କମି ନଥିବାବେଳେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଉଏକ ଲଘୁଚାପର ରୂପ ନେବାକୁ ଯାଉଛି । ପଶ୍ଚିମ ମିଆଁମାର ଅଂଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି ଉତର ବଙ୍ଗୋପସାଗର ଓ ପାଶ୍ୱବର୍ତୀ ଅଂଚଳରେ ଲଘୁଚାପ କ୍ଷେତ୍ରରେ ପରିଣତ ହେବ । ଏହାର ପରବର୍ତୀ…

କଅଁଳ ପିଠିରେ ପରିବାର ବୋଝ । ପାଠପଢାରେ ବାଧକ ହେଉଛି ଘରର ଦାୟିତ୍ୱ

କନକ ବ୍ୟୁରୋ: ଆଖିରେ ଆଖିଏ ସ୍ୱପ୍ନ । ହେଲେ ସବୁ ସ୍ୱପ୍ନକୁ ଭାଙ୍ଗି ଦେଉଛି ପ୍ରତିକୂଳ ପରିସ୍ଥିତି । ଯେଉଁ ବୟସରେ ଖେଳକୁଦ କରିବା କଥା ସେ ବୟସ କଟୁଛି ଘର କରଣା କାମରେ, ଯେଉଁ ସମୟରେ ସ୍କୁଲ ଯାଇ ପାଠ ପଢିବା କଥା ସେ ସମୟ କଟୁଛି ଭିନ୍ନକ୍ଷମ ବାପାଙ୍କୁ ସହଯୋଗ କରିବାରେ । ଆମେ କହୁଛୁ…

ହାସ୍ୟାଭିନେତା ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର । ପରିବାରକୁ ସହଯୋଗ କରିବାକୁ ପ୍ରତିଶୃତି ଦେଲେ ଯୋଗୀ…

କନକ ବ୍ୟୁରୋ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହାସ୍ୟାଭିନେତା ରାଜୁ ଶ୍ରୀବାସ୍ତବଙ୍କ ପତ୍ନୀଙ୍କ ସହ ଫୋନରେ କଥା ହୋଇଛନ୍ତି । ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟାବସ୍ଥା ବାବଦରେ ପଚାରିଛନ୍ତି । ଏପରି ଘଡିସନ୍ଧି ମୁହୂର୍ତ୍ତରେ ରାଜୁଙ୍କ ଚିକିତ୍ସା ପାଇଁ ଯଥାସମ୍ଭବ ସାହାଯ୍ୟ…

ବଢୁଛି କରୋନା ସଂକ୍ରମଣ । ୨୪ ଘଣ୍ଟାରେ ୧୬,୨୯୯ ପଜିଟିଭ୍ ମାମଲା

କନକ ବ୍ୟୁରୋ: ଦେଶରେ ୨୪ ଘଣ୍ଟାରେ କରୋନା ସଂକ୍ରମଣରେ ୧୬,୨୯୯ ମାମଲା ସାମ୍ନାକୁ ଆସିଛି । ଏହାସହ ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ଓ ଏବେ ୧୬ ହଜାର ଟପିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୬୦୦୦ରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି…

ଏଥର ବିମାନ ଉଡାଇବେ କିନ୍ନର । ବଦଳିଲା ଡିଜିସିଏର ଗାଇଡଲାଇନ୍ ।

କନକ ବ୍ୟୁରୋ: ଏଣିକି ବିମାନ ଚଳାଇପାରିବେ ତୃତୀୟଲିଙ୍ଗୀ । ଡିଜିସିଏ ଏ ସମ୍ପର୍କରେ ନିର୍ଦ୍ଦେଶାବଳୀ ଜାରି କରିଛି, ଯାହା ଅନୁଯାୟୀ ବାଣିଜ୍ୟିକ ପାଇଲଟ ହେବାକୁ ଇଚ୍ଛା କରୁଥିବା କିନ୍ନର ପ୍ରାର୍ଥୀମାନେ ଭାରତୀୟ ବାୟୁସେନାରେ ପାଇଲଟ୍ ପାଇଁ ଆବେଦନ କରିପାରିବେ । ଦେଶରେ ପ୍ରଥମ ଥର ପାଇଁ ପାଇଲଟ…

ଏମ୍ସ ଭେଣ୍ଟିିଲେଟରରେ ହାସ୍ୟାଭିନେତା ରାଜୁ ଶ୍ରୀବାସ୍ତବ । ସ୍ୱାସ୍ଥାବସ୍ଥା ଗୁରୁତର

କନକ ବ୍ୟୁରୋ: ହୃଦଘାତର ଶିକାର ହୋଇ ଗତକାଲିଠୁ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଥିବା ଜଣାଶୁଣା ଷ୍ଟାଣ୍ଡ-ଅପ୍‌ କମେଡିଆନ ରାଜୁ ଶ୍ରୀବାସ୍ତବଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି। ୫୮ ବର୍ଷୀୟ ରାଜୁଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇ ଚିକିତ୍ସା କରାଯାଉଛି। ପ୍ରଥମେ ଏମ୍ସର ଜରୁରୀକାଳୀନ…