Daily Archives

June 30, 2024

ବରିଷ୍ଠ ଆଇଏଏସ ନିକୁଞ୍ଜ ବିହାରୀ ଧଳଙ୍କୁ ନୂଆ ଦାୟିତ୍ୱ: ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ…

କନକ ବ୍ୟୁରୋ: ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେଲେ ନିକୁଞ୍ଜ ବିହାରୀ ଧଳ । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଜି ନୂଆ ମୁଖ୍ୟ ଶାସନ ସଚିବ ଭାବେ ମନୋଜ ଆହୁଜା ଦାୟିତ୍ୱ ନେବା ପରେ ନିକୁଞ୍ଜଙ୍କୁ ନୂଆ ଦାୟିତ୍ୱ ମିଳିଛି । ଏବେ ସେ ଓଡିଶାର ମୁଖ୍ୟ ନିର୍ବାଚନ…

ପୋଟଳ ଚାଷରୁ ଭଲ ରୋଜଗାର: ୨ ଏକର ଜମିରେ ପୋଟଳ ଚାଷ କରି ୭ରୁ ୮ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ସୁନ୍ଦରଗଡ଼ର ଚାଷୀ

କନକ ବ୍ୟୁରୋ: ଚାଷ କାମ ତାହା ପୁଣି ପରିବା ଏହିଭଳି କିଛି କହିଲେ ଆଜି ର ଯୁବ ପୀଢି ପଛଘୁଚାଂ ଦେଉଛନ୍ତି । ହେଲେ ଏହି ଚାଷ କାମ ତାହା ପୁଣି ପୋଟଳ ରୁ ବାର୍ଷିକ ଆୟ ୭ରୁ୮ ଲକ୍ଷ ଏହା କହିଲେ କେହି ମଧ୍ୟ ବିଶ୍ୱାସ ସହଜରେ କରିବେ ନାହିଁ । ହେଲେ ଏହିଭଳି ଚାଷ କରି ଆଜି ଲକ୍ଷପତି ଚାଷୀ…

୬୦ ବର୍ଷର ନଡ଼ିଆ ବଜାର ଭୋଗରାଇର ହାଟସରିଷା: ସପ୍ତାହକୁ ଦୁଇ ଦିନ ବସିଥାଏ ହାଟ, ରାଜ୍ୟ ତଥା ରାଜ୍ୟ ବାହାରକୁ ହୁଏ…

କନକ ବ୍ୟୁରୋ: ଯେଉଁ ବ୍ୟବସାୟୀ ମାନେ କତାରି ବିଭିନ୍ନ ସାମଗ୍ରୀ ତିଆରି କାରଖାନା କରିଛନ୍ତି ସେମାନେ ସାକ୍ଷୀଗୋପାଳ କିମ୍ବା କେରଳରୁ କତା ଆଣୁଛନ୍ତି । ତେଣୁ ଚାଷୀ ମାନେ ନଡ଼ିଆ ବିକ୍ରି କରି ଉପଯୁକ୍ତ ମୂଲ୍ୟ ପାଇବା ପାଇଁ ସରକାର ସମବାୟ ସମିତି ଗଠନ କରିବାର ଆବଶ୍ୟକତା ରହିଛି । ଚାଷୀଙ୍କ ଠାରୁ…

ଲଘୁଚାପ ଦୁର୍ବଳ ହୋଇ ଘୂର୍ଣ୍ଣିବଳୟରେ ପରିଣତ: ୪ ତାରିଖରୁ ପୁଣି ବଢ଼ିବ ବର୍ଷାର ପରିମାଣ

କନକ ବ୍ୟୁରୋ: ରାଜ୍ୟରେ ମୌସୁମୀ ବାୟୁ ସକ୍ରିୟ ରହିଥିବା ବେଳେ ୩ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷିପ୍ତ ବର୍ଷା ହେବ । ପରେ ବର୍ଷାର ପରିମାଣ ବଢିବ ବୋଲି ଆକଳନ କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ସେପଟେ ନିଅଂଟିଆ ବର୍ଷା ଚିନ୍ତା ବଢ଼ାଇଛି । ଚଳିତମାସ ୧୭ଟି ଜିଲ୍ଲାରେ…

ଟି-୨୦ ବିଶ୍ୱକପ ଚମ୍ପିୟାନ ହେବା ପରେ ଟିମ୍ ଇଣ୍ଡିଆକୁ ଛୁଟିଲା ପ୍ରଶଂସାର ସୁଅ ,ଖେଳାଳିଙ୍କ ସହ ଫୋନରେ କଥା ହେଲେ…

କନକବ୍ୟୁରୋ: ଏ ହେଉଛି ସେହି ଐତିହାସିକ ମୁହୂର୍ତ, ଯାହାକୁ ଅପେକ୍ଷା କରି ରହିଥିଲେ ୧୪୦ କୋଟି ଭାରତୀୟ । ୧୩ ବର୍ଷ ପରେ ପୁଣି ଏକ ବିଶ୍ୱକପ୍, ୧୭ ବର୍ଷ ପରେ ପୁଣିଥରେ ଟି-୨୦ ବିଶ୍ୱକପ୍ ଚମ୍ପିୟାନ ହୋଇ ଇତିହାସ ରଚିଛି ଟିମ୍ ଇଣ୍ଡିଆ । ଏହା ସହ ୱେଷ୍ଟଇଣ୍ଡିଜର ବାର୍ବାଡୋସ ଷ୍ଟାଡିୟମରେ…

ଟି-୨୦ ବିଶ୍ୱକପ୍ ଜିତିବା ପରେ ଭାରତୀୟ ଟିମ୍ ଉପରେ ଟଙ୍କା ବର୍ଷା । ୧୨୫ କୋଟି ଟଙ୍କା ପୁରସ୍କାର ରାଶି ଘୋଷଣା କଲା…

କନକ ବ୍ୟୁରୋ : ଭାରତୀୟ କ୍ରିକେଟ ଟିମ୍ ଟି-୨୦ ବିଶ୍ୱକପ୍ ବିଜୟୀ ହୋଇ ଦ୍ୱିତୀୟଥର ପାଇଁ ଇତିହାସ ରଚିଛି । ଫାଇନାଲରେ ଦକ୍ଷିଣ ଅଫ୍ରିକାକୁ ୭ ରନରେ ପରାଜିତ କରିବା ପରେ ଭାରତୀୟ ଦଳକୁ ଶୁଭେଚ୍ଛାର ସୁଅ ଛୁଟୁଛି । ଏହି କ୍ରମରେ ବିସିସିଆଇ ବା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଭାରତୀୟ ଟିମ…