କନକ ବ୍ୟୁରୋ: ଲାଞ୍ଚ ନେବା ମାମଲାରେ ଜେଲ ଗଲେ ନୟାଗଡ଼ ଖଣ୍ଡପଡା ତହସିଲଦାର ଧୋବେଇ ନାୟକା ମୋରମ ବୋଝେଇ ଗାଡ଼ି ଛାଡିବା ମାମଲାରେ ଧୋବେଇ ନାୟକଙ୍କୁ ଗିରଫ କରିଛି ଭୁବନେଶ୍ବର ଭିଜିଲାନ୍ସ ଡିଭିଜନ। ଲାଞ୍ଚ ନେବା ନେଇ ଆଗୁଆ ଖବର ପାଇବା ପରେ ଭିଜିଲାନ୍ସ ଛକି ବସିଥିବା ବେଳେ ଲାଞ୍ଚ ନେବା ପରେ ମାଡ଼ି ବସିଥିଲା ଗିରଫ ପରେ ଧୋବେଇ ନାୟକଙ୍କ କାର୍ଯ୍ୟାଳୟ ସମେତ ପୈତୃକ ଘର ଓ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛିା ଗତ 3 ବର୍ଷ ଧରି ଖଣ୍ଡପଡା ତହସିଲଦାର ଭାବେ କାର୍ଯ୍ୟ କରୁଥିଲେ ଧୋବେଇ ନାୟକା
ଜେଲ ଗଲେ ଖଣ୍ଡପଡା ତହସିଲଦାର ଧୋବେଇ ନାୟକ। ଲାଞ୍ଚ ନେବା ଅଭିଯୋଗ ରେ ଗିରଫ କରିଥିଲା ଭିଜିଲାନ୍ସ।
/kanak/media/post_attachments/wp-content/uploads/2024/07/Odisha-Vigilance-Raid-On-Tahasildar.jpg)