Daily Archives

June 30, 2024

ରାଜଧାନୀର ପାତ୍ରପଡାରେ ମର୍ମନ୍ତୁଦ ଦୁର୍ଘଟଣା: ଭରାସାମ୍ୟ ହରାଇ ଟ୍ରକକୁ ପିଟିଲା କାର୍, ବାଲିଅନ୍ତାର ଜଣେ ଯୁବକଙ୍କ…

କନକ ବ୍ୟୁରୋ: ରାଜଧାନୀ ରାଜରାସ୍ତାରେ ଡର ଲାଗୁଛି । ରାଜଧାନୀରେ ଦୁର୍ଘଟଣା । ଏକ କାର ଦୁର୍ଘଟଣାର ଶିକାର ହୋଇଛି । ଦୁର୍ଘଟଣା ଏତେ ଜୋରରେ ହୋଇଛି ଯେ କାରଟି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଟ୍ରକକୁ ପିଟିଛି କାର । କାର ଭିତରେ ୫ ଯୁବକ ଥିବା ଜଣାପଡିଛି । ଏମାନଙ୍କ ମଧ୍ୟରୁଜଣକର ମୃତ୍ୟୁ…

ଘୂର୍ଣ୍ଣିଝଡ ଭିତରେ ଫସିଲା ଟିମ୍ ଇଣ୍ଡିଆ: ବାରବାଡୋସରେ ଘୂର୍ଣ୍ଣିଝଡ ହୁରିକେନ୍ ବିରେଲର ବିପଦ

କନକ ବ୍ୟୁରୋ: ଘୂର୍ଣ୍ଣିଝଡ ଭିତରେ ଫଶିଲା ଟିମ୍ ଇଣ୍ଡିଆ । ୱେଷ୍ଟଇଣ୍ଡିଜର ବାରବାଡୋସରେ ଏବେ ଘୁର୍ଣ୍ଣିଝଡ ହୁରିକେନ୍ ବେରିଲ ବିପଦ । ଏଥିପାଇଁ ସମସ୍ତେ ଘର ଭିତରେ ରହିଛନ୍ତି । ବିମାନ ଚଳାଚଳ ବନ୍ଦ ରହିଛି । ଚଳିତବର୍ଷ ୱେଷ୍ଟଇଣ୍ଡିଜରେ ଏହା ପ୍ରଥମ ବାତ୍ୟା । ଦକ୍ଷିଣ-ପୂର୍ବ କ୍ୟାରିବିଆନ୍…

ଗୁଣୁପୁରର ସପୁରୀ ଚାଷ: ଏଠାକାର ଜଳବାୟୁ ସପୁରୀ ଉତ୍ପାଦନ ପାଇଁ ବେଶ ଉପଯୋଗୀ

କନକ ବ୍ୟୁରୋ: କୃଷିର ବିକାଶ ଏବଂ ଚାଷୀଙ୍କ ଉତ୍ପାଦନର ବଜାରିକରଣ ଦିଗରେ ସରକାର ଯତ୍ନବାନ ରହିଛନ୍ତି । ଏଥି ନିମନ୍ତେ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ବିଭିନ୍ନ ଚାଷ କରିବା ପାଇଁ ଚାଷୀଙ୍କୁ ପ୍ରୋଶ୍ଚାହିତ କରାଯାଉଛି । ସେହିପରି ଚାହିଦା ଅନୁସାରେ ସାମଗ୍ରୀ ରପ୍ତାନି କରି ଉଚ୍ଚ ଦରରେ ବିକ୍ରି…

ଅନ୍ତର୍ଜାତୀୟ ବ୍ୟବସାୟ ମେଳାରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ଦମ୍ପତିଙ୍କ ଷ୍ଟଲ: ମାଣ୍ଡିଆରେ ପ୍ରସ୍ତୁତ ଚାଓମିନ୍,…

କନକ ବ୍ୟୁରୋ: ବୟସ ଏବେ ୬୦ ପରେ । ହେଲେ ବାର୍ଦ୍ଧକ୍ୟ ହୋଇନି ବାଧକ । ଭୁବନେଶ୍ୱର ରେ ଆୟୋଜିତ ଟ୍ରେଡ ମେଳାରେ ଏପରି କିଛି ଘଟଣା ଦେଖିବାକୁ ମିଳିଛି, ଯାହାକି ସମସ୍ତଙ୍କ ପାଇଁ ଆଦର୍ଶର କେନ୍ଦ୍ର ପାଲଟିଛି । ନାମ - ପ୍ରମିଳା ସାହୁ ଓ ଗୋପାଳ ସାହୁ । ଘର - ସମ୍ବଲପୁର ଏହି ଦମ୍ପତି ସ୍ଵୟଂ ସହାୟକ…

ମହାରାଷ୍ଟ୍ରର ନାଗପୁର ଯାଉଛି ନବରଙ୍ଗପୁରର ଜାମୁକୋଳି: ନିଆରା ସ୍ୱାଦ ଓ ଔଷଧିୟ ଗୁଣ ପାଇଁ କୋଳିର ରହିଛି ଚାହିଦା

କନକ ବ୍ୟୁରୋ: ନବରଙ୍ଗପୁର ଜିଲ୍ଲାର ଜାମୁକୋଳି ଏବେ ମହାରାଷ୍ଟ୍ରର ନାଗପୁର ମୁହାଁ,ଯେଉଁ ଜାମୁକୋଳି ଦିନେ ମାଟିରେ ପଡି ନଷ୍ଟ ହେଉଥିଲା ତାହା ଏବେ ରୋଜଗାର ଯୋଗାଇବା ସହ ଅନ୍ୟ ରାଜ୍ୟ କୁ ରପ୍ତାନି ହେଉଛି । ଜଙ୍ଗଲରୁ ନିଜ ବାଡ଼ି ବଗିଚା ରୁ ଜାମୁକୋଳି ସଂଗ୍ରହ କରି ଗୋଟାଳି ମାନେ ବେପାରୀଙ୍କୁ…

ସପ୍ତଶଯ୍ୟା ବୁଲିବାକୁ ଯାଇ ନିଖୋଜ: ଜଙ୍ଗଲ ଭିତରକୁ ବୁଲିବାକୁ ଯାଇ ଫେରିନାହାନ୍ତି ୫ ଜଣ

କନକ ବ୍ୟୁରୋ: ଢେଙ୍କାନାଳ ସପ୍ତଶଯ୍ୟା ଜଙ୍ଗଲରେ ୫ ଜଣ ନିଖୋଜ । ସପ୍ତଶଯ୍ୟା ବୁଲିବାକୁ ଯାଇ ନିଖୋଜ । ଜଙ୍ଗଲ ଭିତରକୁ ବୁଲିବାକୁ ଯାଇ ଫେରିନାହାନ୍ତି ୫ ଜଣ । ସନ୍ଧ୍ୟା ହୋଇଯିବାରୁ ଜଙ୍ଗଲରେ ବାଟବଣା ହୋଇଥିବା ସନ୍ଦେହ । ଢେଙ୍କାନାଳ ବନବିଭାଗ ପକ୍ଷରୁ ଖୋଜାଖୋଜି ଜାରି ରହିଛି । ଛାତ୍ରମାନେ…