Daily Archives

June 29, 2024

ଟି୨୦ ବିଶ୍ୱକପରେ ଭାରତ ବିଜୟୀ । ଦକ୍ଷିଣ ଆଫ୍ରିକାକୁ କଲା ପରାଜିତ

କନକ ବ୍ୟୁରୋ : ଟି -୨୦ ବିଶ୍ୱକପରେ ଭାରତର ବିଜୟ ହୋଇଛି । ଦକ୍ଷିଣ ଆଫ୍ରିକାକୁ ପରାଜିତ କରି ଭାରତ ଟ୍ୱି-୨୦ ବିଶ୍ୱକପର ଚମ୍ପିୟନ ହୋଇଛି । ଭାରତ ପ୍ରଥମେ ବ୍ୟାଟିଂ କରି ୧୭୬ ରନରେ କରିଥିବା ବେଳେ ୭ ରନ ପଛୁଆ ରହି ପରାଜିତ ହୋଇଛି ଦକ୍ଷିଣ ଆଫ୍ରିକା

ଦିଲ୍ଲୀରେ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ସେପ୍ଟେମ୍ବର ୧୭ରୁ ଆରମ୍ଭ ହେବ ସୁଭଦ୍ରା ଯୋଜନା

କନକ ବ୍ୟୁରୋ : ସୁଭଦ୍ରା ଯୋଜନା କେବେ ଲାଗୁ ହେବ ଏହାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଚାଲିଛି । ଏହାରି ଭିତରେ ଦିଲ୍ଲୀଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି କି ସେପ୍ଟେମ୍ବର ୧୭ ତାରିଖରୁ ସୁଭଦ୍ରା ଯୋଜନା ଲାଗୁହେବ । ଦିଲ୍ଲୀରେ…

ଚାଷୀଙ୍କ ପାଇଁ ଆକ୍ସନ ମୋଡରେ ମୋହନ ସରକାର । ଧାନମଣ୍ଡି ଜଗିବ ସିସିଟିଭି, ଗାଡ଼ିରେ ଲାଗିବ ଜିପିଏସ୍ । ଚଳିବନି ମିଲରଙ୍କ…

କନକ ବ୍ୟୁରୋ: ନୂଆ ସରକାରରେ ନୂଆ ବ୍ୟବସ୍ଥା । ଧାନ କିଣାରେ ସ୍ୱଚ୍ଛତା ଆଣିବାକୁ ବଡ଼ ପଦକ୍ଷେପ । ଧାନ କିଣାବିକାରେ ହେଉଥିବା ଦୁର୍ନୀତି ରୋକିବାକୁ ତତ୍ପର ହୋଇଛି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ । ଚାଷୀଙ୍କ ସ୍ୱାର୍ଥ ପାଇଁ ସବୁ ଧାନମଣ୍ଡିରେ ଲାଗିବ ସିସିଟିଭି । ମଣ୍ଡିରୁ ମିଲକୁ…

ଟି-୨୦ ବିଶ୍ୱକପ୍ ଫାଇନାଲ: ୨୦ ଓଭର ଖେଳି ୧୭୬ ରନ କଲା ଭାରତୀୟ ଟିମ୍, ଦକ୍ଷିଣ ଆଫ୍ରିକା ପାଇଁ ୧୭୭ ରନର ଟାର୍ଗେଟ୍ ।

କନକ ବ୍ୟୁରୋ: ବାର୍ବଡୋସରେ ଟି-୨୦ ବିଶ୍ୱକପ ଫାଇନାଲ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୧୭୭ ରନର ଟାର୍ଗେଟ୍ ଦେଲା ଟିମ୍ ଇଣ୍ଡିଆ । କୋହଲିଙ୍କ ଦମଦାର ୭୬ ରନ ଏବଂ ଅକ୍ଷର ପଟେଲଙ୍କ ଧୂଆଁଦାର ବ୍ୟାଟିଂ ବଳରେ ଭାରତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୭୬ ରନ କରିବାକୁ ସକ୍ଷମ ହୋଇଛି । ତେବେ ଭାରତ…

ଚଳିତ ବର୍ଷ ରଥ ଟାଣିବେ ରାଷ୍ଟ୍ରପତି । ରଥଯାତ୍ରାରେ ଯୋଗଦେବାକୁ ଅନେକ ବଡ ବଡ ନେତାଙ୍କୁ ନିମନ୍ତ୍ରଣ

କନକବ୍ୟୁରୋ:ଚଳିତ ବର୍ଷ ରଥ ଟାଣିବେ ରାଷ୍ଟ୍ରପତି । ନୂଆ ସରକାର ରଥଯାତ୍ରାରେ ଯୋଗଦେବାକୁ ଅନେକ ବଡ ବଡ ନେତାଙ୍କୁ ନିମନ୍ତ୍ରଣ କରିଛି । ଯେଉଁଥିପାଇଁ ସୁରକ୍ଷା ବ୍ୟବସ୍ଥା ଗୋଟିଏ ବଡ ଚ୍ୟାଲେଞ୍ଜ ପାଲଟିଛି । ରଥଟାଣିବାଠୁ ଆରମ୍ଭ କରି କ୍ୟାମ୍ପ ଅଫିସ ଜଗିବା ପର୍ଯ୍ୟନ୍ତ ଦାୟିତ୍ୱ ବଂଟା ହୋଇଛି ।…

ନୂଆ ସରକାର, ନୂଆ ରୂପ: ବଦଳିବ ‘ଲକ୍ଷ୍ମୀ ବସ୍’ର ନାଁ । ଖୁବଶୀଘ୍ର ବଦଳିପାରେ ନବମ ଦଶମ ଶ୍ରେଣୀ ପିଲାଙ୍କ ୟୁନିଫର୍ମ ।…

କନକ ବ୍ୟୁରୋ: ବଦଳିପାରେ ହାଇସ୍କୁଲ ପିଲାଙ୍କ ଡ୍ରେସର ରଙ୍ଗ । ଏ ନେଇ ଆଲୋଚନା କରାଯାଉଥିବା ସୂଚନା ଦେଇଛନ୍ତି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । କିଛି ଦିନ ତଳେ ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ସ୍କୁଲ ୟୁନିଫର୍ମର ରଙ୍ଗ ପରିବର୍ତ୍ତନ କରାଯାଇଥିଲା । ଧଳା ସହ ସବୁଜ ରଙ୍ଗ ଥିଲା । ହେଲେ ଏହାକୁ ପୁଣି…