Daily Archives

June 28, 2024

ମଧ୍ୟାହ୍ନ ଭୋଜନରେ ଉପରେ ମହଙ୍ଗା ମାଡ଼ । ଡାଲି ଓ ପରିବା ଦର ଆକାଶଛୁଆଁ । ଡାଲମାରେ ନା ଅଛି ଡାଲି, ନା’ ଅଛି ପରିବା ।

କନକ ବ୍ୟୁରୋ: ଡଙ୍କିଏ ଡାଲମାରେ ଥାଳିଏ ଭାତ ପଖାଳ ହୋଇଯାଉଛି । ଡାଲମା ନାଁର ପାଣିଚିଆ ଡାଲି, ଗୋଟେ ଯୋଡେ ଆଳୁ ପାଚିକାଙ୍କ ଦୟାରେ ପିଲାଙ୍କ ଥାଳିରେ ପଡୁଛି । ପରିବା ଦର ଆକାଶ ଛୁଆଁ ହେବା ପରଠୁ ସ୍କୁଲ ପିଲାଙ୍କ ମଧ୍ୟାହ୍ନ ଭୋଜନ ଥାଳି ଉପରେ ଯେମିତି ଗ୍ରହଣ ଲାଗିଯାଇଛି । କେବଳ ଆଠଗଡ ଅଞ୍ଚଳ…

ଆଇପିଏସ ଆଶିଷ ସିଂହଙ୍କୁ ନେଇ ସ୍ପଷ୍ଟୀକରଣ ରଖିଲେ ପୋଲିସ ଡିଜି । ଜୁନ ୩ରୁ କାର୍ଯ୍ୟରେ ଯୋଗଦେଲେଣି ଆଶିଷ । ସମନ୍ୱୟ…

କନକ ବ୍ୟୁରୋ: ବରିଷ୍ଠ ଆଇପିଏସ ଅଧିକାରୀ ଆଶିଷ ସିଂଙ୍କୁ ନେଇ ପୁଣି ଚର୍ଚ୍ଚା ସୃଷ୍ଟି ହୋଇଛି । ହେଲେ ଏଥର ଗୃହ ବିଭାଗର ଏକ ଚିଠିକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ଏହି ବରିଷ୍ଠ ଆଇପିଏସ ଅଧିକାରୀ । ତେବେ ଯାହାଙ୍କୁ ଗୃହ ବିଭାଗ ଚିଠି ଲେଖି ଖୋଜୁଛି, ସେଇ ଆଇପିଏସ୍ ଅଧିକାରୀ ଆଶିଷ ସିଂହ, ଖୋଦ୍…

ବବିଙ୍କ ବଙ୍ଗଳା ପରେ ଜିତୁଙ୍କ ଢାବା । ଧର୍ମଶାଳାରେ ଥିବା ପ୍ରଣବ ବଳବନ୍ତରାୟଙ୍କ ବଲେ ବଲେ ଏସି ଢାବା ଓ ଲଜକୁ ସିଲ୍…

କନକ ବ୍ୟୁରୋ: ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରବଣ ପ୍ରକାଶ ଦାସଙ୍କ ପରେ, ପ୍ରଣବ ବଳବନ୍ତରାୟଙ୍କ ପାଳି । ଧର୍ମଶାଳା ଭବନରେ ଥିବା ବଲେବଲେ ଢାବା ଓ ଲଜକୁ ସିଲ୍ କରିବା ପାଇଁ ଦିଆଯାଇଛି ନିର୍ଦ୍ଦେଶ । ବିଧାୟକଙ୍କ ନିର୍ଦ୍ଦେଶ ପରେ ଢାବା ସିଲ୍ କରିବାକୁ ଲଟକା ଲଗାଇଛି ବ୍ଲକ ପ୍ରଶାସନ । ତେବେ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । କିଛି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ । ୩ ଦିନ ପାଇଁ…

କନକ ବ୍ୟୁରୋ: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ଦୁଇ ଦିନ ଧରି ଉତ୍ତର-ପଶ୍ଚିମ ଦିଗରେ ଏହା ଗତି କରିବ । ରାଜ୍ୟରେ ମୌସୁମୀ ସକ୍ରିୟ ଥିବା ବେଳେ, ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଥିବାରୁ କିଛି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି…

ମନୋଜଙ୍କ ଉପରେ ମୋହନଙ୍କ ଆସ୍ଥା । ମନୋଜ ଆହୁଜା ହେବେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ

କନକ ବ୍ୟୁରୋ: ନୂଆ ସରକାର ନୂଆ ଢଙ୍ଗରେ ରାଜ୍ୟ ଶାସନ ଚଳାଇବାର ସଙ୍କେତ ଦେଇଛନ୍ତି । ପୂର୍ବ ସରକାର ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ ବଢାଇଥିଲେ । ହେଲେ ମୋହନ ସରକାର କ୍ଷମତାକୁ ଆସିବା ପରେ ରାଜ୍ୟ ଶାସନ ଚଳାଇବା ପାଇଁ ମନୋଜ ଆହୁଜାଙ୍କ ଉପରେ ଆସ୍ଥା ରଖିଛନ୍ତି । ମନୋଜ ଆହୁଜା…

ହାଟଡିହିର ହଦଗଡ ଡ୍ୟାମରେ ପଡିଛି ତାଲା: ସ୍ଥାନୀୟ ଲୋକଙ୍କଠାରୁ ନେଇ ପର୍ଯ୍ୟଟକଙ୍କୁ ହୋଇଛି ମନା

କନକ ବ୍ୟୁରୋ: ପ୍ରାକୃତିକ ସୌନ୍ଦର୍ଯ୍ୟ ରେ ଭରପୁର ହଦଗଡ଼ ଡ୍ୟାମ ରେ ଏବେ ପଡିଛି ତାଲା । ପର୍ଯ୍ୟଟକଙ୍କୁ ପରିଦର୍ଶନ ମନା ଯାହାକୁ ନେଇ ପର୍ଯ୍ୟଟକ ମହଲରେ ତୀବ୍ର ଅସନ୍ତୋଷ। ଡ୍ୟାମର ଭିତର ପାର୍ଶ୍ୱରେ ରହୁଥିବା ଗ୍ରାମବାସୀଙ୍କୁ ମଧ୍ୟ ଡ୍ୟାମ ରାସ୍ତାରେ ଯାତାୟାତ ମନା । ଯାହାକୁ ନେଇ…