Daily Archives

June 25, 2024

ପୁଣି ନିରାଶ ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ତିହାର ଜେଲରୁ ମୁକୁଳି ପାରିବେନି ଅରବିନ୍ଦ କେଜ୍ରିୱାଲ ।

କନକ ବ୍ୟୁରୋ: ପୁଣି ନିରାଶ ହେଲେ ଅରବିନ୍ଦ କେଜ୍ରିୱାଲ । ତିହାର ଜେଲରୁ ମୁକୁଳି ପାରିବେନି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ତଳ କୋର୍ଟର ନିର୍ଦ୍ଦେଶ ଉପରେ ରହିତାଦେଶ ଲଗାଇଛନ୍ତି ଦିଲ୍ଲୀ ହାଇକୋର୍ଟ। ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା କେଜ୍ରିୱାଲଙ୍କୁ ଗୁରୁବାର…

ଜରୁରୀକାଳୀନ ପରିସ୍ଥିତିକୁ ପୂରିଲା ୪୯ ବର୍ଷ । କଂଗ୍ରେସକୁ ଟାର୍ଗେଟ୍, ବିରୋଧ କରି ବିଜେପି ପାଳନ କଲା କଳାଦିବସ ।

କନକ ବ୍ୟୁରୋ: ୧୯୭୫ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଦେଶରେ ଲାଗୁ କରିଥିବା ଜରୁରୀକାଳୀନ ପରିସ୍ଥିତିକୁ ପୂରଣ ହୋଇଛି ୪୯ ବର୍ଷ। ତେବେ ଏହି ଏମରଜେନ୍ସିକୁ ବିରୋଧ କରି ବିଜେପି ପାଳୁଛି କଳା ଦିବସ। ୧୯୭୫ ମସିହାରେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏମରଜେନ୍ସି ଲାଗୁ…

ଲୋକସଭାରେ ରାହୁଲ ଗାନ୍ଧୀ ହେବେ ବିରୋଧୀ ଦଳ ନେତା: ଇଣ୍ଡି ମେଣ୍ଟ ବୈଠକରେ ହେଲା ନିଷ୍ପତ୍ତି

କନକ ବ୍ୟୁରୋ: ଲୋକସଭାରେ ରାହୁଲ ଗାନ୍ଧୀ ହେବେ ବିରୋଧୀ ଦଳ ନେତା । ଇଣ୍ଡି ମେଣ୍ଟ ବୈଠକରେ ହେଲା ନିଷ୍ପତ୍ତି । ଏଥର କଂଗ୍ରେସକୁ ବିରୋଧୀ ଦଳ ମାନ୍ୟତା ମିଳିଛି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ଘରେ ବସିଥିବା ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି । ନିଷ୍ପତ୍ତି ବିଷୟରେ କଂଗ୍ରେସର…

କିଏ ହେବେ ଲୋକସଭା ବାଚସ୍ପତି ? ତୁଟିଲା ପରମ୍ପରା, ଇତିହାସରେ ପ୍ରଥମ ଥର ହେବ ବାଚସ୍ପତି ନିର୍ବାଚନ । ଶାସକ-ବିରୋଧୀ…

କନକ ବ୍ୟୁରୋ: ଭାରତ ରାଜନୀତି ଇତିହାସରେ ଯାହା ଘଟି ନଥିଲା, ତାହା ହେବାକୁ ଯାଉଛି। ସ୍ୱାଧୀନ ଭାରତରେ ପ୍ରଥମ ଥର ପାଇଁ ଦେଶ ଦେଖିବ ଲୋକସଭା ବାଚସ୍ପତି ପଦ ପାଇଁ ନିର୍ବାଚନ। ବାଚସ୍ପତି ପଦ ପାଇଁ ଶାସକ ଓ ବିରୋଧୀଙ୍କ ମଧ୍ୟରେ ଚାଲିଛି ଟଣାଓଟରା। ଶାସକ ଏନଡିଏ ଓମ୍ ବିର୍ଲାଙ୍କୁ ବାଚସ୍ପତି…

୧୯୯୦ ବ୍ୟାଚର ଆଇଏଏସ ମନୋଜ ଆହୁଜାଙ୍କୁ ଗୃହ କ୍ୟାଡର ଓଡିଶା ଫେରାଇବାକୁ କେନ୍ଦ୍ରର ଅନୁମତି: କେନ୍ଦ୍ରକୁ ଅନୁରୋଧ…

କନକ ବ୍ୟୁରୋ: ଆସିଲେ ମନୋଜ, ବଢ଼ିଲା ଚର୍ଚ୍ଚା । ଖୁବଶୀଘ୍ର ଓଡ଼ିଶା ଫେରୁଛନ୍ତି ୧୯୯୦ ବ୍ୟାଚ୍ ଆଇଏଏସ ଅନୋଜ ଆହୁଜା । ରାଜ୍ୟର ସରକାର କେନ୍ଦ୍ରକୁ ଅନୁରୋଧ କରିବା ପରେ ଏନେଇ କେନ୍ଦ୍ର କ୍ୟାବିନେଟ କମିଟି ଅନୁମତି ଦେଇଛି । ମନୋଜ ଫେରିବା ପରେ ରାଜ୍ୟରେ ବଡ଼ ଧରଣର ପ୍ରଶାସନିକ ଅଦଳବଦଳ ହୋଇପାରେ…

ଛାତ୍ର ସଂସଦ ନିର୍ବାଚନ ପାଇଁ ବାଟ ଫିଟୁଛି? ନିର୍ବାଚନ ପାଇଁ ବିଚାର କରୁଛନ୍ତି ସରକାର

କନକ ବ୍ୟୁରୋ: ୬ ବର୍ଷ ହେଲା ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ରହିଛି । ବିଭିନ୍ନ ଆଳ ଦେଖାଇ ଏହାକୁ ବନ୍ଦ କରିଦେଇଥିଲେ ତତକାଳୀନ ସରକାର । କିନ୍ତୁ ଏବେ ନୂଆ ସରକାର ଯୁବ ନେତୃତ୍ୱ ସୃଷ୍ଟି କରିବା ସପକ୍ଷରେ ମତଦେଇ ଆଶା ଦେଖାଇଛନ୍ତି । ନିର୍ବାଚନ ପାଇଁ ବିଚାର କରୁଛନ୍ତି ବୋଲି କହିଛନ୍ତି…