Daily Archives

June 17, 2024

ମାନବୀୟ ତ୍ରୁଟିରୁ ଦୁର୍ଘଟଣା: ସିଗନାଲ୍ ନ ମାନିବାରୁ ପଶ୍ଚିମବଙ୍ଗ ଜଲପାଇଗୁଡିରେ ଟ୍ରେନ୍ ଆକ୍ସିଡେଣ୍ଟ । ବାତିଲ ହେଲା…

କନକବ୍ୟୁରୋ:ପଶ୍ଚିମବଙ୍ଗ ନ୍ୟୁଉ ଜଲପାଇଗୁଡ଼ି ରଙ୍ଗପାଣି ଷ୍ଟେସନ ନିକଟରେ କାଂଚନଜଙ୍ଗା ଏକ୍ସପ୍ରେସ ଓ ମାଲଗାଡ଼ି ମଧ୍ୟରେ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୯ରେ ପହଁଚିଛି । ଉଦ୍ଧାରକାମ ସରିଯାଇଥିଲେ ବି ଘଟଣାରେ ଅନେକ ଆହତ ହୋଇଛନ୍ତି । କାଂଚନଜଙ୍ଗା ଏକ୍ସପ୍ରେସ କୋଲକାତା ଯିବା ସମୟରେ ଏହି ଦୁର୍ଘଟଣା…

ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଭେଟିଲେ ଆଇନ୍ ମନ୍ତ୍ରୀ । କହିଲେ, ଆବଶ୍ୟକ ଅନୁସାରେ ସଂଶୋଧନ ହେବ ପୂର୍ବ ସରକାରର…

କନକ ବ୍ୟୁରୋ: ଆଇନ୍ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଆଜି କଟକରେ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଭେଟି ବିଭିନ୍ନ ବିଷୟ ଉପରେ ଆଲୋଚନା କରିଛନ୍ତି । ଆଲୋଚନା ପରେ ପ୍ରତିକ୍ରିୟା ରଖି ଆଇନ ମନ୍ତ୍ରୀ କହିଛନ୍ତି, ଗତ ସରକାର ରାଜ୍ୟରେ ଅନେକ କିଛି ତ୍ରୁଟି କରିଛନ୍ତି । ଆବଶ୍ୟକ ଅନୁସାରେ…

ନିର୍ଦ୍ଦିଷ୍ଟ ସମୟସୀମାରେ, ବିନା ଲାଞ୍ଚରେ ଲୋକଙ୍କୁ ସେବା ଯୋଗାଇବୁ । ସମୀକ୍ଷା ପରେ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ବଡ…

କନକ ବ୍ୟୁରୋ : ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସୀମକ୍ଷା କରିବା ସହ ବିଭାଗୀୟ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ଏଣିକି ରାଜସ୍ୱ ବିଭାଗରେ ଆଉ ଚଳିବନି ହାତଗୁଞ୍ଜା । ରାଜସ୍ୱ ବିଭାଗରେ ଛୁଟି ଦିନରେ ବି କାମ ଚାଲିଛି। ବର୍ଷକୁ ୩୬୫ ଦିନ, ୨୪ ଘଣ୍ଟା ଓଡ଼ିଶାବାସୀଙ୍କ ସେବାରେ ରହିବ…

୧୯ ତାରିଖଠାରୁ ବଢିବ ବର୍ଷାର ପରିମାଣ । କିଛି ସ୍ଥାନରେ ପ୍ରବଳ ବର୍ଷା ନେଇ ଆକଳନ ।

କନକ ବ୍ୟୁରୋ: ଆହୁରି ୩ ଦିନ କଲକଲ କରିବ ତାତି । ଉପକୂଳରେ ପ୍ରଚଣ୍ଡ ଗୁଳୁଗୁଳି ନେଇ ସତର୍କ କରାଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ତେବେ ୧୯ ତାରିଖଠାରୁ ରାଜ୍ୟରେ ବଢ଼ିବ ବର୍ଷାର ପରିମାଣ । କିଛି ସ୍ଥାନରେ ପ୍ରବଳ ବର୍ଷା ନେଇ ଆଳକନ କରାଯାଇଛି । ଓଡ଼ିଶାରେ ୪ ଦିନ ପୂର୍ବରୁ ଦକ୍ଷିଣ…

ଆହୁରି ୩ ଦିନ କଲବଲ କରିବ ତାତି । ପ୍ରଚଣ୍ଡ ଗୁଳୁଗୁଳି ନେଇ ସତର୍କ କରାଇଲା ପାଣିପାଗ ବିଭାଗ । ୧୯ରୁ ବର୍ଷା ସମ୍ଭାବନା ।

କନକ ବ୍ୟୁରୋ: ଆହୁରି ୩ ଦିନ କଲକଲ କରିବ ତାତି । ଉପକୂଳରେ ପ୍ରଚଣ୍ଡ ଗୁଳୁଗୁଳି ନେଇ ସତର୍କ କରାଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ତେବେ ୧୯ ତାରିଖଠାରୁ ରାଜ୍ୟରେ ବଢ଼ିବ ବର୍ଷାର ପରିମାଣ । କିଛି ସ୍ଥାନରେ ପ୍ରବଳ ବର୍ଷା ନେଇ ଆଳକନ କରାଯାଇଛି । ଓଡ଼ିଶାରେ ୪ ଦିନ ପୂର୍ବରୁ ଦକ୍ଷିଣ…

କାଲି ଚାଷୀଙ୍କ ଖାତାକୁ ଯିବ ପିଏମ୍ କିଷାନ ଟଙ୍କା । ବାରାଣାସୀ ସଭାରୁ ଟଙ୍କା ବାଣ୍ଟିବେ ମୋଦୀ । ବରଗଡ ସଭାରେ ରହିବେ…

କନକ ବ୍ୟୁରୋ: ଆସନ୍ତାକାଲି ଚାଷୀଙ୍କ ଖାତାକୁ ଯିବ ପିଏମ୍ କିଷାନ ଟଙ୍କା । ଚାଷୀଙ୍କୁ ମିଳିବ ୨ ହଜାର ଟଙ୍କା । ଦେଶର ୯ କୋଟି ୩୦ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ୨୦ ହଜାର କୋଟି ଟଙ୍କା ଯିବ । କାଲି ୧୭ ତମ କିସ୍ତି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବାରାଣାସୀ ସଭାରୁ ଟଙ୍କା…