କନକ ବ୍ୟୁରୋ: ଘୋଷଣା ହେଲା ନିଟ୍ ପିଜି ପରୀକ୍ଷା ତାରିଖ । ଅଗଷ୍ଟ ୧୧ ତାରିଖରେ ଅନୁଷ୍ଠିତ ହେବ ନିଟ୍ ପିଜି ପରୀକ୍ଷା । ଏହାକୁ ୨ଟି ସିଫ୍ଟରେ କରାଯିବ ବୋଲି ନ୍ୟାନନାଲ ବୋର୍ଡ ଅଫ୍ ଏକଜାମିନେସନ୍ ପକ୍ଷରୁ କୁହାଯାଇଛି । ନିଟ୍ ପେପର ଲିକ୍ ଅଭିଯୋଗ ପରେ ସ୍ଥଗିତ ଥିବା ଏହି ପରୀକ୍ଷାକୁ ୧୧ ତାରିଖରେ କରିବାକୁ ଧାର୍ଯ୍ୟ କରିଛି ଏନବିଇ । ତେବେ ନିଟ୍ ୟୁଜି ପରୀକ୍ଷା ଏନଟିଏ କରୁଥିବା ବେଳେ ନିଟ୍ ପିଜି ପରୀକ୍ଷାକୁ ଏନବିତ୍ତତତ୍ତ୍ୱାବଧାନରେ କରାଯାଉଛି ।
ଅଗଷ୍ଟ ୧୧ରେ ହେବ ନିଟ୍ ପିଜି ପରୀକ୍ଷା । ଦୁଇଟି ସିଫ୍ଟରେ ହେବ ପରୀକ୍ଷା
/kanak/media/post_attachments/wp-content/uploads/2024/07/neet.jpg)