Daily Archives

June 12, 2024

ଦୂର ହେବ ଚାଷୀଙ୍କ ଦୁଃଖ ! ପ୍ରତିଶ୍ରୁତି ପୂରଣ କରିବେ ରାଜ୍ୟ ସରକାର, ଖୁବଶୀଘ୍ର ଧାନ କୁଇଣ୍ଟାଲ ୩୧ ଶହ ଟଙ୍କା ବିକ୍ରି…

କନକ ବ୍ୟୁରୋ : ରାଜ୍ୟରେ ବିଜେପି ସରକାର ଗଠନ ହୋଇଛି । ମୋହନ ମାଝୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଶପଥ ନେବାର ମାତ୍ର କିଛି ଘଂଟା ମଧ୍ୟରେ କ୍ୟାବିନେଟ ବୈଠକ ବି କରିଛନ୍ତି । ବୈଠକ ପରେ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି କି, ରାଜ୍ୟ ସରକାର ସମୃଦ୍ଧ କୃଷକ…

 ପ୍ରଥମ କ୍ୟାବିନେଟ ବୈଠକରେ ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି । ୧୦୦ ଦିନରେ କାର୍ଯ୍ୟକାରୀ ହେବ ସୁଭଦ୍ରା ଯୋଜନା

କନକ ବ୍ୟୁରୋ : ଶପଥ ଗ୍ରହଣ ପରେ ରାଜ୍ୟ ସରକାର ପ୍ରଥମ କ୍ୟାବିନେଟ ବୈଠକ କରିଛନ୍ତି । ଏହି ବୈଠକରେ ମୁଖ୍ୟତଃ ୪ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ନିର୍ବାଚନ ବେଳେ ବିଜେପି ତରଫରୁ ରାଜ୍ୟର ମହିଳାମାନଙ୍କୁ ଯେଉଁ ସୁଭଦ୍ରା ଯୋଜନାର ପ୍ରତିଶ୍ରୁତି ଦିଆଯାଇଥିଲା ତାହା ଆଗାମୀ ୧୦୦ ଦିନ ଭିତରେ…

ଭକ୍ତଙ୍କ ପାଇଁ ବଡ ଖବର: କାଲିଠୁ ଖୋଲିବ ଶ୍ରୀମନ୍ଦିରର ୪ ଦ୍ୱାର, ମୋହନ ସରକାରଙ୍କ ପ୍ରଥମ ନିଷ୍ପତ୍ତି

କନକ ବ୍ୟୁରୋ: ମୋହନ ସରକାରଙ୍କ ପ୍ରଥମ କ୍ୟାବିନେଟ ବୈଠକ ଆଜି ହୋଇଛି । ପ୍ରଥମ ବୈଠକରେ ୪ ପ୍ରସ୍ତାବ ପାରିତ ହୋଇଛି । ପ୍ରଥମ ନିଷ୍ପତ୍ତିରେ ଶ୍ରୀମନ୍ଦିର ୪ ଦ୍ୱାର ଖୋଲିବା ପ୍ରସ୍ତାବ ଉପରେ ମୋହର ମାରିଛି ମୋହନ ସରକାର । କାଲି ସରକାରଙ୍କ ଉପସ୍ଥିତିରେ ଖୋଲିବ ୪ ଦ୍ୱାର । ମଙ୍ଗଳ ଆଳତୀ ବେଳେ…

ମୋହନ ସରକାରଙ୍କ ମାଷ୍ଟରଷ୍ଟ୍ରୋକ୍: ଶପଥ ନେଉ ନେଉ କଲେ ୪ ବଡ ଘୋଷଣା

କନକ ବ୍ୟୁରୋ: ମୋହନ ସରକାରଙ୍କ ପ୍ରଥମ କ୍ୟାବିନେଟ ବୈଠକ । ପ୍ରଥମ ବୈଠକରେ ୪ ପ୍ରସ୍ତାବ ପାରିତ ହୋଇଛି । ଶ୍ରୀମନ୍ଦିର ୪ ଦ୍ୱାର ଖୋଲିବା ପ୍ରସ୍ତାବ ଉପରେ ମୋହର । କାଲି ସରକାରଙ୍କ ଉପସ୍ଥିତିରେ ଖୋଲିବ ୪ ଦ୍ୱାର । ମଙ୍ଗଳ ଆଳତୀ ବେଳେ ଖୋଲିବ ୪ ଦ୍ୱାର । ଦ୍ୱିତୀୟ ନିଷ୍ପତ୍ତିରେ ଶ୍ରୀମନ୍ଦିର…

ଉପ-ମୁଖ୍ୟମନ୍ତ୍ରୀ ପଦ କଣ ଜାଣିଛନ୍ତି କି? ସମ୍ବିଧାନରେ ରହିଛି କି ଉପ-ମୁଖ୍ୟମନ୍ତ୍ରୀ ପଦ? କେମିତି ଓ କାହିଁକି ସୃଷ୍ଟି…

କନକ ବ୍ୟୁରୋ: ଓଡିଶାରେ ମଧ୍ୟପ୍ରଦେଶ, ଛତିଶଗଡ ଆଉ ରାଜସ୍ଥାନ ଭଳି ସରକାର ଗଠନର ଫର୍ମୁଲା ଆପଣାଇଛି ବିଜେପି । ଜଣେ ମୁଖ୍ୟମନ୍ତ୍ରୀ ସାଙ୍ଗକୁ ଶପଥ ଗ୍ରହଣ କରିଛନ୍ତି ଦୁଇ ଜଣ ଉପ-ମୁଖ୍ୟମନ୍ତ୍ରୀ । ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ-ମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଏବଂ ପ୍ରଭାତୀ…

କୁଏତରେ ଭୟଙ୍କର ଅଗ୍ନିକାଣ୍ଡ । ୪୧ରୁ ଅଧିକ ଶ୍ରମିକଙ୍କ ପ୍ରାଣହାନି,ମୃତକଙ୍କ ମଧ୍ୟରେ ୪୦ ଭାରତୀୟ

କନକ ବ୍ୟୁରୋ : କୁଏତରୁ ଆସିଛି ବଡ ଖବର । ଏକ କୋଠାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିବା ଫଳରେ ୪୧ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସବୁଠୁ ଦୁଖଃଦ ଘଟଣା ହେଉଛି ମୃତକଙ୍କ ମଧ୍ୟରେ ୪୦ ଭାରତୀୟ ଥିବା ସୂଚନା ରହିଛି । କୁଏତର ଦକ୍ଷିଣପ୍ରାନ୍ତ ସ୍ଥିତ ଅହମଦୀର ମଂଗାଫରେ ଥିବା ଅଟାଳିକାରେ…