Daily Archives

June 4, 2024

ଶହେ ଘୋଡାକୁ ଶହେ ହାତୀ, ହାରିଗଲେ ମହାରଥୀ… ୨୪’ ରଣଭୂମି ରୁଦ୍ରଙ୍କ ରଥରେ ବ୍ରେକ ଲଗାଇଲେ ଆଶ୍ରିତ

କନକ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନରେ ବହୁମତ ହାସଲ କରି ସରକାର ଗଢିବାକୁ ସଜବାଜ ହେଲାଣି ବିଜେପି । ସେହିପରି ବିଜେଡିର ଗଡ ବା ମହାରଥୀ ପରିବାରର ଗଡ କୁହାଯାଉଥିବା ପିପିଲିରେ ପରାଜିତ ହୋଇଛନ୍ତି ରୁଦ୍ର ମହାରଥୀ । ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ୧୫ ହଜାର ୧୬୨ ଖଣ୍ଡ ଭୋଟରେ ବିଜୟୀ…

ଓଡ଼ିଶାର ଜନାଦେଶ ନେଇ ଖୁସିବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ: କହିଲେ, ସାଢେ ୪ କୋଟି ଓଡ଼ିଆ, ଓଡ଼ିଆ ଅସ୍ମିତା, ଭାଷା,…

କନକ ବ୍ୟୁରୋ: ଓଡ଼ିଶାରେ ଆଜି ଏକ ନୂଆ ଇତିହାସ ଲେଖାଯାଇଛି । ଏହି ବିଜୟ କେବଳ ବିଜେପିର ନୁହେଁ ବରଂ ସାଢେ ୪ କୋଟି ଓଡ଼ିଆଙ୍କ ବିଜୟ । ଏହି ବିଜୟ ଓଡ଼ିଆ ଅସ୍ମିତା, ଭାଷା, ସଂସ୍କୃତି ଓ ପରିଚୟର ବଡ଼ ବିଜୟ ବୋଲି ଓଡ଼ିଶା ଜନାଦେଶ ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି ସମ୍ବଲପୁର ଲୋକସଭାର ବିଜୟୀ…

କଟକରେ ପ୍ରଥମ ଥର ପାଇଁ ଫୁଟିଲା ‘ପଦ୍ମ’ । ଦିନେ ବିଜେଡିକୁ ବିଜୟ ଦେଉଥିଲେ, ଆଜି ବିଜେଡି ପରାଜୟର କାରକ ସାଜିଲେ…

କନକ ବ୍ୟୁରୋ: କଟକରେ ଚାଲିଲା ମୋଦି ମ୍ୟାଜିକ୍ । ଲୋକସଭା ଲଢେଇରେ ବିଜେପିର ବଡ ବିଜୟ । ବିଜେଡିକୁ ହରାଇ ବାଜିମାତ୍ କଲା ଭାରତୀୟ ଜନତା ପାର୍ଟି । ବିଜେପି ପ୍ରାର୍ଥୀ ଭର୍ତ୍ତୃହରି ମହତାବଙ୍କ ଆଗରେ ଉଧେଇ ପାରିଲେନି ବିଜେଡି ପ୍ରାର୍ଥୀ ସଂତୃପ୍ତ ମିଶ୍ର । ଲୋକସଭା ଆସନରେ ଭର୍ତ୍ତୃହରି ୫୭…

ଲୋକସଭା ଆସନରେ ବିଜେଡି ହାତ ଖାଲି: ବିଜେପି ନେଲା ୨୦, କଂଗ୍ରେସ ୧

କନକ ବ୍ୟୁରୋ: ଲୋକସଭାରେ ନେତୃତ୍ୱ ଶୂନ୍ୟ ହେଲା ବିଜେଡି । ଗୋଟିଏ ବି ଲୋକସଭା ଆସନ ଜିତିପାରିଲାନି ବିଜେଡି । ୨୦ଟି ଆସନ ପୋଛିନେଲା ବିଜେପି ଆଉ ଗୋଟିଏ ଆସନରେ ବିଜୟୀ ହୋଇଛି କଂଗ୍ରେସ । ସାଧାରଣ ନିର୍ବାଚନରେ ବିପର୍ଯ୍ୟର ସବୁଠାରୁ ଦୟନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଶେଷ ଯାଏଁ ବିଜେଡି ପାଇଁ…

କେନ୍ଦ୍ରାପଡା ଲୋକସଭା ଲଢେଇ: ପ୍ରଥମ ଥର ପାଇଁ ଫୁଟିଲା ‘ପଦ୍ମ’ । ୫ ବର୍ଷ ପରେ ପୁଣି ବିଜୟର ସ୍ୱାଦ…

କନକ ବ୍ୟୁରୋ: କେନ୍ଦ୍ରାପଡା ଲୋକସଭାରେ କମାଲ୍ କଲା ବିଜେପି । ବିଜେଡି ଗଡରେ ପ୍ରଥମ ଥର ପାଇଁ ଫୁଟିଲା ଫୁଲ । ଚାଲିଲା ମୋଦି ଲହର । ଜିତିଲେ ବୈଜୟନ୍ତ ପଣ୍ଡା । ବିଜେଡିର ଅଂଶୁମାନ ମହାନ୍ତିଙ୍କୁ ହରାଇ ବଡ ବିଜୟ ହାସଲ କଲେ ବୈଜୟନ୍ତ । ପ୍ରାୟ ୬୬ ହଜାରରୁ ଅଧିକ ଭୋଟରେ ଅଂଶୁମାନଙ୍କୁ ହରାଇଲେ…

ଚାନ୍ଦବାଲିରୁ ହାରିଗଲେ ମନମୋହନ ସାମଲ: ୧ ହଜାର ୯୧୬ ଭୋଟରେ ବିଜୟୀ ହେଲେ ବ୍ୟୋମକେଶ

କନକ ବ୍ୟୁରୋ: ଚାନ୍ଦବାଲି ଆସନରୁ ପରାଜିତ ହେଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ୧ ହଜାର ୯୧୬ ଭୋଟରେ ବିଜୟୀ ହେଲେ ବିଜେଡି ପ୍ରାର୍ଥୀ ବ୍ୟୋମକେଶ ରାୟ । ୨୦୧୪ ମସିହାରେ ବ୍ୟୋମକେଶ ପ୍ରଥମଥର ପାଇଁ ଏହି ଆସନରୁ ବିଜୟୀ ହୋଇ ଥିଲେ । ତେବେ ୨୦୨୪ରେ ବି ପୁଣି ବିଜୟୀ ହୋଇ ନିଜ ଗଡ ରକ୍ଷା…