Daily Archives

March 20, 2020

ଆସନ୍ତା ୨୪ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗିରହିବ ବର୍ଷା : ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ୟେଲୋ…

କନକ ବ୍ୟୁରୋ : ଆସନ୍ତା ୨୪ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିବ । କିଛି ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ସହ କିଛି ସ୍ଥାନ‌ରେ କୁଆପଥର ବର୍ଷା ହେବ । ପବନ ଓ ବିଜୁଳି ସହ କିଛି ସ୍ଥାନରେ ଝଡ଼ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି । ଆସନ୍ତା ୪ ଦିନ ଏହିଭଳି…

ସୈତାନର ଶେଷ ଠିକଣା କି ଫାଶୀ ? କେମିତି ଦିଆଯାଏ ଫାଶୀ ? କେତେ ଭୟଙ୍କର ଫାଶୀର ଫାଶ ? ପଢନ୍ତୁ ଫାଶୀ ପଛର ଅଜଣା ରହସ୍ୟ ।

କନକ ବ୍ୟୁରୋ: ଫାଶୀ, ଏହା ଏପରି ଏକ ଶବ୍ଦ, ଯାହାକୁ ଶୁଣିଲେ ଅପରାଧୀଙ୍କ ଛାତି ଥରିଉଠେ । ଏହା ଏପରି ଏକ ଦଣ୍ଡ, ଯେଉଁଠି ଜଣେ ଦୁର୍ଦ୍ଦଶ ଅପରାଧୀର ଜଘନ୍ୟ ଅପରାଧର ହିସାବ ହୁଏ । ସ୍ୱାଧୀନ ଭାରତରେ ଏପର୍ଯ୍ୟନ୍ତ ୫୭ ଜଣ ଅପରାଧୀ ଫାଶୀ ଖୁଂଟରେ ଝୁଲି ସାରିଲେଣି । ଆଉ ଆଜି ନିର୍ଭୟା ନରହନ୍ତାଙ୍କ…

ଘୃଣ୍ୟ କର୍ମ ପାଇଁ ଦଣ୍ଡ ପାଇଲେ ନିର୍ଭୟା ଅଭିଯୁକ୍ତ : ଫାଶୀ ପରେ ଶବ ନେବାପାଇଁ ଦାବି କଲେନି ପରିବାର ଲୋକ, ତିହାର…

କନକ ବ୍ୟୁରୋ : ନିଜ ଘୃଣ୍ୟ କର୍ମ ପାଇଁ ଦଣ୍ଡ ପାଇଲେ ନିର୍ଭୟା ଅଭିଯୁକ୍ତ । ଅପେକ୍ଷାର ଘଟିଲା ଅବସାନ । ନିର୍ଭୟା ଦୋଷୀଙ୍କୁ ମିଳିଲା ଫାଶୀ । ଫାଶୀ ଖୁଣ୍ଟରେ ଝୁଲିଲେ ମୁକେଶ ସିଂହ, ବିନୟ ଶର୍ମା, ପୱନ ଗୁପ୍ତା ଓ ଅକ୍ଷୟ ସିଂହ ଠାକୁର । ନିର୍ଭୟାର ଏହି ଦୋଷୀମାନଙ୍କୁ ତିହାର ଜେଲର ଫାଶୀଖୁଂଟରେ…

କେମିତି ଦିଆଯାଏ ଦୋଷୀଙ୍କୁ ଫାଶୀ ? ଜେଲ ଭିତରେ ଫାଶୀ ପୂର୍ବରୁ କଣ କଣ କରାଯାଏ ? ପଢନ୍ତୁ ଫାଶୀର ପୂରା ପ୍ରକ୍ରିୟା ।

କନକ ବ୍ୟୁରୋ : କେମିତି ଦିଆଯାଏ ଫାଶୀ ? ଫାଶୀ ପୂର୍ବରୁ କଣ ହୁଏ ? ଫାଶୀ ପରେ କଣ ହୁଏ ? ଫାଶୀ କୋଠରୀରେ କଣ କରାଯାଏ ? ଫାଶୀ ଦେଲାବେଳେ କିଏ କିଏ ସାକ୍ଷୀ ରୁହନ୍ତି ? ଏକାଥରେ ୪ ଜଣଙ୍କୁ କେବେ ଫାଶୀ ହୋଇଛି କି ? ଏମିତି ଅନେକ ପ୍ରଶ୍ନ ଏବେ ସାରା ଦେଶରେ ଉଙ୍କି ମାରୁଛି । ଲିବର ଟଣା ହେବ,…

୭ ବର୍ଷର ସଂଘର୍ଷ ପରେ ମା’ଙ୍କ ଆଖିରୁ ଶୁଖିଲା ଲୁହ । ଆଶା ଦେବୀ କହିଲେ, ଫାଶୀ ପରେ ପୂରା ଦେଶକୁ ମିଳିଲା ନ୍ୟାୟ ।

କନକ ବ୍ୟୁରୋ : ୭ବର୍ଷ ୩ ମାସ ଅପେକ୍ଷାର ଅନ୍ତ ଘଟିଲା, ନିର୍ଭୟାକୁ ନ୍ୟାୟ ମିଳିଲା । ୭ ବର୍ଷର ସଂଘର୍ଷ ପରେ ଜଣେ ମା’ଙ୍କ ଆଖିରୁ ଲୁହ ଶୁଖିଲା । ନିର୍ଭୟା ଦୁଷ୍କର୍ମକାରୀଙ୍କୁ କେବେ ମିଳିବ ଫାଶୀ ? ଦୀର୍ଘ ୭ ବର୍ଷ ଧରି ଉଠୁଥିବା ଏହି ଗୋଟିଏ ପ୍ରଶ୍ନର ଆଜି ଅବସାନ ଘଟିଛି । ବିଳମ୍ବରେ ହେଉ…

ନିର୍ଭୟାଙ୍କୁ ମିଳିଲା ନ୍ୟାୟ । ଫାଶୀ ଖୁଣ୍ଟରେ ଝୁଲିଲେ ୪ ନରହନ୍ତା, ତିହାର ଜେଲରେ ଦୋଷୀଙ୍କୁ ସକାଳ ୫ଟା ୩୦ରେ ଦିଆଗଲା…

କନକ ବ୍ୟୁରୋ : ନିର୍ଭୟାଙ୍କୁ ମିଳିଲା ନ୍ୟାୟ । ନିଜ ଘୃଣ୍ୟ କର୍ମ ପାଇଁ ଦଣ୍ଡ ପାଇଲେ ଦୋଷୀ । ଅପେକ୍ଷାର ଘଟିଲା ଅବସାନ । ନିର୍ଭୟା ଦୋଷୀଙ୍କୁ ମିଳିଲା ଫାଶୀ । ଫାଶୀ ଖୁଣ୍ଟରେ ଝୁଲିଲେ ମୁକେଶ ସିଂହ, ବିନୟ ଶର୍ମା, ପୱନ ଗୁପ୍ତା ଓ ଅକ୍ଷୟ ସିଂହ ଠାକୁର । ନିର୍ଭୟାର ଏହି ଦୋଷୀମାନଙ୍କୁ ତିହାର…