Daily Archives

December 26, 2019

ନବରଙ୍ଗପୁର ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ମାମଲା : ପୋଲିସର ନିଷ୍କ୍ରିୟତା ପ୍ରତିବାଦରେ କଂଗ୍ରେସର ବନ୍ଦ ପାଳନ,…

କନକ ବ୍ୟୁରୋ : କଂଗ୍ରେସ ପକ୍ଷରୁ ନବରଙ୍ଗପୁର ବନ୍ଦ ଡ଼ାକରା । ଗତ ୧୪ ତାରିଖରେ ନାବାଳିକା ଗଣଦୁଷ୍କର୍ମ ହତ୍ୟା ଅଭିଯୋଗ ଘଟଣାରେ ବନ୍ଦ ଡ଼ାକରା ଦେଇଛି କଂଗ୍ରେସ । ଅଭିଯୁକ୍ତକୁ ଗିରଫ କରିବାରେ ପୋଲିସ ନିଷ୍କ୍ରିୟତା ପ୍ରତିବାଦ କରିଛି କଂଗ୍ରେସ । ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ଟାୟାର…

ମନ୍ଦିରରେ ପୂଜା ପାଉଛନ୍ତି ମୋଦି : ତାମିଲନାଡୁର କୃଷକ ତିଆରି କଲେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ୍ଦିର , ପ୍ରତିଦିନ…

ତାମିଲନାଡୁରେ ପ୍ରଧାନମନ୍ତ୍ରୀଙ୍କ ସମ୍ମାନରେ ତାଙ୍କ ପ୍ରଶଂସକ ନିର୍ମାଣ କଲେ ମୋଦୀଙ୍କ ମନ୍ଦିର । ପ୍ରଶଂସକମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କ କାମ କରିବାର ଶୈଳୀରେ ଅନୁପ୍ରାଣିତ ହୋଇ ନିଜ ଚାଷ ଜମିରେ ମୋଦିଙ୍କ ମନ୍ଦିର ନିର୍ମାଣ କରିଛନ୍ତି । ଯାହାର ଉଚ୍ଚତା ପାଖାପାଖି ୨ଫୁଟ । ଏହି ମନ୍ଦିିରରେ…

ସୂର୍ଯ୍ୟପରାଗ ଦେଖିବାରେ ବାଧକ ସାଜିଲା ମେଘାଚ୍ଛନ୍ନ ଆକାଶ : ବିରଳ ମହାଜାଗତିକ ଦୃଶ୍ୟ ଦେଖିବାରୁ ବଞ୍ଚିତ ହୋଇଛନ୍ତି…

କନକ ବ୍ୟୁରୋ : ବହୁଚର୍ଚ୍ଚିତ ବିରଳ ବଳୟ ସୂର୍ଯ୍ୟପରାଗ ଦେଖିବାକୁ ଆସିଥିବା ହଜାର ହଜାର ସଂଖ୍ୟାରେ ଛାତ୍ରଛାତ୍ରୀ ନିରାଶ ହୋଇଛନ୍ତି । ଆକାଶ ମେଘାଚ୍ଛନ୍ନ ଥିବା ହେତୁ ସବୁ ବ୍ୟବସ୍ଥା ଥାଇ ମଧ୍ୟ ଏହି ବିରଳ ମହାଜାଗତିକ ଦୃଶ୍ୟ ଦେଖିବାରୁ ବଞ୍ଚିତ ହୋଇଛନ୍ତି ଦେଖଣାହାରୀ । ଭୁବନେଶ୍ବରସ୍ଥିତ…

ସୂର୍ଯ୍ୟପରାଗ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି : ଗ୍ରହଣ ସ୍ନାନ ପରେ ତିନି ଠାକୁରଙ୍କ ପାଖରେ ଲାଗି ହେଲା ଖଇକୋରା…

କନକ ବ୍ୟୁରୋ : ସୂର୍ଯ୍ୟପରାଗ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି । ଶ୍ରୀମନ୍ଦିରରେ ଥିବା ଅନ୍ୟ ଦେବାଦେବୀଙ୍କ ନୀତିକାନ୍ତି ବନ୍ଦ ରହିଥିବାବେଳେ ମହାପ୍ରଭୁଙ୍କୁ ସ୍ୱତନ୍ତ୍ର ନୀତିରେ ପୂଜା କରାଯାଇଛି । ଗ୍ରହଣ ସ୍ନାନ ପରେ ତିନି ଠାକୁରଙ୍କ ପାଖରେ ଲାଗି ହୋଇଛି ଖଇକୋରା ଭୋଗ । ସୂର୍ଯ୍ୟପରାଗ…

ଅବସାଦଗ୍ରସ୍ତ ଭାରତ! ପ୍ରତି ୭ ଜଣରେ ଜଣେ ମାନସିକ ବ୍ୟାଧିରେ ପୀଡ଼ିତ

କନକ ବ୍ୟୁରୋ : ଦେଶରେ ମାନସିକ ରୋଗୀଙ୍କ ସଂଖ୍ୟା ଉଦ୍‌ବେଗଜନକ ଭାବେ ବଢ଼ି ଚାଲିଛି । ମାନସିକ ଅବସାଦ ଓ ଉଦ୍‌ବେଗ ଭାରତୀୟଙ୍କ ପାଇଁ ଏବେ ଏକ ବିରାଟ ସମସ୍ୟା ରୂପେ ଉଭା ହୋଇଛି । ପ୍ରତି ୭ ଜଣରେ ଜଣେ ଭାରତୀୟ ମାନସିକ ବ୍ୟାଧି‌େର ପୀଡ଼ିତ ବୋଲି ଜଣାପଡ଼ିଛି । ସବୁଠୁ ଚିନ୍ତାଜନକ ବିଷୟ ହେଉଛି…

ଆଜି ଚଳିତ ବର୍ଷର ଶେଷ ସୂର୍ଯ୍ୟପରାଗ : କେବଳ ପୃଥିବୀ ନୁହଁ ଏହି ୬ ଟି ଗ୍ରହରେ ମଧ୍ୟ ଲାଗିଥାଏ ସୂର୍ଯ୍ୟପରାଗ

ବ୍ରହ୍ମାଣ୍ଡରେ ପୃଥିବୀ ଏଭଳି ଏକ ଗ୍ରହ ଯେଉଁଠାରେ ସୂର୍ଯ୍ୟ ଓ ଚନ୍ଦ୍ରରେ ପରାଗ ଲାଗୁଥିବା ପ୍ରାୟତଃ ଦେଖିବାକୁ ମିଳେ । କିନ୍ତୁ ଆମ ସୌର ମଣ୍ଡଳରେ ଏଭଳି ଅନ୍ୟ ଗ୍ରହ ରହିଛି ଯେଉଁଠାରେ ସୂର୍ଯ୍ୟପରାଗ ଦେଖିବାକୁ ମିଳେ । ଆସନ୍ତୁ ଜାଣିବା ପୃଥିବୀର ଅନ୍ୟ ଗ୍ରହମାନଙ୍କ ସମ୍ପର୍କରେ । ମଙ୍ଗଳ…