Daily Archives

December 22, 2019

ପୋଡି ପାଉଁଶ ହୋଇଗଲା ୨୦୦ କ୍ୱିଂଟାଲ ଧାନ । ବଲାଙ୍ଗିର ଯୋଗୀସୁର୍ଡା ଗାଁର ଏକ ଧାନଗଦାରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ

କନକ ବ୍ୟୁରୋ: ଅଗ୍ନିକାଣ୍ଡରେ ଜଳିଗଲା କ୍ୱିଂଟାଲ କ୍ୱିଂଟାଲ ଧାନ । ବଲାଙ୍ଗିର ଲୋଇସିଂହା ବ୍ଲକ ଯୋଗୀସୁର୍ଡ଼ା ଗାଁର ପାଂଚ ଜଣ ଚାଷୀଙ୍କ ଅମଳ ଧାନ ପୋଡ଼ି ପାଉଁଶ ହୋଇଯାଇଛି । ସୁଚନା ଅନୁସାରେ ସକାଳୁ ସକାଳୁ ଚାଷୀ ମାନେ ଧାନ ଖଳାରେ ନିଆଁ ଜଳୁଥିବାର ଦେଖିବାକୁ ପାଇଥିଲେ । ଏହା ପରେ ଅଗ୍ନିଶମ…

କଡା ସୁରକ୍ଷାରେ ବାରବାଟୀ ଗଲେ ଉଭୟ ଦଳର ଖେଳାଳି । ଖେଳାଳିଙ୍କ ଗୋଟିଏ ଝଲକ ପାଇବାକୁ କ୍ରିକେଟ୍ ପ୍ରେମୀଙ୍କ ଭିଡ ।…

କନକ ବ୍ୟୁରୋ: ଆଜି ବାରବାଟୀ ମୁକାବିଲା । ଦିନିକିଆ ଶୃଙ୍ଖଳାର ନିର୍ଣ୍ଣାୟକ ମ୍ୟାଚ ପାଇଁ ପଡିଆକୁ ଓହ୍ଲାଇବେ ଭାରତ ଓ ୱେଷ୍ଟଇଣ୍ଡିଜ । ଆଜିର ମ୍ୟାଚ ଜିଣି ଶୃଙ୍ଖଳା ହାତେଇବାକୁ ଉଭୟ ଦଳ ପ୍ରୟାସ କରିବେ । ଆଉ ବାରବାଟୀରେ ଏକ ହାଇଭୋଲଟେଜ ମୁକାବିଲା ଦେଖିବାକୁ ଉକ୍ରଣ୍ଠାର ସହ ଅପେକ୍ଷା କରିଛନ୍ତି…

ପିଲାଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବାକୁ ନୂଆ ନୂଆ ପ୍ରୟାସ…ପାଣି ଜାହାଜରେ ପାଠ ପଢୁଛନ୍ତି ଦୁର୍ଗମ ଅଂଚଳର…

କନକ ବ୍ୟୁରୋ: ପାଣିଜାହାଜ ଭିତରେ ସ୍କୁଲ । ଆଉ ସ୍କୁଲ ଭିତରେ ପାଠପଢା । ତେବେ ଏହା କୌଣସି ସତ ସତିକା ପାଣି ଜାହାଜ ନୁହେଁ, ପିଲାଙ୍କୁ ପାଠପଢା ପ୍ରତି ଆକୃଷ୍ଠ କରିବା ପାଇଁ ସ୍କୁଲ କାନ୍ଥରେ ଗୁରୁପ୍ରିୟା ସେତୁ ନାଁ ରେ ପାଣି ଜାହାଜ ନିର୍ମାଣ କରାଯାଇଛି । ଆଦିବାସୀ ଅଧ୍ୟୁଷିତ ଅଂଚଳ…

କାମୁକତାର ଚକ୍କରରେ କର୍ତ୍ତବ୍ୟ ଭୁଲିଲେ ଡାକ୍ତର : ୩୦ ବର୍ଷର ଡାକ୍ତରୀ କ୍ୟାରିୟରରେ ୩୪୯ ଶିଶୁଙ୍କୁ ଦୁଷ୍କର୍ମ କଲେ…

ଫ୍ରାନ୍ସର ଜଣେ ଡାକ୍ତର ୩୪୯ ଜଣ ପିଲାଙ୍କ ସହ ଦୁଷ୍କର୍ମ କରିବା ଅଭିଯୋଗରେ ହୋଇଛନ୍ତି ଗିରଫ। ଏହି ୬୮ ବର୍ଷୀୟ ଡାକ୍ତର ଜଣକ ଶିଶୁମାନଙ୍କ ସହିତ ଦୁଷ୍କର୍ମ ଓ ଯୌନ ଶୋଷଣ କରୁଥିଲେ। ତଦନ୍ତ ପରେ ଡାକ୍ତର ଜଣକ ଗିରଫ ହୋଇ ଏବେ ଜେଲରେ ଅଛନ୍ତି। ଗତ ଶୁକ୍ରବାର ଫ୍ରାନ୍ସର ବ୍ରିଟନି ସହରରେ ଚିଫ୍…

ବାରବାଟୀରେ ଆଜି ଭାରତ ଓ ୱେଷ୍ଟଇଣ୍ଡିଜ କଡା ଟକ୍କର : ରେକର୍ଡ ଆଶାରେ ଟିମ ଇଣ୍ଡିଆର ବୋଲର କୁଲଦୀପ ଯାଦବ

ଆଜି ବାରବାଟୀ ମୁକାବିଲା । ଦିନିକିଆ ଶୃଙ୍ଖଳାର ନିର୍ଣ୍ଣାୟକ ମ୍ୟାଚ ପାଇଁ ପଡିଆକୁ ଓହ୍ଲାଇବେ ଭାରତ ଓ ୱେଷ୍ଟଇଣ୍ଡିଜ । ଆଜିର ମ୍ୟାଚ ଜିଣି ଶୃଙ୍ଖଳା ହାତେଇବାକୁ ଉଭୟ ଦଳ ପ୍ରୟାସ କରିବେ । ବାରବାଟୀ ଦିନିକିଆରେ ଟିମ ଇଣ୍ଡିଆର ଚାଇନାମ୍ୟାନ ବୋଲର କୁଲଦୀପ ଯାଦବ ଖାସ ରେକର୍ଡ କରିପାରନ୍ତି ।…

ବଡଦିନକୁ ଭିଜାଇପାରେ ବର୍ଷା…ଆସନ୍ତା ୨୪ରୁ ୨୭ ତାରିଖ ଯାଏଁ ଓଡିଶାରେ ବର୍ଷା ସମ୍ଭାବନା…ପ୍ରବଳ କୁହୁଡି…

କନକ ବ୍ୟୁରୋ: ବଡ଼ଦିନକୁ ଭିଜାଇପାରେ ବର୍ଷା। ଭୂମଧ୍ୟ ସାଗରୀୟ ଅଞ୍ଚଳରେ ସୃଷ୍ଟି ହୋଇଥିବା ଝଡ଼ ଏବେ ପୂର୍ବାଞ୍ଚଳମୁହାଁ ହୋଇଥିବାରୁ ଏହା ପ୍ରଭାବରେ ଉତ୍ତର ଓ ଉତ୍ତର ପୂର୍ବ ଭାରତର କେତେକ ସ୍ଥାନରେ ବର୍ଷା ଏବଂ ତୁଷାରପାତ ହେବ। ଏହା ପ୍ରଭାବରେ ଡିସେମ୍ବର ୨୪ରୁ ୨୭ତାରିଖ ପର୍ଯ୍ୟନ୍ତ ଓଡ଼ିଶାର…