Daily Archives

December 17, 2019

ଦେଶଦ୍ରୋହ ମାମଲାରେ ପାକିସ୍ତାନ ପୂର୍ବତନ ରାଷ୍ଟ୍ରପତିଙ୍କୁ ଫାଶୀ ଦଣ୍ଡାଦେଶ। ପରଭେଜ୍ ମୁଶାରଫଙ୍କୁ ମୃତ୍ୟୁ ଦଣ୍ଡ ସଜା…

ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ୍ ମୁଶାରଫକୁ ଫାଶୀ ଦଣ୍ଡାଦେଶ । ମୁଶାରଫଙ୍କୁ ଫାଶୀଦଣ୍ଡର ସଜା ଶୁଣାଇଛି ପାକିସ୍ତାନ ସ୍ୱତନ୍ତ୍ର କୋର୍ଟ । ପାକିସ୍ତାନ ଇତିହାସରେ ପ୍ରଥମ ଥର ପାଇଁ ହାଇକୋର୍ଟର ମୁଖ୍ୟ ନ୍ୟାୟାଧୀଶ ବକାର ଅହମ୍ମଦ ସେଠ୍ ଙ୍କ ଅଧ୍ୟକ୍ଷତାରେ ସ୍ୱତନ୍ତ୍ର କୋର୍ଟର ୩ ସଦସ୍ୟ…

ନାଗରିକତା ସଂଶୋଧନ ଆଇନକୁ ଓଡିଶାରେ ମୁସଲିମ୍ ସଂଗଠନର ବିରୋଧ । ସଂଖ୍ୟାଲଘୁ କଲ୍ୟାଣ ସମାଜ ପକ୍ଷରୁ ଭୁବନେଶ୍ୱର ଲୋୟର…

କନକ ବ୍ୟୁରୋ: ନାଗରିକତା ସଂଶୋଧନ ଆଇନକୁ ଓଡିଶା ମୁସଲିମ୍ ସଂଗଠନର ବିରୋଧ । ସଂଖ୍ୟାଲଘୁ କଲ୍ୟାଣ ସମାଜ ପକ୍ଷରୁ ଭୁବନେଶ୍ୱର ପିଏମଜିରେ କରାଯାଉଛି ବିକ୍ଷୋଭ । ନାଗରିକତା ସଂଶୋଧନ ଆଇନ ଓ ଏନଆରସିକୁ ବିରୋଧ କରି ଏହି ଆନ୍ଦୋଳନ କରୁଛି ମୁସଲିମ ସଂଗଠନ । ଏହି ଆଇନକୁ ସମ୍ବିଧାନ ବିରୋଧୀ କହିବା ସହ…

ଖୋର୍ଦ୍ଧା ଡାକ୍ତରଙ୍କୁ ଗୁଳିକାଣ୍ଡ ନେଇ ପୋଲିସକୁ ମିଳିଲା ବଡ ସୁରାକ । ଏସପି କହିଲେ, ସୁପାରୀ କିଲର ଦ୍ୱାରା କରାଯାଇଛି…

କନକ ବ୍ୟୁରୋ: ଖୋର୍ଦ୍ଧା ଡାକ୍ତରଙ୍କ ହତ୍ୟାକାଣ୍ଡ ନେଇ ପୋଲିସକୁ ମିଳିଛି ବଡ ସୁରାକ । ଖୁବ୍ ଶୀଘ୍ର ଧରାପଡିବ ହତ୍ୟାକାରୀ । ପ୍ରେସମିଟ୍ କରି ଏସପି କହିଲେ, ହତ୍ୟାକାରୀ ନେଇ ପୋଲିସକୁ ବଡ ସୁରାକ୍ ମିଳିଛି । ସୁପାରୀ କିଲର ଦ୍ୱାରା ଏହି ହତ୍ୟାକାଣ୍ଡ କରାଯାଇଛି । କ୍ଲିନିକ ଭିତରେ ପଶି ରବିବାର…

ଫେବ୍ରୁଆରୀ ତୃତୀୟ ସପ୍ତାହରେ ହୋଇପାରେ ମାଟ୍ରିକ ପରୀକ୍ଷା : କପି ରୋକିବାକୁ ପରୀକ୍ଷା କେନ୍ଦ୍ରରେ ଲାଗିବ ସିସିଟିଭି

କନକ ବ୍ୟୁରୋ : ଫେବ୍ରୁଆରୀ ତୃତୀୟ ସପ୍ତାହରେ ହୋଇପାରେ ମାଟ୍ରିକ ପରୀକ୍ଷା । ଏ ସଂକ୍ରାନ୍ତରେ‌ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପରୀକ୍ଷା କମିଟି ବୈଠକରେ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି । କେବଳ ଆନୁଷ୍ଠାନିକ ଭାବେ ଘୋଷଣା କରିବ ବୋର୍ଡ । ମାଟ୍ରିକ ପରୀକ୍ଷା ନେଇ ସୂଚନା ଦେଇଛନ୍ତି…

ଫାଶୀ ପୂର୍ବର ରାତିରେ କଣ ଥିଲା ଲକ୍ଷ୍ମଣ ନାୟକଙ୍କ ଶେଷ ଇଚ୍ଛା? କନକ ନ୍ୟୁଜ ଷ୍ଟୁଡିଓରେ ସେତେବେଳର ଅଭିଜ୍ଞତା ବଖାଣିଲେ…

କନକ ବ୍ୟୁରୋ: ଫାଶି ଦିଆଯିବା ପୂର୍ବଦିନ ରାତିରେ କଣ ଥିଲା ଲକ୍ଷ୍ମଣ ନାୟକଙ୍କ ଶେଷ ଇଚ୍ଛା । ସେ ସମୟର ବ୍ରହ୍ମପୁର ଜେଲର ଜେଲର ଶିବଦାସ ଚାନ୍ଦ କନକ ନ୍ୟୁଜ ଷ୍ଟୁଡିଓରେ ବଖାଣିଛନ୍ତି ସେଦିନର ସତ କାହାଣୀ । ସେ କହିଛନ୍ତି ଯେତେବେଳେ ପୂର୍ବଦିନ ରାତିରେ ଜେଲର ଏବଂ ସୁପରିନଟେଣ୍ଡେଂଟ ଲକ୍ଷ୍ମଣଙ୍କୁ…

ଓଡିଶାରେ ଲୁଚିଛି ଗୁଜୁରାଟରୁ ନାବାଳିକାକୁ ଅପହରଣ କରିଥିବା ଶିକ୍ଷକ ! ସନ୍ଦେହରେ ରାଜ୍ୟ ଗଣଶିକ୍ଷା ବିଭାଗକୁ ଚିଠି…

କନକ ବ୍ୟୁରୋ:  ଓଡିଶାରେ ଲୁଚିଛି କି ଗୁଜୁରାଟରୁ ଛାତ୍ରୀକୁ ଅପହରଣ କରିଥିବା ଶିକ୍ଷକ । ଏନେଇ ସିବିଆଇ ପକ୍ଷରୁ ରାଜ୍ୟ ଗଣଶିକ୍ଷା ବିଭାଗକୁ ଚିଠି ଲେଖିଛି ସିବିଆଇ । ଗୁଜୁରାଟର ନାବାଳିକା ଛାତ୍ରୀ ନିଧି ଖାଖରକୁ ଧବଲ ତ୍ରିବେଦୀ ନାମକ ଜଣେ ଶିକ୍ଷକ ଅପହରଣ କରିଥିବା ଅଭିଯୋଗ ହୋଇଥିଲା ।…