Daily Archives

August 15, 2019

ଫୁଲୁଛି ମହାନଦୀ । ବୁଡିଲା ଅନୁଗୁଳର ଟିକରପଡା, ଶାଖା ନଦୀରେ ବନ୍ୟା ଆଶଙ୍କା : ଆଜି ମୁଣ୍ଡଳୀ ଦେଇ ଅତିକ୍ରମ କରିବ ୧୦…

କନକ ବ୍ୟୁରୋ : ଫୁଲୁଛି ମହାନଦୀ । ମହାନଦୀ ଅବବାହିକାରେ ବର୍ଷାର ପରିମାଣ କମ୍ ହୋଇଥିଲେ ବି ଜଳସ୍ତର ବୃଦ୍ଧିପାଇବାରେ ଲାଗିଛି । ଫଳରେ ମହାନଦୀ ଓ ଏହାର ଶାଖାନଦୀ ଗୁଡିକର ଉଛୁଳା ପାଣି ଅନୁଗୁଳ, ନୟାଗଡ, କଟକ, ଖୋର୍ଦ୍ଧା, ପୁରୀ ଓ କେନ୍ଦ୍ରାପଡା ଜିଲ୍ଳାକୁ ଅସ୍ତବ୍ୟସ୍ତ କରିଛି । ଅନୁଗୁଳ…

ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ ! ସ୍ୱାଧୀନତା ଏବଂ ରକ୍ଷା ବନ୍ଧନର ଶୁଭେଚ୍ଛା ଜଣାଇଲେ ମୋଦି ,…

ଆଜି ଦେଶ ପାଳନ କରୁଛି ୭୩ ତମ ସ୍ୱାଧୀନତା ଦିବସ । ଚାରିଆଡେ ଖୁସି ଏବଂ ଉଲ୍ଲାସର ମାହୋଲ୍ ଭିତରେ ଲାଲକିଲ୍ଲାରେ ତ୍ରିରଙ୍ଗା ପତାକା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପତାକା ଉତ୍ତୋଳନ ପୂର୍ବରୁ ମୋଦି ଟ୍ୱିଟରରେ ଟ୍ୱିଟ୍ କରି ଦେଶବାସୀଙ୍କୁ ସ୍ୱାଧୀନତା ଦିବସ ଏବଂ ରକ୍ଷା…

କାହିଁକି ଓଡିଆ ଘରେ ପାଳନ କରାଯାଏ ରାକ୍ଷୀ ପୂର୍ଣ୍ଣିମା ! ରାକ୍ଷୀକୁ ନେଇ କଣ ରହିଛି ପରମ୍ପରା

କନକ ବ୍ୟୁରୋ : ରକ୍ଷା କରିବା ପାଇଁ ବନ୍ଧାଯାଉଥିବା ପବିତ୍ର ସୂତାକୁ ରାକ୍ଷୀ ପୂର୍ଣ୍ଣିମା କୁହାଯାଏ । ଏହି ପର୍ବକୁ କେବଳ ଓଡିଶା ନୁହେଁ ବରଂ ସାରା ଦେଶରେ ପାଳନ କରାଯାଏ । ଏହାକୁ ଶ୍ରାବଣ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥିରେ ପାଳନ କରାଯାଏ । ଓଡିଆ ମାନେ ଏହାକୁ ପ୍ରଭୁ ବଳଭଦ୍ରଙ୍କର ଜନ୍ମ…

ଆଜି ୭୩ ତମ ସ୍ୱାଧୀନତା ଦିବସ ପାଳୁଛି ସାରା ଦେଶ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାରେ ଉଡାଇଲେ ତ୍ରିରଙ୍ଗା

କନକ ବ୍ୟୁରୋ : ଲାଲକିଲ୍ଲାରେ ଉଡିଲା ତ୍ରିରଙ୍ଗା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପତାକା ଉତ୍ତୋଳନ କରିଛନ୍ତି । ତେବେ ପତାକା ଉତ୍ତୋଳନ କରିବା ପରେ ଦେଶବାସୀଙ୍କୁ ସମ୍ବୋଧନ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।  ୭୩ ତମ ସ୍ୱାଧୀନତା ଦିବସ ପାଳୁଛି ସାରାଦେଶ । କାଶ୍ମୀରଠାରୁ…

ଆଜି ଦେଶ ପାଳନ କରୁଛି ୭୩ ତମ ସ୍ୱାଧୀନତା ଦିବସ ! ଟ୍ୱିଟ୍ କରି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ…

ଆଜି ଦେଶ ପାଳୁଛି ୭୩ ତମ ସ୍ୱାଧୀନତା ଦିବସ । ଆଉ କିଛି ସମୟ ପରେ ଦେଶକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଥମେ ସେ ଦିଲ୍ଲୀର ଅମର ଯବାନ ଜ୍ୟୋତି ଯାଇ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ । ପରେ ପତାକା ଉତ୍ତୋଳନ କରି ଦେଶବାସୀଙ୍କୁ ସମ୍ବୋଧିତ କରିବେ । ସେହିଭଳି…

ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ! ଭାଇ ହାତରେ ରାକ୍ଷୀ ବାନ୍ଧିବା ସହ ମଙ୍ଗଳା କାମନା କରିଥାଏ ଭଉଣୀ, ଶ୍ରୀମନ୍ଦିରରେ…

କନକ ବ୍ୟୁରୋ : ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଆଜିର ଦିନରେ ଭାଇଙ୍କ ହାତରେ ଭଉଣୀମାନେ ରାକ୍ଷୀ ବାନ୍ଧି ସମ୍ପର୍କକୁ ଆହୁରୀ ମଜବୁତ କରିଥାନ୍ତି । ଭାଇ-ଭଉଣୀଙ୍କ ମଧ୍ୟରେ ପବିତ୍ର ବନ୍ଧନର ପ୍ରତୀକ ହେଉଛି ଏହି ରାକ୍ଷୀ । ହସଖୁସି ଓ ଆନନ୍ଦ ଉଲ୍ଲାସରେ ଆଜି ସାରା ଦେଶରେ ପାଳିତ ହେଉଛି…